ନୂଆଦିଲ୍ଲୀ,୯ ।୨: ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ବ୍ୟାପକ ହିଂସା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୀପ ସିଦ୍ଧୁଙ୍କୁ ଗିରଫ କରିଛି…
ମୁମ୍ବାଇ, ୯ା୨: ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଥିବା ସାଉଥ ଫିଲ୍ମ ‘ଓ୍ବାଲର୍ଡ ଫେମସ୍ ଲଭର’ ୟୁଟ୍ୟୁବ୍ରେ ହିଟ୍ ହୋଇଛି। ସପ୍ତାହକ ପୂର୍ବରୁ ହିନ୍ଦୀ ଭାଷାରେ ଏହି ଚଳଚ୍ଚିତ୍ର…
ମୁମ୍ବାଇ, ୯ା୨: ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ଅନ୍ତର୍ଜାତୀୟ ସେଲିବ୍ରିଟି ବାହାରିବା ପରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ମତ ରଖିଥିଲେ…
ନୂଆଦିଲ୍ଲୀ, ୯।୨: କେନ୍ଦ୍ରର ୩ ନୂଆ କୃଷି ଆଇନ ବିରୋଧରେ ନଭେମ୍ବର ମାସରୁ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ଓହରିଯିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ…
ବେଜିଂ, ୯।୨: କରୋନା ଭୂତାଣୁର ଉତ୍ସ ଖୋଜୁଥିବା ବୈଜ୍ଞାନିକମାନେ ଚାଇନାରେ ତଦନ୍ତ କରି କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। ମହାମାରୀ ବ୍ୟାପିବାରେ ଉହାନ ସାମୁଦ୍ରିକ ଖାଦ୍ୟ ବଜାରର…
ଡେରାଡୁନ୍, ୯।୨(ପି.ଟି.): ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଗ୍ଲେସିୟରଜନିତ ବନ୍ୟାରେ ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚତ୍ଥିବାବେଳେ ୧୯୭ ଜଣ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜି ବାହାର କରିବା…
ଫରିଦାବାଦ୍, ୮ା୨- ଏକ ସୁପରିକଳ୍ପିତ ହତ୍ୟାକାଣ୍ଡର ପର୍ଦ୍ଦା ଫାସ କରିଛି ଡାବୁଆ ପୋଲିସ। ଜାନୁୟାରୀ ୨୮ ତାରିଖରେ ଦିଲ୍ଲୀ ଏନ୍ସିଆର ସିଟିର ଡାବୁଆ ଅଞ୍ଚଳର ଡ୍ରେନରୁ ମିଳିଲା…
ଅନୁଗୋଳ ଅଫିସ, ୯।୨: ଛତୁ ଫୁଟିଲା ଭଳି ଅନୁଗୋଳ ଜିଲାରେ ଖୋଲିଛି ଖାଦ୍ୟ ସାମଗ୍ରୀ ଦୋକାନ। କେଉଁଠି ରାସ୍ତା କଡ଼ରେ ବିରିୟାନୀ ବିକ୍ରି ହେଉଛି ତ ଆଉ କେଉଁଠି…
ଭୁବନେଶ୍ୱର,୯।୨(କ୍ରୀଡ଼ା ପ୍ରତିନିଧି)- ବେଙ୍ଗାଲୁରୁଠାରେ ସୋମବାରଠାରୁ ୩ୟ ନଗେଶ ଟ୍ରଫି ଜାତୀୟ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଓଡ଼ିଶା ଏହାର ପ୍ରଥମ ମ୍ୟାଚରେ ମଧ୍ୟପ୍ରଦେଶକୁ ୧୩୯ ରନରେ ହରାଇ…