୪ ବର୍ଷ ପରେ ଜେଲ୍‌ରୁ ଘରକୁ ଫେରିଲେ ଶଶିକଳା

ବେଙ୍ଗାଲୁରୁ, ୨୭।୧: ତାମିଲନାଡୁର ଏଆଇଏଡିଏମ୍‌କେର ପୂର୍ବତନ ସଦସ୍ୟା ଭି.କେ. ଶଶିକଳା ୪ ବର୍ଷ ଜେଲ୍‌ରେ ରହିବା ପରେ ବୁଧବାର ଘରକୁ ବାହୁଡ଼ିଛନ୍ତି। ୬୩ ବର୍ଷ ବୟସ୍କା ଶଶିକଳା…

ବାହୁବଳୀ ସାଜିଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍‌ ଡେଭିଡ୍‌ ଓ୍ବାର୍ନର ଜଣେ ପ୍ରସିଦ୍ଧ କ୍ରିକେଟର୍‌ ଭାବେ ଜଣାଶୁଣା। ଏହା ବାଦ୍‌ ସେ ଜଣେ ଏଣ୍ଟରଟେନର୍‌ ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି।…

ଧୋନୀ-ସାକ୍ଷୀଙ୍କ ମଧ୍ୟରେ କଣ୍ଟା ସାଜିଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ ଖେଳରୁ ସନ୍ୟାସ ନେବା ପରେ ପରିବାର ସହ ସମୟ ବିତାଉଛନ୍ତି। କେତେବେଳେ ତାଙ୍କୁ ଦୁବାଇ…

ବିକ୍ରି ହେବ ସବୁଠୁ କ୍ଷୀପ୍ର ଗତିରେ ଚାଲୁଥିବା କାର୍‌

ସବୁଠୁ କ୍ଷୀପ୍ର ଗତିରେ ଚାଲୁଥିବା କାର୍‌ ବିକ୍ରି ହେବା ପାଇଁ ପ୍ରସ୍ତୁତି ହୋଇରହିଛି। ଏହି କାର୍‌ର ନାମ ବ୍ଲଡହାଉଣ୍ଡ ସୁପରସୋନିକ୍‌ କାର୍‌। ଏହା ୨୦୧୯ ମସିହାରେ ଘଣ୍ଟା…

କ୍ରିକେଟ୍‌ ଖେଳୁଛନ୍ତି ସନ୍ନି ଲିଓନି, ପ୍ରଶଂସକଙ୍କୁ ପଚାରିଲେ ଏମିତି ପ୍ରଶ୍ନ

ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ଆଜିକାଲି କ୍ରିକେଟ୍‌ ଖେଳୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କ୍ରିକେଟ୍‌ ଖେଳୁଥିବା ନଜର ଆସିଛନ୍ତି। କ୍ରିକେଟ୍‌ ଖେଳି…

ଭାରତ ସରକାର ଅହିଂସା ପ୍ରଦର୍ଶନ ଅଧିକାରକୁ ସମ୍ମାନ ଦେବା ଆବଶ୍ୟକ: ଜାତିସଂଘ

ଜେନେଭା, ୨୭।୧: କୃଷି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ପ୍ରଦର୍ଶନ ସମୟରେ ଘଟିଥିବା ହଂସାକାଣ୍ଡ ନେଇ ଜାତିସଂଘ ମୁହଁ ଖୋଲିଛି। ଜାତିସଂଘର ମହାସଚିବଙ୍କ ପ୍ରବକ୍ତା ଷ୍ଟିଫନ…

ଶୁବମନଙ୍କୁ ମୁଣ୍ଡରେ ବସାନ୍ତୁ ନାହିଁ, କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ତାଙ୍କର ପ୍ରଥମ ଟେଷ୍ଟ ସିରିଜରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ମେଲବୋର୍ନ ଟେଷ୍ଟରେ ଡେବ୍ୟୁ କରିବା…

ପୋତାଗଡ଼, ଋଷିକୂଲ୍ୟା ମୁହାଁଣ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ

ଗଞ୍ଜାମ,୨୭।୧(ଡି.ଏନ୍‌.ଏ.): ଗଞ୍ଜାମ ଅଞ୍ଚଳରେ ଥିବା ଐତିହାସିକ ପୋତାଗଡ଼ ଓ ଋଷିକୂଲ୍ୟା ମୁହାଁଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଧୀରେନ କ୍ରିଷ୍ଣା ବୁଧବାର ପରିଦର୍ଶନ କରିଛନ୍ତି। ଏହି ସମୟରେ ଜିଲାପାଳ…

ପ୍ରତ୍ୟେକ ସିରିଜ୍‌ ପରେ କିଟ୍‌ ବ୍ୟାଗ୍‌ ଦାନ ଦିଅନ୍ତି ଏହି ଖେଳାଳି, ଜାଣନ୍ତୁ କାହିଁକି

ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଷ୍ଟ୍ରେଲିଆ ଗସ୍ତରେ ପ୍ରମାଣ କରି ଦେଖାଇଛନ୍ତି ଯେ କିଛି ମ୍ୟାଚ ବିଫଳ ହେତୁ ଜଣେ ଖେଳାଳିଙ୍କ କ୍ୟାରିୟର ଶେଷ ହୁଏ…

ସଂସଦ ଭବନ କ୍ୟାଣ୍ଟିନ୍‌ରେ ଖାଇବା ହେଲା ମହଙ୍ଗା

ନୂଆଦିଲ୍ଲୀ, ୨୭।୧: ସଂସଦ ଭବନ କ୍ୟାଣ୍ଟିନରେ ଏଣିକି ଖାଇବା ମହଙ୍ଗା ହେବ। କ୍ୟାଣ୍ଟିନରେ ମିଳୁଥିବା ବିଭିନ୍ନ ଖାଦ୍ୟ ପଦାର୍ଥର ଦାମକୁ ବଢ଼ାଇ ଦିଆଯାଇଛି। ପ୍ରତି ଖାଦ୍ୟ ପାନୀୟର…