ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୧, ୨୦୨୧)

ଚାନ୍ଦିନିଚଉକ ପୂଜା ମଣ୍ଡପ ରେ ବାସନ୍ତୀ ଦୁର୍ଗା ମୁର୍ମୟୀ ପ୍ରତିମା ଗଢୁଥିବା ଶିଳ୍ପୀ ପ୍ରବଳ ଖରା ରେ ୩ଜଣ ଯୁବତୀ ମୁହଁରେ ଓନି ବାନ୍ଧି ରୋଡ ରେ…

ଦିନ ମଜୁରିଆ ଲାଇବ୍ରେରୀ ପରିଚାଳକଙ୍କୁ ସୋସିଆଲ ମିଡିଆରୁ ମିଳିଲା ସହାୟତା

ମାଇସୁରୁ, ୧୧ା୪- ୬୨ ବର୍ଷୀୟ ଦିନ ମଜୁରିଆଙ୍କ ଦ୍ୱାରା ପରିଚାଳିତ ଲାଇବ୍ରେରୀରେ ଗତ ଶୁକ୍ରବାର କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଲାଇବ୍ରେରୀରେ ୧୧ ହଜାରରୁ ଊର୍ଦ୍ଧ୍ୱ…

ହସ୍ପିଟାଲ ବେଡ୍‌ ପାଇଁ ରୋଗୀଙ୍କୁ ହତ୍ୟା

ଶାହଜାହାନପୁର,୧୧।୪: ଉତ୍ତରପ୍ରଦେଶର ଶାହଜାହାନପୁର ଜିଲା ହସ୍ପିଟାଲରେ ଶଯ୍ୟାକୁ ନେଇ ବିବାଦ ପରେ ଜଣେ ରୋଗୀ ଅନ୍ୟ ଜଣଙ୍କୁ ହତ୍ୟା କରିଛନ୍ତି। ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ହଂସରାଜଙ୍କୁ…

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ: ୩ ଶିକ୍ଷକ ନିଲମ୍ବିତ

ଦେବଗଡ଼,୧୧।୪ ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଗତ ୯ ତାରିଖରେ ଅନୁଷ୍ଠିତ ଓଟିଇଟି (ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ…

ବାବରଙ୍କ ଠାରୁ କୋହଲି ଟେକ୍‌ନିକ ଶିଖିବା ଦରକାର କହିଲେ ପ୍ରାକ୍ତନ ଖେଳାଳି

ଲାହୋର, ୧୧ା୪- ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ଠାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଟେକ୍‌ନିକ ଶିକ୍ଷା କରିବା ଦରକାର। ଏଭଳି ମତ ଦେଇଛନ୍ତି ପାକିସ୍ତାନର ପୂର୍ବତନ…

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲା: ପୋଲିସ ହାତରେ ରାକେଶର ସାଙ୍ଗ

ଯାଜପୁର/ଭୁବନେଶ୍ୱର,୧୧।୪: ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଯାଜପୁର ପୋଲିସ ପ୍ରାୟ ୩ ମାସ ପରେ ଗିରଫ କରିଛି।…

ହାଇଦ୍ରାବାଦ ଆଗରେ ବିଶାଳ ଟାର୍ଗେଟ

ଚେନ୍ନାଇ, ୧୧ା୪- ନୀତିଶ ରାଣା ଓ ରାହୁଲ ତ୍ରିପାଠିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୮୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି କୋଲକାତା…

କିଏ ସେଇ ମୁଣ୍ଡ ନଥିବା ପିଲା ? Dow Hill

କୋଲକତା ଠାରୁ ୫୮୭ କିଲୋମିଟରରେ ଅବସ୍ଥିତ କୁର୍ସିଓଙ୍ଗ । ସୁନ୍ଦର ପର୍ବତମାଳା ମଧ୍ୟରେ ଏକ ସୁନ୍ଦର ସ୍ଥାନ । ସମୁଦ୍ର ପତନ ଠାରୁ ପାଖାପପାଖି ୧୫୦୦ ମିଟର…

ଓ୍ବାଜେଙ୍କ ସହଯୋଗୀ ପୋଲିସ ଇନ୍ସପେକ୍ଟର ରିୟାଜ ଗିରଫ

ମୁମ୍ବାଇ, ୧୧।୪: ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଭର୍ତ୍ତି କାର ଜବତ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ନିଲମ୍ବିତ ପୋଲିସ ଅଧିକାରୀ…

ଭାରତରେ ପ୍ରସ୍ତୁତ ମେଡିସିନର ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୧୧ା୪- ଦେଶରେ ହୁ ହୁ ହୋଇ ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକଶନର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାରଙ୍କ…