୯ମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ବାତିଲ

ମୁମ୍ବାଇ,୮।୪: ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି। ଫଳରେ…

ମୋଦି ଡାକିଥିବା ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ ନାହିଁ ମମତା

କୋଲକତା,୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗୁରୁବାର ଡକାଯାଇଥିବା ଏକ ଡିଜିଟାଲ ବୈଠକରେ ଯୋଗଦେବେ ନାହିଁ। ରାଜ୍ୟ ସରକାର ସୂତ୍ର ଗୁରୁବାର…

୩୬୦ କୋଟି ସମ୍ପତ୍ତିର ମାଲିକ ଏହି ସୁପରଷ୍ଟାର, ୧୦ ବର୍ଷ ପୂର୍ବେ ସ୍ନେହାଙ୍କୁ କରିଥିଲେ ବିବାହ

ସାଉଥ୍‌ ଫିଲ୍ମର ଲୋକପ୍ରିୟ ଅଭିନେତା ଆଲୁ ଅର୍ଜୁନ ଇତିମଧ୍ୟରେ ୩୮ ବର୍ଷର ହୋଇଛନ୍ତି। ୮ ଅପ୍ରେଲ, ୧୯୮୩ରେ ଚେନ୍ନାଇରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୩ରେ ଫିଲ୍ମ ‘ଗଙ୍ଗୋତ୍ରୀ’ରୁ…

କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା କରିବାକୁ ପଡ଼ୁଛି ଅପେକ୍ଷା

ଲକ୍ଷ୍ନୌ, ୮।୪: ଉତ୍ତରପ୍ରଦେଶରେ ବଢୁଥିବା କରୋନା ମାମଲା ଚିନ୍ତାର କାରଣ ପାଲଟିଛି। ସଂକ୍ରମଣର ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଯେଉଁ ଜିଲା ଗୁଡିକରେ…

ଶାହରୁଖଙ୍କଠାରୁ ଦାମୀ ଭ୍ୟାନିଟି, ୧୦୦ କୋଟିର ବଙ୍ଗଳାରେ ରୁହନ୍ତି ଏହି ଲୋକପ୍ରିୟ ଟଲିଉଡ୍‌ ସୁପରଷ୍ଟାର; କିଛି ଏଭଳି…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଜି ହେଉଛି ହାପି ବର୍ଥ ଡେ। ଲୋକପ୍ରିୟ ପ୍ରଯୋଜକ ଅଲୁ ଅରବିନ୍ଦଙ୍କ ପୁଅ ହେଉଛନ୍ତି ସେ। ୧୯୮୩ ଏପ୍ରିଲ…

ଅନ୍‌ଲାଇନ୍‌ରେ ବୋର୍ଡ ପରୀକ୍ଷା: ୧ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର କଲେ ହସ୍ତାକ୍ଷର

ନୂଆଦିଲ୍ଲୀ,୮।୪: ସିବିଏସ୍‌ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆଉ ୩ ସପ୍ତାହ ସମୟ ରହିଛି। ଏହା ମେ ୪ରେ ଆରମ୍ଭ ହେବ। ଏପରିସ୍ଥଳେ…

ଶର୍ଟଲେସ୍‌ ହୋଇ ଯୋଗ କଲେ ବରୁଣ, ଏହି ଅଭିନେତ୍ରୀ ଉଡ଼ାଇଲେ ମଜା

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଫିଟ୍‌ନେସ ପ୍ରିୟ। ତାଙ୍କର ଓ୍ବାର୍କଆଉଟ୍‌ ଭିଡିଓ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଯେତେ ବ୍ୟସ୍ତତା ଭିତରେ ବରୁଣ ରହିଲେ ମଧ୍ୟ ଓ୍ବାର୍କଆଉଟ୍‌ କରିବାକୁ…

ସୂଚନାକର୍ମୀଙ୍କ ଉପରେ ବୋମାମାଡ଼ ଘଟଣା, ୩ ଗିରଫ

ଯାଜପୁର ଅଫିସ,୭।୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ସୂଚନାକର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ସେମାନଙ୍କ…

ଆମେରିକାରେ ଭିନ୍ନ ବିବାହ: ଦମ୍ପତି ପରସ୍ପରକୁ ଡିଜିଟାଲରେ ପିନ୍ଧାଇଲେ ରିଙ୍ଗ୍‌

ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି। ଏଠାରେ ଏକ ଦମ୍ପତି ରେବେକୋ ରୋଜ ଏବଂ ପିଟର କାଚେରଗିନସ୍କି ଆମେରିକାର କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜ…

ଆତ୍ମଦାହ କଲେ ଏହି ବଲିଉଡ୍‌ ଫିଲ୍ମନିର୍ମାତାଙ୍କ ସ୍ତ୍ରୀ-ଝିଅ: ଆପାର୍ଟମେଣ୍ଟରୁ ନିଆଁ ବାହାରୁଥିବା ଦେଖି…

ବମ୍ବେ: ଆତ୍ମଦାହ ଭଳି ଚରମ ପଦକ୍ଷେପ ନେଇଛନ୍ତି ଫିଲ୍ମନିର୍ମାତା ସନ୍ତୋଷ ଗୁପ୍ତାଙ୍କ ସ୍ତ୍ରୀ ଓ ତାଙ୍କର ଝିଅ। ଅନ୍ଧେରୀର ଡିଏନ୍‌ ନଗରସ୍ଥିତ ବାସଭବନରେ ଉଭୟ ଆତ୍ମହତ୍ୟା କରିଛନ୍ତି।…