ଆଇଆଇଟି କ୍ୟାମ୍ପସରେ ପୁଣି କରୋନା ପଜିଟିଭ, ଆଜି ୮ ଚିହ୍ନଟ

ଖୋର୍ଦ୍ଧା ଅଫିସ,୨୮।୩: ଆଇଆଇଟି ଅରୁଗୁଳ, ଭୁବନେଶ୍ବର କ୍ୟାମ୍ପସରେ କରୋନା ଚିନ୍ତାର ବିଷୟ ସାଜିଛି। ପୂର୍ବରୁ ୨ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା…

ରାଶିଫଳ: ସୋମବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ପୂର୍ବାହ୍ନରେ ସାଧାରଣ କଥାକୁ କେନ୍ଦ୍ରକରି ସାଙ୍ଗସାଥୀ କିମ୍ବା ବନ୍ଧୁଙ୍କ ସହ ଝଗଡ଼ା ଲାଗିପାରେ। ଘର…

ରାଜଧାନୀରେ ୨ ଛୁଆଙ୍କୁ ହତ୍ୟା ପରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୨୮।୩: ଚନ୍ଦକା ଥାନା ଅଧୀନ ମେଣ୍ଢାଶାଳ ବିଞ୍ଝଗିରିରେ ରବିବାର ଏକ ଅଭାବନୀୟ ଘଟଣା ଘଟିିଛି। ୩ ଛୁଆଙ୍କୁ ବିଷ ପିଆଇ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ ରାଜଧାନୀବାସୀଙ୍କୁ ସ୍ତବ୍ଧ…

ଉମରକୋଟ ହୀରାପୁର ଅଞ୍ଚଳରେ ହେଟାବାଘ ଆତଙ୍କ

ଉମରକୋଟ, ୨୮।୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତ ନୂଆଗୁଡ଼ା ଗ୍ରାମରେ ହେଟାବାଘ ଆତଙ୍କ ଦେଖାଯାଇଛି। ଗାଁର ଶୁକୁ କଲାରଙ୍କ ଗୋଟିଏ ବଳଦକୁ ହେଟାବାଘ ମାରି…

କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି, ୨୮।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ମାଓବାଦୀମାନେ ଜଣେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି। ସେ ହେଲେ ଛତିଶଗଡ ରାଜ୍ୟ ବିଜାପୁର…

ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କୁ ମିଳିବ ଘର

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାର ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଘର ଯୋଗାଇ ଦିଆଯିବ। ଏନେଇ…

ନବୀନ ନିବାସରୁ ରୁଦ୍ରପ୍ରତାପ ମହାରଥୀ ଟିକେଟ ଆଣିବା ପରେ ମୁହଁ ଖୋଲିଲେ ମା’

ପୁରୀ ଅଫିସ,୨୮।୩: ପିପିଲି ଉପନିର୍ବାଚନ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ରବିବାର ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି। ଏହି…

ଚାକିରି ଦେବାକୁ କହି ଘରକୁ ଡାକି କରୁଥିଲେ ଦୁଷ୍କର୍ମ…

ରାଞ୍ଚି,୨୮।୩: ଝାଡ଼ଖଣ୍ଡର ସେମଡ଼େଗା ସଦର ହସ୍ପିଟାଲର ଜିଲା ପ୍ରୋଗ୍ରାମ୍‌ ମ୍ୟାନେଜର ରାଜୀବ କୁମାରଙ୍କୁ ଏକାଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଚାକିରି ଦେବାକୁ…

କୋଭିଡ୍‌ ନିୟମ କଡ଼ାକଡ଼ି: ମଲ୍‌ ବୁଲି ଲୋକଙ୍କୁ ବୁଝାଇଲେ ତହସିଲ୍‌ଦାର

ରାୟଗଡ଼ା ଅଫିସ,୨୮।୩: ସାରା ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। ଏନେଇ କଟକଣା କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାୟଗଡା…

କମ୍ପ୍ୟୁଟର ସେଣ୍ଟରରେ ଲାଗିଲା ନିଆଁ : ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ରାୟଗଡା ଅଫିସ,୨୮।୩: ରାୟଗଡ଼ା ଜିଲା ଏଚ୍‌ପି ଗ୍ୟାସ ଅଫିସ ପୁରୁଣା ହାତୀ ପଥର ରୋଡ଼ ଲାଇନରେ ଥିବା ଏକ କମ୍ପ୍ୟୁଟର ସେଣ୍ଟରରେ ଶନିବାର ବିଳମ୍ବିିତ ରାତିରେ ଅଗ୍ନିକାଣ୍ଡ…