ସୁପ୍ରିମକୋର୍ଟରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା

କେନ୍ଦ୍ରାପଡ଼ା ଅଫିସ,୨୮ା୬: କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। କୋଭିଡ୍‌ କଟକଣା ମଧ୍ୟରେ ରଥଯାତ୍ରା ହେଉ ବୋଲି କ୍ଷିତୀଶ କୁମାର ସିଂହ,…

ଏହି ସବୁ ଜିଲାରେ ଖୋଲିବ ନର୍ସିଂ କଲେଜ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ୬୦୦ ସିଟ୍‌ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ। ୧୦ଟି ଜିଲାରେ ଏହି କଲେଜ ଖୋଲିବାକୁ ସରକାର ଯୋଜନା କରିଛନ୍ତି। ପ୍ରତି କଲେଜରେ ୬୦ଟି ଲେଖାଏ…

ଭୋଗଖାଇ ଝାଡ଼ାବାନ୍ତି

ଜଳେଶ୍ୱର,୨୮।୬: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଗୋପୀମୋହନପୁର ପଞ୍ଚାୟତର ବାସୁଳିଆଗାଁରେ ଠାକୁରଙ୍କ ଭୋଗଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ…

ଆମେରିକାକୁ ଟପିଲା ଭାରତ

ନୂଆଦିଲ୍ଲୀ,୨୮ା୬: କୋଭିଡ୍‌ ଟିକାକରଣରେ ଭାରତ ଆମେରିକାକୁ ଟପିଛି। ଭାରତରେ ମୋଟ ୩୨ କୋଟି ୩୬ ଲକ୍ଷ ୬୩ ହଜାର ୨୯୭ ଡୋଜ୍‌ ଦିଆ ଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ପଟ୍ଟା ଜମିରେ ବନ ବିଭାଗର ବୃକ୍ଷରୋପଣ

ଅମରପାଲି,୨୮ା୬: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ବହଳପଦର ପଞ୍ଚାୟତ ସୁରଧାପାଲି(ହୋତାପାଲି)ରେ ପଟ୍ଟା ପାଇଥିବା ଆଦିବାସୀଙ୍କ ଜମିରେ ବନବିଭାଗର ବୃକ୍ଷ ରୋପଣକୁ ବିରୋଧ କରିଛନ୍ତି ଗ୍ରାମବାସୀ। ହାତିଲିମୁଣ୍ଡା…

କୋଭିଡ୍‌ ଆରୋଗ୍ୟ ବଟିକା ନାମରେ ବିଷ ବଟିକା ଖାଇ ପରିବାରର ୩ ମୃତ

ଚେନ୍ନାଇ,୨୮।୬: କୋଭିଡ୍‌ ଆରୋଗ୍ୟ ବଟିକା ନାମରେ ବିଷ ବଟିକା ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର ଇରୋଡରେ ।…

ଖୋଲିବ ସେଲୁନ, ଚାଲିବ ବସ୍‌

କୋଲକାତା,୨୮।୬: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ହେଲେ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟରେ କୋଭିଡ କଟକଣାକୁ ଜୁଲାଇ…

ଓଡ଼ିଶା: ଆଜିର ଫଟୋ (ଜୁନ ୨୮, ୨୦୨୧)

ଲକଡାଉନରେ ୟୁନିଟ-୧ ପରିବା ହାଟରେ ଲୋକମାନେ କେହି ସାମାଜିକ ଦୂରତା ମାନୁ ନାହାନ୍ତି ସହୀଦନଗର ଓଭର ବ୍ରିଜ଼ ଉପରେ ଭସା ବାଦଲ ରେ ଏକ ଉଡ଼ାଜାହାଜ ଯାଉଥିବାର…

ତୃତୀୟ ଲହର ପୂର୍ବରୁ ମୁମ୍ବାଇରୁ ଆସିଲା ଖୁସି ଖବର

ମୁମ୍ବାଇ,୨୮।୬: ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି। କିନ୍ତୁ ଏବେ ବି ସଙ୍କଟ ଜାରି…

ଶ୍ରଦ୍ଧାଳୁଙ୍କୁ ଚାରିଧାମ ଯାତ୍ରା ମନା

ଡେରାଡୁନ,୨୮।୬: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ଚାରିଧାମ ଯାତ୍ରା ଉପରେ ରୋକ ଲଗାଇଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ଜୁଲାଇ ୭ପର୍ଯ୍ୟନ୍ତ ଏହି…