ଏହି କ୍ରିକେଟର୍‌ଙ୍କୁ ‘ଆତଙ୍କବାଦୀ’ କହି ଚିଡାଉଥିଲେ ଲୋକେ, ବ୍ୟାଟ୍‌ରେ ଦେଇଥିଲେ ଜବାବ୍‌

ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ହାସିମ ଆମଲା ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ପଡ଼ିଆରେ ସର୍ବଦା ଶାନ୍ତ ରହୁଥିବା ଆମଲା ପ୍ରାୟ ୧୫ ବର୍ଷ ଧରି…

ପିପିଲି ଉପନିର୍ବାଚନ ଦାୟିତ୍ୱରେ ବିଜେଡିର ଏହି ୪ ବରିଷ୍ଠ ନେତା

ପୁରୀ ଅଫିସ,୩୧।୩: ପିପିଲି ଉପନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇଛି। ବିଜେଡି ପକ୍ଷରୁ ୪ ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଦେବୀ ପ୍ରସାଦ ମିଶ୍ର,…

କାଠ ବୋଝେଇ ଟ୍ରାକ୍ଟର ଜବତ: ଜଣେ ଗିରଫ

ଠାକୁରମୁଣ୍ଡା, ୩୧।୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ନୋଦା ଗ୍ରାମରୁ ବୁଧବାର ଏକ ଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ ହୋଇଛି।…

ଝିଅକୁ କଥା ଦେଇ ରଖିପାରି ନ ଥିଲେ ଶାହାରୁଖ, ପରେ ଶୁଣିଥିଲେ ଗାଳି

ବଲିଉଡର ବାଦ୍‌ଶାହା ଶାହାରୁଖ ଖାନ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଥିବା ଶାହାରୁଖଙ୍କ ଝିଅ ସୁହାନା ବାପାଙ୍କୁ ନେଇ ଅନେକ ଯତ୍ନବାନ।…

ଦୁଇଥର ବିବାହ ପରେ ବି ଏହି ୨୭ ବର୍ଷ ସାନ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର, ହେମାମାଳିନୀ ଜାଣିବା ପରେ…

ବମ୍ବେ: ବଲିଉଡ୍‌ର ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଛି ଧର୍ମେନ୍ଦ୍ରଙ୍କ ନାମ। ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ସେ ଅଭିନେତ୍ରୀ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଥିଲେ। କଥା…

ଏହି କ୍ରିକେଟରଙ୍କ ସହ ନୃତ୍ୟ କଲେ ୟୁଜବେନ୍ଦ୍ରଙ୍କ ସ୍ତ୍ରୀ ଧନଶ୍ରୀ

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ନିଜର ନୃତ୍ୟ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ନୃତ୍ୟ ଭିଡିଓ ସୋସିଆଲ ମିଡିଆରେ…

୨୩ ବର୍ଷରେ ମିଳିଲା ଅଧିନାୟକ ଦାୟିତ୍ୱ: ନିଜର ସଫଳତାକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ପନ୍ତ

ନୂଆଦିଲ୍ଲୀ,୩୧।୩: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧। ଏହି ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ ଧରିଛନ୍ତି ୨୩ ବର୍ଷୀୟ ଉଇକେଟକିପର…

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ,୩୧।୩: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡା କରୋନା ଆକ୍ରାନ୍ତ ହୋଇଛନ୍ତି। ବୁଧବାର ଟୁଇଟ୍‌ କରି ସେ ଏନେଇ ସୂଚନା ଦେଇଛନ୍ତି। ଦେବଗୌଡାଙ୍କ ଛଡା ତାଙ୍କ ସ୍ତ୍ରୀ…

ଫଟୋଗ୍ରାଫର୍‌ଙ୍କ ପାଇଁ ସର୍ତ୍ତ ରଖିଲେ କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିକଟରେ ଦ୍ୱିତୀୟଥର ପୁତ୍ର ସନ୍ତାନର ମା’ ହୋଇଛନ୍ତି। ମା’ ହେବାର ଅଳ୍ପ କିଛିଦିନ ପରେ ସେ କର୍ମ କ୍ଷେତ୍ରକୁ ଫେରିଛନ୍ତି।…

ବଢ଼ୁଛି ସଂକ୍ରମଣ: ରାଜ୍ୟରେ ଚିହ୍ନଟ ହେଲେ ୨୯୭ ନୂଆ ପଜିଟିଭ, କଳାହାଣ୍ଡିରୁ ସର୍ବାଧିକ

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି କ୍ରମରେ ବୁଧବାର ୨୯୭ ନୂଆ…