ବିଟ୍‌କଏନ ଭାଲ୍ୟୁ ୫୦ଲକ୍ଷ ଟପିବ

ମୁମ୍ବାଇ,୨୦।୧୨: କମ୍‌ ସମୟରେ ଧନୀ ହେବା ଏବଂ ଆବଶ୍ୟକଠାରୁ ଅଧିକ ଧନ କମାଇବାର ନିଶା ସାରା ବିଶ୍ୱବାସୀଙ୍କୁ ଏକ ପ୍ରକାର ମାୟାରେ ଛନ୍ଦିଦେଇଛି। ବର୍ତ୍ତମାନ ଏହି ଧନ ଅର୍ଜନ…

ଦଳ ଇଚ୍ଛାରେ କାର୍ଯ୍ୟ କରିବି: ରାହୁଲ

ନୂଆଦିଲ୍ଲୀ, ୨୦।୧୨: ଦଳୀୟ ସଂଗଠନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦୀର୍ଘ ମାସ ପରେ ଶନିବାର…

ବାଇଡେନଙ୍କ ଟିମ୍‌ରେ ବେଦାନ୍ତ

ଓ୍ବାଶିଂଟନ୍‌, ୨୦ା୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ହ୍ବାଇଟ ହାଉସ୍‌ କମ୍ୟୁନିକେଶନ ଓ ପ୍ରେସ ଷ୍ଟାଫଙ୍କ ନାଁ ଘୋଷଣା କରିଛନ୍ତି। ଏହି ଟିମ୍‌ରେ…

ସ୍ପାମ୍‌ କଲ୍‌ରେ ଭାରତର ସ୍ଥାନ ନବମ

ଭୁବନେଶ୍ୱର,୨୦।୧୨: ଚଳିତ ବର୍ଷ ବିଶ୍ୱବ୍ୟାପୀ ରାଷ୍ଟ୍ରଗୁଡିକ ସ୍ପାମ୍‌ କଲ୍‌ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ବିଷୟରେ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ୨୦ଟି ପ୍ରମୁଖ ଦେଶକୁ…

ଆମେରିକା ଉପରେ ସାଇବର ଆକ୍ରମଣ

ୱାଶିଂଟନ,୨୦।୧୨: ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ହସ୍ତକ୍ଷେପକୁ ନେଇ ଉଠିଥିବା ଝଡ଼ ବିଗତ ୪ ବର୍ଷ ଧରି ଆମେରିକା ରାଜନୀତିକୁ ପ୍ରଭାବିତ କରିଆସିଥିଲା। ଏବେ ନୂଆ ରାଷ୍ଟ୍ରପତି…

ସରକାରୀ ସୁବିଧାରୁ ବଞ୍ଚିତ ମୁକବଧିର ନାବାଳକ

ପଲମ, ୨୦।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧିନ ସେରଗଡ଼ ପଞ୍ଚାୟତ ଉଫେର ଗ୍ରାମର ନାବାଳକ ଦିନମଣି ଜାନୀ । ବୟସ ୧୧ ବର୍ଷ । ସେ…

ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଗାଭାସ୍କରଙ୍କ ସମର୍ଥନ

ଆଡିଲେଡ,୨୦।୧୨(ପି.ଟି.): ପରାଜୟ ସତ୍ତ୍ୱେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମର୍ଥନ କରିଛନ୍ତି। ଅଷ୍ଟ୍ରେଲୀୟ ବୋଲରମାନେ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରିଥିଲେ। ତେଣୁ ବିପର୍ଯ୍ୟୟ ପାଇଁ…

ବେଦାନ୍ତ ଲାଞ୍ଜିଗଡ଼କୁ ସିଆଇଆଇ ପୁରସ୍କାର

ଭୁବନେଶ୍ୱର,୨୦।୧୨: ବେଦାନ୍ତ ଲାଞ୍ଜିଗଡ଼କୁ ଜଳ ପରିଚାଳନାରେ ଉତ୍କର୍ଷ ପାଇଁ ସିଆଇଆଇ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତାରେ ଭାଗନେଇଥିବା ଶହେ ପ୍ରତିଭାଗୀଙ୍କ ମଧ୍ୟରେ କମ୍ପାନୀକୁ…

ଉତ୍ଥାନ ଓ ପତନ: କୋହଲିଙ୍କ ନେତୃତ୍ୱରେ ସର୍ବାଧିକ, ସର୍ବନିମ୍ନ ସ୍କୋର

ଆଡିଲେଡ,୨୦।୧୨(ପି.ଟି.): ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟରେ ସର୍ବାଧିକ ଓ ସର୍ବନିମ୍ନ ସ୍କୋର ହାସଲ କରିଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ୩୬ ରନରେ ଅଲ୍‌ଆଉଟ…

ଏକ ଡଲାରରେ ଫିନାବ୍ଲରକୁ କିଣିଲା ଇସ୍ରାଏଲ-ୟୁଏଇ ଗ୍ରୁପ୍‌

ମୁମ୍ବାଇ,୨୦।୧୨: ବିଦେଶରେ ବ୍ୟବସାୟିକ କ୍ଷତି ଓ ଠକେଇ ଭଳି ଅଭିଯୋଗ ଲାଗି ଜଣେ ପ୍ରବାସୀ ଭାରତୀୟ ଉଦ୍ୟୋଗପତି ବି.ଆର୍‌. ସେଟ୍ଟୀ ମାତ୍ର ୧ ଡଲାରରେ ତାଙ୍କ କମ୍ପାନୀକୁ…