ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ରଜନୀକାନ୍ତ ଅଭିନୟ ଛାଡି ରାଜନୀତିରେ ଯୋଗଦେବେ। ସୋମବାର ତାଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଏକ ବୈଠକ କରି ରାଜନୀତିରେ ପ୍ରବେଶ…
ନୂଆଦିଲ୍ଲୀ,୩୦ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିବେ । ଦ୍ୱିପ୍ରହର ସମୟରେ ମୋଦି ବାରାଣସୀ ଗସ୍ତ କରିବା ବେଳେ…
ଲକ୍ଷ୍ନୌ, ୩୦।୧୧: ଉତ୍ତରପ୍ରଦେଶର ନୂଆ ଧର୍ମାନ୍ତରୀକରଣ ନିରାକରଣ ଆଇନ (ଲଭ୍ ଜିହାଦ ନିରୋଧୀ ଆଇନ)ରେ ରାଜ୍ୟ ପୋଲିସ ଶନିବାର ପ୍ରଥମ ମାମଲା ରୁଜୁ କରିଛି। ରାଜ୍ୟପାଳ ଆନନ୍ଦୀବେନ୍…
ନୂଆଦିଲ୍ଲୀ, ୩୦।୧୧(ପି.ଟି.): ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍ଡିଓ) ଶତ୍ରୁପକ୍ଷର ଡ୍ରୋନ୍କୁ ଧ୍ୱଂସ କରିବା ପାଇଁ ଏକ ଆଣ୍ଟିଡ୍ରୋନ୍ ପ୍ରଯୁକ୍ତିର ବିକାଶ କରିଛି। ସଶସ୍ତ୍ର ବାହିନୀ…
ସିଡନୀ,୩୦।୧୧: ଭାରତ ବିପକ୍ଷ ସୀମିତ ଓଭର ସିରିଜର ଅବଶିଷ୍ଟ ମ୍ୟାଚରୁ ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍ ଡେଭିଡ ୱାର୍ନର ବାଦ୍ ପଡିଛନ୍ତି। ରବିବାର ସିଡନୀରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ…
ମାଇଡୁଗୁରି, ୩୦।୧୧: ନାଇଜେରିଆର ବର୍ନୋ ରାଜ୍ୟରେ ଇସ୍ଲାମୀୟ ଆତଙ୍କବାଦୀ ସଂଗଠନ ବୋକୋ ହାରାମ ସଦସ୍ୟଙ୍କ ଆକ୍ରମଣରେ ୪୦ ଜଣ କୃଷକ ପ୍ରାଣ ହରାଇଛନ୍ତି। ସେମାନେ ଧାନ ବିଲରେ…
ବରଗଡ଼ ଅଫିସ,୩୦ା୧୧:ମହାମାରୀ କରୋନା ସଭିଁଙ୍କ ରୋଜଗାର ଛଡ଼ାଇ ନେଇଛି। ଏଥିରେ ଶ୍ରମଜୀବୀ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। କରୋନା ସଂକ୍ରମଣ ଆରମ୍ଭ ହେବାଠାରୁ ଶ୍ରମିକଙ୍କ ଦୁର୍ଦ୍ଦଶା…
ନୂଆଦିଲ୍ଲୀ, ୩୦।୧୧(ଆଇଏଏନ୍ଏସ୍): ହଜାର ହଜାର କୃଷକ ଦିଲ୍ଲୀର ତିନୋଟି ଆନ୍ତଃରାଜ୍ୟ ସୀମାରେ ଆନ୍ଦୋଳନ ଚଳାଇଥିବାବେଳେ ବେଆଇନ ପୃଥକବାଦୀ ସଂଗଠନ ‘ଶିଖ୍ସ ଫର୍ ଜଷ୍ଟିସ୍’ (ଏସ୍ଏଫ୍ଜେ) ଗୋଳିଆ ପାଣିରୁ…
ହାଇଦ୍ରାବାଦ/ନୂଆଦିଲ୍ଲୀ,୩୦ା୧୧: ଡିସେମ୍ବର ୧ରେ ହେବାକୁ ଥିବା ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ (ଜିଏଚ୍ଏମ୍ସି) ନିର୍ବାଚନ ଉଭୟ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଅଗ୍ନିପରୀକ୍ଷା ହୋଇଛି। ହାଇଦ୍ରାବାଦ…
ନୂଆଦିଲ୍ଲୀ,୩୦ ।୧୧: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ନେଇ ଗତ ପ୍ରାୟ ୫ଦିନ ହେବ ପଞ୍ଜାବ. ହରିୟାଣା, ରାଜସ୍ଥାନ ଆଦିର କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସୋମବାର…