ନୂଆ ଷ୍ଟ୍ରେନ୍‌ ଆତଙ୍କ: ୫୭୦ ବ୍ରିଟେନ୍‌ ଫେରନ୍ତାଙ୍କ ମିଳୁନି ପତ୍ତା

ଲକ୍ଷ୍ନୌ,୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ନେଇ ଏବେ ଆତଙ୍କ ଜାରି ରହିଛି। ସ୍ବଦେଶ ଫେରୁଥିବା ବ୍ରିଟେନ୍‌ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି।…

ବରିଷ୍ଠ ସହସମ୍ପାଦକଙ୍କ ମାତୃ ବିୟୋଗ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଧରିତ୍ରୀରେ କାର୍ଯ୍ୟରତ ବରିଷ୍ଠ ସହସମ୍ପାଦକ ଦୁର୍ଯ୍ୟୋଧନ ମିଶ୍ରଙ୍କ ମା’ ବିଶାଖା ଦେବୀଙ୍କ ରବିବାର ସନ୍ଧ୍ୟା ସାଢେ ୭ଟାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଇତିହାସ ରଚିଲେ ଏହି କ୍ରିକେଟ୍‌ର

ମେଲବୋର୍ନ,୨୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ଭାରତର ତାରକା ବୋଲର ଜସପ୍ରୀତ ବୁମ୍‌ରା ଚମତ୍କାର ବୋଲିଂ କରିଥିଲେ। ସେ ଦ୍ୱିତୀୟ ଇନିଂସରେ ଦୁଇଟି ବଡ଼ ଉଇକେଟ…

ମହିଳା ସଶକ୍ତୀକରଣ ନେଇ ଭାଜପା-ବିଜେଡିର ଟୁଇଟ୍‌ ଯୁଦ୍ଧ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ମହିଳା ସଶକ୍ତୀରଣ ପ୍ରସଙ୍ଗରେ ବିଜେଡି-ଭାଜପା ଏବେ ମୁହାଁମୁହିଁ ହୋଇଛନ୍ତି। ଏହି ପ୍ରସଙ୍ଗରେ ଉଭୟ ଦଳର ନେତାଙ୍କ ଭିତରେ ବର୍ତ୍ତମାନ ଟୁଇଟ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ…

ଜନ୍ମପରେ ଶିଶୁର ଏହି ଅଙ୍ଗକୁ ରଖାଯାଏ ବାସ୍କରେ

ଶିଶୁଟିଏ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରୀ ଖେଳିଯାଏ। ତେବେ ଶିଶୁ ଜନ୍ମକୁ ନେଇ ପ୍ରାୟ ସବୁ ସ୍ଥାନରେ ଭିନ୍ନ ଭିନ୍ନ ନିୟମ ପାଳନ କରାଯାଏ। ବିଶ୍ୱର…

ମିଳୁନି ମୂଲ୍ୟ, କ୍ଷତି ସହୁଛନ୍ତି ବୁଣାକାର

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): କରୋନାଜନିତ ଲକ୍‌ଡାଉନ ପାଇଁ ସମଗ୍ର ଓଡ଼ିଶାରେ ବୁଣାକାରମାନେ ଅସୁବିଧା ଭୋଗୁଛନ୍ତି। ମେଳା, ମହୋତ୍ସବ ଓ ପ୍ରଦର୍ଶନୀ ବନ୍ଦ ଥିବାରୁ ବୁଣାକାରଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇପାରୁନି।…

ଦେଶ ପାଇଁ ପିତାଙ୍କ ଶେଷଦର୍ଶନ କରିପାରି ନ ଥିଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୯।୧୨: ପିତାଙ୍କ ଛାୟା ମୁଣ୍ଡ ଉପରୁ ଉଠିଗଲେ ଯେକୌଣସି ବ୍ୟକ୍ତି ଭାଙ୍ଗିଯାଏ। ଏହି ଦୁଃଖରୁ ମୁକ୍ତି ପାଇବା ପ୍ରାୟ ଅସମ୍ଭବ । ତଥାପି, କିଛି ବିଶେଷ ବ୍ୟକ୍ତି…

ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର ଅସୁସ୍ଥ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ବରିଷ୍ଠ ଖ୍ୟାତନାମା ଓଡ଼ିଆ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର (୮୪) ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ନିମୋନିଆ ସହ ଅନ୍ୟ କେତେକ ରୋଗରେ…

ପୁରୀ ବେଳାଭୂମିରେ ଉଡ଼ିଲା ବ୍ଲୁ ଫ୍ଲାଗ୍‌

ପୁରୀ ଅଫିସ, ୨୯।୧୨: ପୁରୀର ସ୍ବର୍ଣ୍ଣିମ ବେଳାଭୂମିକୁ ବିଧିବଦ୍ଧ ଭାବେ ମର୍ଯ୍ୟାଦାଜନକ ବ୍ଲୁ ଫ୍ଲାଗ୍‌ ମାନ୍ୟତା ମିଳିଛି। ଏଥିଲାଗି ପୁରୀ ବେଳାଭୂମି ୩୩ଟି ସର୍ତ୍ତ ପୂରଣ କରିଛି।…

ଅନଶନରେ ବସିବେ ଆନ୍ନା

ପୁଣେ, ୨୯।୧୨(ପି.ଟି.): ଜାନୁୟାରୀ ଶେଷ ସୁଦ୍ଧା କେନ୍ଦ୍ର ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଅନଶନରେ ବସିବାକୁ ସାମାଜିକ କର୍ମୀ ଆନ୍ନା ହାଜାରେ ଧମକ…