କାମକୁ ଫେରିଲେ ଗାଙ୍ଗୁଲି: କହିଲେ, ଭୟଭୀତ ହୋଇଯାଇଥିଲି

ନୂଆଦିଲ୍ଲୀ,୧୭।୨: ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୁସ୍ଥ ହୋଇ ପୁଣି କାର୍ଯ୍ୟକୁ ଫେରିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ…

ଚଳନ୍ତା ସ୍କର୍ପିଓରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ଡ୍ରାଇଭର

ରାଞ୍ଚି,୧୭।୨: ଝାଡ଼ଖଣ୍ଡର ଜାମସେଦପୁର ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସୋନାରୀ ଥାନା ଅନ୍ତର୍ଗତ ମେରାଇନ ଡ୍ରାଇଭ୍‌ସ୍ଥିତ ବାର୍‌ ନିକଟରେ ମଙ୍ଗଳବାର ରାତିରେ ଏହି ଘଟଣାଟି…

ମଦଭାଟିରେ ଚାଲିଥିଲା ବ୍ରାଉନ୍‌ସୁଗାର ବେପାର: ମହିଳାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ମଞ୍ଚେଶ୍ୱର ପଳାଶୁଣିରେ ଥିବା ମଦଭାଟିରେ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏଠାରୁ ୧୮୫ ଗ୍ରାମ ବ୍ରାଉନ୍‌ସୁଗାର ସହ ୧୧ହଜାର ଟଙ୍କା ଜବତ ହୋଇଛି।…

ମାଟି ରାସ୍ତା ମରାମତି କଲେ ସ୍କୁଲ ପିଲା

କୋରୁକୋଣ୍ଡା, ୧୭।୨(ଡି.ଏନ.ଏ.): ମାଲକାନଗିରି ଜିଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପଟ୍ରେଲ ପଞ୍ଚାୟତର ଏକ ପାଡାଲପୁଟ ଗ୍ରାମରେ ସ୍କୁଲ ଛାତ୍ରୀଛାତ୍ରମାନେ ଗାଁକୁ ଯାଇଥିବା ମାଟିରାସ୍ତା ମରାମତି କରି ପ୍ରଶାସନକୁ…

ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ ଦମ୍ପତି, ଓ୍ବେଟରଙ୍କୁ ଦେଲେ ଦେଢ଼ ଲକ୍ଷ ଟଙ୍କାର ଟିପ; କାରଣ ଜାଣିଲେ…

ଚିକାଗୋସ୍ଥିତ ଲକି କ୍ଲବ୍‌ ରେଷ୍ଟୁରାଣ୍ଟରେ ଏକ ଦମ୍ପତି ଓ୍ବେଟରଙ୍କୁ ୨ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଦେଢ଼ ଲକ୍ଷ ଟଙ୍କାର ଟିପ୍‌ ଦେଇଛନ୍ତି। ଏହି କଥା…

ଆଶାରାମଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା

ଯୋଧପୁର,୧୭।୨: ରାଜସ୍ଥାନର ଯୋଧପୁର ଜେଲରେ ଆଶାରାମଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଛି। ଏହି କାରଣରୁ ଆଶାରାମଙ୍କୁ ମହାତ୍ମା ଗାନ୍ଧୀ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି। ନିଃଶ୍ୱାସପ୍ରଶ୍ୱାସ…

ମୌଳିକ ସୁବିଧାରୁ ବଞ୍ଚିତ ବସ୍ତିବାସୀ

ରାଉରକେଲା ଅଫିସ,୧୭।୨: ରାଉରକେଲା ସ୍ମାର୍ଟ ସିଟି ଯେପରି ଦିନକୁ ଦିନ ଉନ୍ନତି ପଥରେ ଗତି କରୁଛି ସେହି ପରିମାଣରେ ସହରରେ ଥିବା ବସ୍ତି ଅଞ୍ଚଳର ସମସ୍ୟା ସମାଧାନ ହେଉନି।…

ପଞ୍ଜାବରେ ମ୍ୟୁନିସିପାଲିଟି ନିର୍ବାଚନ: କଂଗ୍ରେସ ଆଗରେ, ଭାଜପା ସବୁଠୁ ପଛରେ

ଚଣ୍ଡିଗଡ,୧୭।୨: ପଞ୍ଜାବ ମ୍ୟୁନିସିପାଲିଟି ନିର୍ବାଚନ ମତଗଣନା ଆରମ୍ଭ ହୋଇଛି। ପଞ୍ଜାବରେ ଏପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକ ନମ୍ବରରେ, ଅକାଳି ଦଳ ଦ୍ୱିତୀୟ ସ୍ଥାନରେ,…

ବିବାହ ବନ୍ଧନରେ ଆଉ ଜଣେ ଭାରତୀୟ କ୍ରିକେଟର, ପ୍ରେମିକାଙ୍କ ଧରିଲେ ହାତ

ନୂଆଦିଲ୍ଲୀ,୧୭।୨: ଭାରତୀୟ ଅଫ୍‌ ସ୍ପିନ୍‌ ଅଲରାଉଣ୍ଡର ଜୟନ୍ତ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରେମିକା ଦିଶା ଚାଓ୍ବଲାଙ୍କୁ ସେ ଜୀବନସାଥୀ କରିଛନ୍ତି। ପାରମ୍ପରିକ ପାର୍ସି ରୀତିନୀତିରେ…

ପ୍ରଥମେ ସେଲ୍‌ଫି ନେଇ ୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହଜାର ଫୁଟ ଉଚ୍ଚରୁ ଠେଲିଦେଲେ ସ୍ବାମୀ, ଆଉ ତା’ ପରେ…

ଅଙ୍କାର,୧୭।୨: ତୁର୍କୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୃତ୍ୟୁ ପରେ ବିବାଦ ଘେରକୁ ଆସିଛନ୍ତି। ଏହି ବ୍ୟକ୍ତି ଜଣକ ପ୍ରଥମେ ହଲିଡେ ସ୍ପଟ୍‌କୁ ଯାଇ ସ୍ତ୍ରୀଙ୍କ ସହ ସେଲ୍‌ଫି…