ଧାନ କିଣା ଦୁର୍ନୀତିର ତଦନ୍ତ ଦାବି

ଖୋର୍ଦ୍ଧା ଅଫିସ,୨୦।୩: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅସରଳା ସେବା ସମବାୟ ସମିତି(ପ୍ୟାକ୍ସ)ରେ ନକଲି ଚାଷୀଙ୍କ ଠାରୁ ଧାନ କିଣାଯାଇଥିବା ଅଭିଯୋଗ ଆସିଛି। ଶୁକ୍ରବାର ଏନେଇ ଏହି…

୨୯ବର୍ଷ ପରେ ପ୍ରକାଶ ପାଇଲା ରାୟ: ୭ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଖୋର୍ଦ୍ଧା ଅଫିସ,୨୦।୩: ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ରାୟ ଦୀର୍ଘ ୨୯ବର୍ଷ ପରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଖୋର୍ଦ୍ଧା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ନରେଶ…

ପାକିସ୍ତାନରେ ୪୦୦ ବର୍ଷ ପୁରୁଣା ସୁଡ଼ଙ୍ଗର ସନ୍ଧାନ

ଇସଲାମାବାଦ,୨୦।୩: ପାକିସ୍ତାନରେ ୪୦୦ ବର୍ଷ ପୁରୁଣା ସୁଡ଼ଙ୍ଗ ପଥର ସନ୍ଧାନ ମିଳିଛି। ଲାହୋର ଦୁର୍ଗର ମରାମତି ସମୟରେ ସୁଡ଼ଙ୍ଗକୁ ଦେଖି କାମକରୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୁରୁଣା…

ଭାରତରେ ନୂଆ ପ୍ରଜାତିର ଏଣ୍ଡୁଅ ଆବିଷ୍କୃତ: ଗବେଷଣା ଟିମ୍‌ରେ ୨ ଓଡ଼ିଆ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଭାରତରେ ଏକ ନୂଆ ପ୍ରଜାତିର ଏଣ୍ଡୁଅ ଆବିଷ୍କୃତ ହୋଇଛି। ଏହି ନୂଆ ପ୍ରଜାତି ଏଣ୍ଡୁଅର ନାମକରଣ ଓଡ଼ିଶାର ବିଖ୍ୟାତ ହରପେଟୋଲୋଜିଷ୍ଟ ପ୍ରଫେସର ସୁଶୀଲ ଦତ୍ତଙ୍କ ନାମ…

ଆଜି ବିଶ୍ୱ ପଖାଳ ଦିବସ: ଆସ ଜୀବନ ଧନ ମୋ ପଖାଳ କଂସା…

ଭୁବନେଶ୍ୱର,୨୦।୩ (ବ୍ୟୁରୋ): ଓଡ଼ିଆ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଓଡ଼ିଆ ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ ଅବା ସହର…

୩ ଥର ଝୁଣ୍ଟିଲେ ବାଇଡେନ୍‌: ଭିଡ଼ିଓ ଭାଇରାଲ

ଓ୍ବାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏୟାର ଫୋର୍ସ ଓ୍ବାନ୍‌ ବିମାନରେ ଚଢ଼ିବା ସମୟରେ ୩ ଥର ଝୁଣ୍ଟିଛନ୍ତି। ଶେଷରେ ସେ ନିଜକୁ ସମ୍ଭାଳି ବିମାନରେ ପ୍ରବେଶ…

ଉପନିର୍ବାଚନ ନିୟମ କହିଲେ ଲୋହାନୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ପିପିଲି ଉପନିର୍ବାଚନ ଏପ୍ରିଲ ୧୭ରେ ହେବ। ଏନେଇ ଆସନ୍ତା ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପୂର୍ବରୁ ଶୁକ୍ରବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ…

ସ୍ତ୍ରୀଙ୍କଠାରୁ ମାଡ ଖାଇଲେ ଏହି ଅଭିନେତା !

ବମ୍ବେ: ରାଜନୈତିକ ପରିବାରର ଥିବା ସତ୍ତ୍ୱେ ଅଭିନୟକୁ ପେସା ଭାବେ ବାଛିଥିଲେ ରିତେଶ ଦେଶମୁଖ। ଏପରିକି ସୁନ୍ଦରୀ ଅଭିନେତ୍ରୀ ଜେନେଲିୟା ଦେଶମୁଖଙ୍କ ପ୍ରେମରେ ପଡ଼ିଥିଲେ। ପରେ ହୋଇଥିଲା…

ସହରରେ ଗଡୁନି ଟାଉନ୍‌ ବସ୍‌

କଟକ ଅଫିସ,୨୦।୩: ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଛାତ୍ରୀଛାତ୍ରମାନେ ପଢ଼ିବାକୁ ଆସୁଛନ୍ତି। ବିଶେଷକରି ସହର ଉପକଣ୍ଠ ଚୌଦ୍ୱାର, ସିଡିଏ, ବାରଙ୍ଗ, ବିଡ଼ାନାସୀ, ଜଗତ୍‌ପୁର ଆଦି ସ୍ଥାନରୁ…

ତିରୁପତିରୁ ବସ୍ତାବସ୍ତା କେଶ ଚାଇନାକୁ ଚୋରା ଚାଲାଣ

ତିରୁପତି,୨୦।୩: ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଥିବା ପ୍ରସିଦ୍ଧ ତିରୁପତି ମନ୍ଦିରରୁ ବିପୁଳ ପରିମାଣର  କେଶ ଚାଇନାକୁ ଚୋରା ଚାଲାଣ ହେଉଛି। ଏହା ଭାୟା ମ୍ୟାନ୍‌ମାର ହେଉଥିବା ଆସାମ…