ସ୍ତ୍ରୀ ମୋଟି, କାଳି ହୋଇଥିବାରୁ ଏମିତି କଲେ ସ୍ବାମୀ

ଅହମ୍ମଦାବାଦ, ୧୬।୩: ଜଣେ ସ୍ତ୍ରୀ ଦେଖିବାକୁ ମୋଟି, କାଳି ଏବଂ ଅସୁନ୍ଦର ଥିବାରୁ ସ୍ବାମୀ ତାଙ୍କୁ ଛାଡି ଦେଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗୁଜୁରାଟ ଅହମ୍ମଦାବାଦର…

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନରସିଂହ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଧାନକିଣା ଓ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ଗତ ୩ ଦିନ ଧରି ବିଧାନସଭା ଅଚଳ ହୋଇଛି। ଏହି ଅଚଳାବସ୍ଥା ଦୂର କରିବାକୁ…

ହୋଲି ମିଳନ ବନ୍ଦ

ପାଟନା,୧୬।୩: ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାରରେ ହୋଲି ମିଳନ ଉପରେ କଟକଣା ଜାରି କରାଯାଇଛି। ସାର୍ବଜନୀନ ସ୍ଥଳରେ ହୋଲି ମିଳନ ହୋଇପାରିବ…

ପୁରୁଷ କ୍ରିକେଟର୍‌ଙ୍କୁ ତାଲିମ ଦେବେ ଏହି ମହିଳା କ୍ରିକେଟ୍‌ର

ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟ ଦଳର ଉଇକେଟ କିପର ସାରା ଟେଲରଙ୍କୁ କାଉଣ୍ଟି କ୍ରିକେଟରେ କୋଚିଂ ଦେଉଥିବା ଦେଖିବାକୁ ମିଳିବ। ସସେକ୍ସ ପକ୍ଷରୁ ତାଙ୍କୁ କୋଚିଂ ଷ୍ଟାଫ…

ଘରୋଇ ହସ୍ପିଟାଲ ନେଇଛନ୍ତି ୩୪୫ କୋଟି

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୩୩ଟି କୋଭିଡ୍‌-୧୯ ଘରୋଇ ହସ୍ପିଟାଲକୁ ୩୪୪.୫୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିଧାୟକ ଗଣେଶ ରାମ ସିଂ…

୨୦ ବର୍ଷରେ ୨୪ ତଦନ୍ତ କମିଶନ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଗତ ୨୦ ବର୍ଷରେ ରାଜ୍ୟ ସରକାର ବିଭିନ୍ନ ଘଟଣାର ତଦନ୍ତ କରିବାକୁ ୨୪ଟି ତଦନ୍ତ କମିଶନ ବସାଇଛନ୍ତି। ସେଥିରୁ ୮ଟି ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ…

କମୁଛି କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ମହାମାରୀ ରାଜ୍ୟର ଅର୍ଥ ବ୍ୟବସ୍ଥାକୁ ବରବାଦ କରିଦେଇଛି। ରାଜସ୍ବ ହ୍ରାସ ପାଇବା ସାଙ୍ଗକୁ ଖର୍ଚ୍ଚ ବଢ଼ିଚାଲିଛି। ଏପରିସ୍ଥଳେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇ ଚାଲିଥିବାରୁ…

ଲଳିତକଳା ଏକାଡେମୀରେ ସ୍ଥାନ ପାଇଲା ୧୭ ଶିଳ୍ପୀଙ୍କ ତୈଳଚିତ୍ର

ଭୁବନେଶ୍ୱର, ୧୬।୩ (ବ୍ୟୁରୋ): ଓଡ଼ିଶା ଲଳିତକଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ଏହ ଅବସରରେ ଓଡ଼ିଶାର ଦିବଂଗତ ୧୭ଜଣ ଚିତ୍ରଶିଳ୍ପୀତ୍ରୁ ଶ୍ରଦ୍ଧାଞ୍ଜଳି ଜଣାଇ…

ସ୍ବପନ ଦାସଗୁପ୍ତାଙ୍କୁ ନେଇ ହରଡ଼ଘଣାରେ ଭାଜପା

କୋଲକାତା,୧୬।୩: ପଶ୍ଚିମବଙ୍ଗରେ ରାଜ୍ୟ ସଭା ଏମ୍‌ପି ସ୍ବପନ ଦାସଗୁପ୍ତାଙ୍କ ପ୍ରାର୍ଥୀତ୍ୱ ନେଇ ଭାଜପା ହରଡ଼ଘଣାରେ ପଡିଛି। ତୃଣମୂଳ କଂଗ୍ରେସ ପକ୍ଷରୁ ଏହାର କଡ଼ା ବିରୋଧ କରାଯାଉଛି। ତୃଣମୂଳ…

ଜଳବାୟୁର ସ୍ଥିତିକୁ ନେଇ କୃଷି ଉତ୍ପାଦନରେ ବିବିଧତା ଆଣିବା ଆବଶ୍ୟକ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ଆୟୋଜିତ ଟିସୁ କଲଚରର ଆଧୁନିକ ଜ୍ଞାନକୌଶଳ ଉପରେ ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ…