ବିରଳ ସିଂହକୁ ଖାଦ୍ୟ ଖୁଆଇଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ମୋନି ରୟ ଏବେ ଦୁବାଇରେ ଛୁଟି କାଟୁଛନ୍ତି। ଏହି ସମୟର ଫଟୋ ସେ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି। ନିକଟରେ…

ନିର୍ବନ୍ଧ ପାଇଁ ଯାଉଥିଲେ: ଜଳ ଭଣ୍ଡାରରେ ଅଟକି ଗଲା ଲଞ୍ଚ

ଭବାନୀପାଟଣା/ଜୟପାଟଣା,୨୧।୧: କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଜଳଭଣ୍ଡାରେ ୭ଜଣଙ୍କୁ ଧରି ଯାଉଥିବା ଏକ ଲଞ୍ଚ ଗୁରୁବାର ଅଟକି ଯାଇଥିଲା। ହେଲେ ଏକ ଆମ୍ବୁଲାନ୍ସ ଡଙ୍ଗା ପହଞ୍ଚି ୭ଜଣଙ୍କୁ ସୁରକ୍ଷିତ…

୫୫ ଲକ୍ଷ ଖର୍ଚ୍ଚକରି ୨ ଇଞ୍ଚ ବଢ଼ିଲେ ଡାକ୍ତରୀ ଛାତ୍ର

ଓ୍ବାଶିଂଟନ୍‌, ୨୧।୧: ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଲୋକ କସ୍‌ମେଟିକ୍‌ ସର୍ଜରୀ କରିଥାନ୍ତି। ଏବେ ଏହା ଦ୍ୱାରା ଉଚ୍ଚତା ବୃଦ୍ଧି ହେଉଥିବା ଚର୍ଚ୍ଚା ହେଉଛି। ଆମେରିକାର…

ରଙ୍ଗ ରୁଟ୍‌ରେ ଗାଡି ଚଲାଉଥିଲେ ସାବଧାନ

ଗୁରୁଗ୍ରାମ,୨୧।୧: ରଙ୍ଗ ରୁଟରେ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁରୁଗ୍ରାମ ପୋଲିସ ଅଧିକାରୀ ପ୍ରୀତ ପାଲ ସିଂ କହିଛନ୍ତି। ରଙ୍ଗ…

ସିରମ ଇନ୍‌ଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ: ୫ ମୃତ

ନୂଆଦିଲ୍ଲୀ,୨୧।୧: ମହାରାଷ୍ଟ୍ରର ପୁଣେସ୍ଥିତ ଦେଶରେ କରୋନା ଟିକା ପ୍ରସ୍ତୁତ କରୁଥିବା ସିରମ ଇନ୍‌ଷ୍ଟିଚ୍ୟୁଟର ଟର୍ମିନାଲ-୧ରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ…

ଜଙ୍ଗଲରେ ମହିଳାଙ୍କୁ ପୋଡି ହତ୍ୟା

ବଡଗାଁ,୨୧।୧: ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅନ୍ତର୍ଗତ ବରଙ୍ଗାକଛାର ପଞ୍ଚାୟତ ରାଣୀବୁଡା ଜଙ୍ଗଲରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ, ସ୍ଥାନୀୟ…

ବିବାହିତା ସତ୍ତ୍ୱେ ମା’ ନ ହେବାକୁ ନିଷ୍ପତ୍ତି ନେଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: କାରଣ…

ବଲିଉଡ୍‌ ଅଭିନେତ୍ରୀ ଅରୁଣା ଇରାନୀ ତାଙ୍କ ସମୟର ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ଅଭିନୟଠାରୁ ଆରମ୍ଭ କରି ନୃତ୍ୟ ପାଇଁ ଲୋକେ ପାଗଳ ହୋଇଯାଉଥିଲେ। ଅଧିକାଂଶ…

ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ସମାଧିରେ ଉପସ୍ଥିତ ହୋଇ ନ ଥିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୧।୧: ବାପାଙ୍କ ଏକମାତ୍ର ଇଚ୍ଛା ଥିଲା ପୁଅ ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରୁ। ହେଲେ ବଞ୍ଚିଥିବା ଅବସ୍ଥାରେ ବାପାଙ୍କୁ ସେହି ସୁଖ ଦେଇ ପାରିଲେ…

କ୍ୱାର୍ଟରରେ ସିନ୍ଧୁ, ସମୀର

ହାଇଦ୍ରାବାଦ୍‌,୨୧।୧: ବ୍ୟାଙ୍କ୍‌କଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବିଡବ୍ଲ୍ୟୁଏଫ୍‌ ସୁପର-୧୦୦୦ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଦେଶର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ। ଇଭେଣ୍ଟର ଦ୍ୱିତୀୟ…

ଏହି ସୁପରଷ୍ଟାରଙ୍କ ସହ କାମ କରିବାକୁ ଚାହୁଁ ନ ଥିଲେ ଶ୍ରୀଦେବୀ, ଐଶ୍ୱର୍ଯ୍ୟା

ବଲିଉଡ୍‌ର ଆକ୍ସନ ହିରୋଙ୍କ ମଧ୍ୟରେ ଅନ୍ୟତମ ସନି ଦେଓଲ। ସନ୍ନିଙ୍କୁ ତାଙ୍କ ସମୟର ସବୁଠାରୁ ସଫଳ ଏବଂ ହିଟ୍‌ ହିରୋଙ୍କ ତାଲିକାରେ ଗଣନା କରାଯାଏ। ସେ ଅନେକ…