କୋହଲିଙ୍କ ପାଇଁ ସ୍ଥାନ ନାହିଁ ଆକାଶ ଚୋପ୍ରାଙ୍କ ବିଶ୍ୱ ଟେଷ୍ଟ ଏକାଦଶ ଦଳରେ

ନୂଆଦିଲ୍ଲୀ,୨୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ମୁକୁଟ ପିନ୍ଧିଥିବା ନ୍ୟୁଜିଲାଣ୍ଡକୁ ଟକ୍କର ଦେବା ପାଇଁ ବିଶ୍ୱ ଟେଷ୍ଟ ଏକାଦଶ ବାଛିଛନ୍ତି ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା।…

ଟୁଇଟରକୁ ପ୍ରଶ୍ନ: କାହିଁକି ବନ୍ଦ କରିଥିଲ କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ,୨୯।୬: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ବିରୋଧୀ ଏମ୍‌ପି ଶଶି ଥରୁରଙ୍କ ଆକାଉଣ୍ଟକୁ କାହିଁକି ଲକ୍‌ କରାଯାଇଥିଲା? ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ…

ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ

ନୂଆଦିଲ୍ଲୀ,୨୯।୬: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଏଟିଏମ୍‌ କାର୍ଡରେ ମାସକୁ ୪ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଆକାଉଣ୍ଟରୁ ଗଣିବାକୁ ପଡ଼ିବ ଟଙ୍କା। ଏହି…

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୯, ୨୦୨୧)

କଟକ ଚାନ୍ଦିନିଚୌକ୍ ରାସ୍ତା ପାର୍ଶ୍ୱରେ ବିକ୍ରି ପାଇଁ ଛତା ଗୁଡିକୁ  ସଜାଇ ରଖୁଛନ୍ତି ବ୍ୟବସାୟୀ   ଭୁବନେଶ୍ୱର ରେଲୱେ ଷ୍ଟେସନରେ ସାମାଜିକ ଦୂରତ୍ୱ କୁ ଫୁ  …

ଟୁଇଟର ବିରୋଧରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା

ନୂଆଦିଲ୍ଲୀ,୨୯।୬: ଟୁଇଟର ପିଛା ଛାଡ଼ିବାକୁ ନା ଧରୁନି ବିବାଦ। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ ଦିଲ୍ଲୀରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା ଦାୟର ହୋଇଛି। ୟୁଜର୍ସଙ୍କ ପୋଷ୍ଟ…

ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଲାଗି ଦୂତୀଙ୍କ ନାମ ସୁପାରିସ୍‌

ଭୁବନେଶ୍ୱର,୨୯।୬: ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମହିଳା ଧାବକ ଦୂତୀ ଚାନ୍ଦଙ୍କ ନାମ ରାଜ୍ୟ ସରକାର ସୁପାରିସ କରିଛନ୍ତି। ଚଳିତ…

କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୬(ବ୍ୟୁରୋ): କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା ଅବସରରେ ମଙ୍ଗଳବାର ସେ ସଂକ୍ରମଣ ହାର…

ପରଲୋକରେ ଉପେନ୍ଦ୍ର କୁମାର ପାହାଡ଼ସିଂହ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ପରଲୋକରେ ଆକାଶବାଣୀର ପୂର୍ବତନ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡସିଂହ। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ତାଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ତେବେ ୯୦…

ଶାଶୁ ଅପମାନ ଦେବାରୁ ୨ ପୁତୁରାଙ୍କୁ ପିଟି ପିଟି ହତ୍ୟା

ହାଇଦ୍ରାବାଦ,୨୯।୬: ଦୁଇ ନାବାଳକ ପୁତୁରା(ଜଣେ ୭ ବର୍ଷର ଓ ଜଣେ ୧୦ ବର୍ଷ)ଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ସେମାନଙ୍କ ମଉସା। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲାରେ…

ହ୍ରିତିକ୍‌ଙ୍କ ଏହି ଫଟୋକୁ ଦେଖି ପୂର୍ବପତ୍ନୀ କହିଲେ ‘୨୧ ବର୍ଷର ଭଳି ଲାଗୁଛ’; ଭାଇରାଲ ହେଉଛି…

ବମ୍ବେ: ଛାଡପତ୍ର ପରେ ପୂର୍ବ ସ୍ବାମୀଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି ସୁଜୈନ ଖାନ୍‌। ଅଭିନେତା ହ୍ରିତିକ ରୋଶନ ଏବଂ ସେ ଅନେକ ପାର୍ଟିରେ ଏକାଠି ନଜର…