ଭାରତ କିଣିବ ୨୧ ମିଗ୍‌, ୧୨ ସୁଖୋଇ

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ୨୧ଟି ମିଗ୍‌-୨୯ ଏବଂ ୧୨ ସୁଖୋଇ-୩୦ ଯୁଦ୍ଧ ବିମାନ ରୁଷ୍‌ଠାରୁ କିଣିବ। ଏନେଇ ସୁରକ୍ଷା କ୍ୟାବିନେଟ୍‌…

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ଘର ବି ପୋଡ଼ିଦେଲେ ଦୁର୍ବୃତ୍ତ

ବଣାଇ,୧୮।୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ପଟାମୁଣ୍ଡ ଗାଁରେ ରବିବାର ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତା ହତ୍ୟାକାଣ୍ଡର କାରଣ ବୋଲି…

ଆହୁରି ମହାମାରୀ ଆଣିବ ଚାଇନା: ଆମେରିକା!

ୱାଶିଂଟନ,୧୮ ।୧: ଆମେରିକା ପ୍ରଥମଥର ପାଇଁ ଦାବି କରିଛି ଯେ ମହାମାରୀ ବ୍ୟାପୁଥିବା କରୋନା ଭାଇରସ ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି(ଡବ୍ଲୁଆଇବି)ରୁ ଆସିଛି । ଏହାକୁ…

ଆଜି ଖୋଲିଲା ମା’ ତାରିଣୀଙ୍କ ମନ୍ଦିର

କେନ୍ଦୁଝର,୧୮।୧(ସ୍ବ.ପ୍ର.): ଘଟଗାଁ ମା’ ତାରିଣୀ ପୀଠ ସୋମବାରଠାରୁ ଖୋଲିଛି। ସକାଳେ ମା’ଙ୍କ ଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ କରୋନା କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ…

୧୬ ନଂ ଜାତୀୟ ରାଜପଥରେ ଲାଗିବ ସିସିଟିଭି: ଖୋର୍ଦ୍ଧା ରାମେଶ୍ୱରଠାରୁ ପାଣିକୋଇଲି ପର୍ଯ୍ୟନ୍ତ ଅମାନିଆଙ୍କୁ ଜଗିବ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ଖୋର୍ଦ୍ଧା ରାମେଶ୍ୱରଠାରୁ ପାଣିକୋଇଲି ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥରେ ଅତ୍ୟାଧୁନିକ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହେବ। ଏହି ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲାଗିବ।…

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୮ ।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଟୁଇଟ୍ କରି ସେ କହିଛନ୍ତି ମୋଦି ସରକାର ସୁଟ-ବୁଟ…

କ୍ରିକେଟ୍‌ ପଡିଆରେ ବିଶ୍ୱରେକର୍ଡ କରିଥିଲେ ମେକାନିକଙ୍କ ପୁଅ

ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ବିନୋଦ କାମ୍ବଲି ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। କାମ୍ବଲି ୧୮ ଜାନୁଆରୀ ୧୯୭୨ ରେ ମୁମ୍ବାଇର କଞ୍ଜୁରମର୍ଗର ଇନ୍ଦିରା ନଗରରେ…

ମରୁଭୂମିରେ ତୁଷାରପାତ: ବାଲିରେ ବରଫ ଚାଦର

ତାବୁକ,୧୮।୧: ସାହାରା ମରୁଭୂମି ଏବଂ ସୌଦି ଆରବର ତାବୁକ୍‌ ମରୁଭୂମିରେ ତୁଷାରପାତ ହୋଇଛି। ଫଳରେ ବାଲି ଉପରେ ଘନ ବରଫ ଚାଦର ଆଚ୍ଛାଦିତ ହୋଇପଡ଼ିଛି। ଆଫ୍ରିକାର ଆଲଜେରିଆସ୍ଥିତ…

ପ୍ରତୀକ୍ଷାର ଅନ୍ତ: ଟିକାକରଣ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର ଅଫିସ,୧୮।୧: ସମସ୍ତ ପ୍ରତୀକ୍ଷାର ଅନ୍ତ ପରେ ସୋମବାରଠାରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେଇଛି। ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ…

ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ, ସେ ନିଷ୍ପତ୍ତି ନେବେ ପୋଲିସ

ନୂଆଦିଲ୍ଲୀ,୧୮।୧: ଅନ୍ନଦାତାଙ୍କ ପକ୍ଷରୁ ଜାନୁୟାରୀ ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ ତାହାର ନିଷ୍ପତ୍ତି ପୋଲିସ ବିଭାଗ ନେବେ। ସୋମବାର ସୁପ୍ରିମ୍‌କୋର୍ଟ ପ୍ରଧାନ…