କଂଗ୍ରେସକୁ ମିଳିଛି ୧୩୯ କୋଟି ଟଙ୍କା ଚାନ୍ଦା

ନୂଆଦିଲ୍ଲୀ,୫।୨: ୨୦୧୯-୨୦ରେ କଂଗ୍ରେସକୁ ମିଳିଥିବା ଚାନ୍ଦା ରିପୋର୍ଟକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ ଆୟୋଗ। କଂଗ୍ରେସକୁ ୨୦୧୯-୨୦ରେ ୧୩୯ କୋଟି ଟଙ୍କା ଚାନ୍ଦା ମିଳିଥିବା ଜଣାପଡିଛି। ପାର୍ଟି ଫଣ୍ଡରେ…

ଜମ୍ମୁ-କଶ୍ମୀରର କିଛି ଅଞ୍ଚଳରେ ପାକିସ୍ତାନର ମୋବାଇଲ ସିଗନାଲ୍‌: ସତର୍କ କଲା ସୁରକ୍ଷା ଏଜେନ୍ସି!

ଜମ୍ମୁ,୫ ।୨: ଜମ୍ମୁ ସହର ନିକଟରେ ଥିବା କିଛି ଅଞ୍ଚଳରେ ପାକିସ୍ତାନର ମୋବାଇଲ ଟାୱାର ସିଗନାଲ ମିଳିବା ଫଳରେ ହଇଚଇ ସୃଷ୍ଟି ହୋଇଛି । ଏହାପରେ ସୁରକ୍ଷା…

ଝିଅ ଜନ୍ମର କିଛି ସମୟ ପୂର୍ବରୁ କ’ଣ କରୁଥିଲେ ବିରାଟ କୋହଲି, କଲେ ଖୁଲାସା

ଭାରତୀୟ ଅଧିନାୟକ ବିରାଟ କୋହଲି ନିକଟରେ କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆରେ ବିଜୟ ତାଙ୍କ ଦଳ ପାଇଁ ସବୁଠାରୁ ସ୍ବତନ୍ତ୍ର ସିରିଜ…

ଖୋର୍ଦ୍ଧା ଲଜ୍‌ରୁ ବ୍ରହ୍ମପୁର ଛାତ୍ରଙ୍କ ମୃତଦେହ ଜବତ

ଖୋର୍ଦ୍ଧା ଅଫିସ,୫।୨: ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ଗୁରୁବାର ଖୋର୍ଦ୍ଧାର ଏକ ଲଜରୁ ଟାଉନ…

୧୪୪ରେ ପହଞ୍ଚିଲା ପୋଷ୍ୟ ବିଦ୍ୟାଳୟ

ଭୁବନେଶ୍ୱର, ୪ା୨(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ ଅଧୀନରେ ଆରମ୍ଭ ହୋଇଥିବା ‘ସ୍କୁଲ ଆଡ୍‌ପଶନ କାର୍ଯ୍ୟକ୍ରମ’କୁ ସମଗ୍ର ରାଜ୍ୟରୁ ବିପୁଳ ସମର୍ଥନ ମିଳିଛି। ରାଜ୍ୟର ବହୁ ବିଶିଷ୍ଟ ଏବଂ…

ବିଦେଶକୁ ଲମ୍ବିଛି ନୀଳରକ୍ତ କଙ୍କଡ଼ା ର଼୍ୟାକେଟ୍‌

ମହାକାଳପଡ଼ା,୫।୨(ଡି.ଏନ୍‌.ଏ.): ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବହୁଳ ମାତ୍ରାରେ ଦେଖାଯାଇଥାନ୍ତି। ବଙ୍ଗୋପସାଗରର ଓଡ଼ିଶା ଉପକୂଳ ସନ୍ତସନ୍ତିଆ ହେନ୍ତାଳ ଜଙ୍ଗଲ…

ବୈତରଣୀ ସେତୁ ପ୍ରତି ବିପଦ

ଯାଜପୁର ଅଫିସ/କୋରେଇ(ସ୍ବ.ପ୍ର.),୫।୨: ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲାର ସୀମାରେଖା ଭାବେ ବୈତରଣୀ ନଦୀ ପରିଚିତ। ଏହି ୩ ଜିଲା ମଧ୍ୟରେ ଗମନାଗମନ ଓ ଯୋଗାଯୋଗର ଏକମାତ୍ର…

କୋହଲି ନୁହେଁ,ଏହି କ୍ରିକେଟରଙ୍କୁ ଭୟ କରୁଛି ଇଂଲଣ୍ଡ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି। ଲମ୍ବା ଇନିଂସ ଖେଳିବାର ଚେତେଶ୍ୱର ପୂଜାରାଙ୍କ ଦକ୍ଷତାକୁ ବିଚାର କରି ଇଂଲଣ୍ଡ ଅଧିନାୟକ ଜୋ ରୁଟ…

ମହିଳାଙ୍କ ବେକ କାଟି ହତ୍ୟା ଘଟଣା: ମୁଣ୍ଡ ଖୋଜୁଛି ପୋଲିସ

ଭୁବନେଶ୍ୱର,୫।୨ (ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ସକାଳେ ମିଳିଥିବା ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ କମିଶନରେଟ ପୋଲିସର ନିଦ…

ବାଲିଶୁୁଆଙ୍କ ସଂଖ୍ୟା କମୁଛି

ନୟାଗଡ ଅଫିସ,୫।୨: ବିଭିନ୍ନ ପ୍ରଜାତିର ଶୁଆଙ୍କ ମଧ୍ୟରେ ବାଲି ଶୁଆ ଭିନ୍ନ । ସାଧାରଣତଃ ଶୁଆମାନେ ଡାଳକୁ ଡାଳ ଉଡି ବୁଲନ୍ତି । ଗଛରେ ବସା ବାନ୍ଧି…