ଯାତ୍ରୀବାହୀ ବସ୍‌ରେ ନିଆଁ

ଉଦଳା,୧୦।୪: ମୟୂରଭଞ୍ଜ ଜିଲା ଉଦଳା ବସ୍‌ଷ୍ଟାଣ୍ଡଠାରୁ ୧ କି.ମି. ଦୂର ଉଦଳା-କପ୍ତିପଦା କେନାଲ ଛକ ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ଯାଇଥିଲା। ଦମକଳ…

ପୋଲିସ ହେପାଜତରୁ ଖସିଗଲେ ଗ୍ୟାଙ୍ଗଷ୍ଟର ହାଇଦର

କଟକ ଅଫିସ,୧୦।୪: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ଼ ଡାକ୍ତରଖାନାର ସର୍ଜରୀ ଓ୍ବାର୍ଡରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି ହୋଇଥିବା…

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୦, ୨୦୨୧)

ଭୁବନେଶ୍ୱରରେ ଯୋଗାଣ ପାଣିରୁ ନିଜର ତୃଷ୍ଣା ମେଣ୍ଟାଉଛନ୍ତି ଯୁବକ   ଭୁବନେଶ୍ୱର ରେଳ ଷ୍ଟେସନରେ ସାନିଟାଇଜେସନ ଓ ମାସ୍କ ଲାଗି ସଚେତନ କରାଉଛନ୍ତି କର୍ତ୍ତୃପକ୍ଷ   ଭୁବନେଶ୍ୱର…

ସମ୍ପର୍କରେ ଫାଟ ସାବୁନଫେଣ | Story Diary

ନିଦ ନହେଲେବି ଖଟଟା ଉପରେ ସେମିତି ଗଡପଡ ହେଉଥାନ୍ତି ବିକାଶ ବାବୁ। ସେପଟେ ହେମନ୍ତ ମଉସା ତାଙ୍କ ନାତି ଆୟୁଷକୁ ପାଇପ୍ ପାଖରେ ଗାଧୋଇ ଦେଉଥାନ୍ତି। ଏଇ…

ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଶନିବାର ରାଜ୍ୟରୁ ୪୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ରୁ ଜଣାପଡ଼ିଛି। ଆଜି ଖୋର୍ଦ୍ଧାରୁ ୭୩…

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ, ୧୦ା୪- ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଆଇପିଏଲ୍‌ର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତିି ଦିଲ୍ଲୀ କ୍ୟାପିଟାଲ୍ସ…

ଆଜି ରାଜଧାନୀରୁ ୧୭୧ ପଜିଟିଭ୍‌ ଚିହ୍ନଟ, ବଢୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୧୭୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି…

୮ ମାସର ଶିଶୁକୁ ଗୁଳି ମାରିଲା ୩ ବର୍ଷର ଶିଶୁ

ଓ୍ବାଶିଂଟନ,୧୦।୪: କେବେ ଶୁଣିଛନ୍ତି ଜଣେ ୩ ବର୍ଷର ଶିଶୁ ଗୁଳି କରି ଜଣକ ଜୀବନ ନେଇପାରେ ବୋଲି। ଏମିତି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଫଳରେ…

ଅମିତ ଶାହାଙ୍କ ନିର୍ଦ୍ଦେଶରେ ହୋଇଛି ହିଂସା: ମମତା

କୋଲକାତା,୧୦।୪: ପଶ୍ଚିମବଙ୍ଗର କୁଚବିହାର ଜିଲାର ସିତଲକୁଚିରେ ହୋଇଥିବା ହିଂସା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛନ୍ତି। କେନ୍ଦ୍ର…

ପାଣିରେ ପଡ଼ିଯାଇଥିଲା ଆଇଫୋନ୍‌, ବର୍ଷକ ପରେ ପାଇଲେ ଯୁବକ; ତଥାପି ଠିକ୍‌ ଅଛି

ବର୍ତ୍ତମାନ ସମୟରେ ଆଇଫୋନ୍‌ର ଖୁବ୍‌ ଚାହିଦା ରହିଛି। ବିଶେଷକରି ଯୁବପିଢ଼ି ଏହି ଫୋନ୍‌ ପାଇଁ ପାଗଳପ୍ରାୟ। ଏପରିକି କିଛି ଯୁବକ କିଡ୍‌ନୀ ବିକି ଆଇଫୋନ କିଣିଥିବା ଖବର…