ଅନୁଗୋଳ ଏସ୍‌ଡିପିଓଙ୍କ ନାଁରେ ମାମଲା

ଭୁବନେଶ୍ୱର,୮।୫(ବ୍ୟୁରୋ): ପାରିବାରିକ ବିବାଦରେ ଛନ୍ଦି ହୋଇପଡିଥିବା ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁଙ୍କ ନାଁରେ ଆଉଏକ ଗୁରୁତର ଅଭିଯୋଗ ହୋଇଛି। ସ୍ବାମୀ ଅଶ୍ୱିନୀ ତାଙ୍କୁ ଯୌତୁକ ନିର୍ଯାତନା…

ଅଚାନକ ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି

ବ୍ରହ୍ମପୁର ଅଫିସ,୮।୫: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ ଶନିବାର ବ୍ରହ୍ମପୁର ଅଚାନକ ଗସ୍ତରେ…

ଟାଇମ୍ସ୍‌ ରିପୋର୍ଟ ନେଇ ଭାରତ ସରକାରଙ୍କ ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଖ୍ୟାତି ସମ୍ପନ୍ନ ଅନ୍ତର୍ଜାତୀୟ ପତ୍ରିକା ଟାଇମ୍ସ୍‌ରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ନେଇ ଭାରତ ସରକାରଙ୍କ…

ବେଆଇନ ଟେଷ୍ଟିଂ: ପାଥୋଲାବ୍‌ ସିଲ୍‌, ମାଲିକ ଗିରଫ

ପୁରୀ ଅଫିସ/କାକଟପୁର, ୮।୫(ଡି.ଏନ୍‌.ଏ): କାକଟପୁରରେ ବେଆଇନ ଭାବେ କୋଭିଡ୍‌ ଟେଷ୍ଟ କରାଯାଇ ରିପୋର୍ଟ ଦେବା ଅଭିଯୋଗରେ ମା’ ପାଥୋଲାବକୁ ଶୁକ୍ରବାର ପୋଲିସ ସିଲ୍‌ କରିବା ସହ ମାଲିକଙ୍କୁ…

ଅକ୍ସିଜେନ ସ୍ତର ୯୪ ତଳକୁ ଖସିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ: ଫାବିପିରାଭିର ମନଇଚ୍ଛା ଖାଆନ୍ତୁ ନାହିଁ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସମସ୍ତଙ୍କ ନିଦ ହଜାଇ ଦେଇଛି। ସଂକ୍ରମଣ ଯେତିକି ଭୟଙ୍କ ହେଉଛି ମୃତ୍ୟୁ ମଧ୍ୟ ସେତିକି ଚିନ୍ତାଜନକ ରହିଛି। ରୋଗୀ ସଂଖ୍ୟା…

ଲୋକଙ୍କ ଜୀବନ ଯାଉ ପଛେ, ସରକାରଙ୍କ ଜିଏସ୍‌ଟି ରହୁ: ରାହୁଲ…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। କରୋନା ଭାକ୍ସିନ୍‌ ଦାମ୍‌ ନେଇ କିଛି ଦିନ ତଳେ ବେଶ୍‌…

ଯୁବତୀଙ୍କୁ ଗଣ ବଳାତ୍କାର: ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌

ଝାରସୁଗୁଡ଼ା ଅଫିସ,୮।୫: ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡ ଆଖପାଖ ଅଞ୍ଚଳ ରେଲଓ୍ବେ ପୋଲିସ ଓ ଓଡ଼ିଶା ପୋଲିସ ଅଧୀନରେ ରହିଛି। ଅନେକ ସମୟରେ ଉଭୟ ପୋଲିସ ମଧ୍ୟରେ ସମନ୍ବୟ ରହୁ…

ଗୁରୁତର ରୋଗୀଙ୍କୁ ଟୋସିଲିଜୁମାବ ଇଞ୍ଜେକ୍‌ଶନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ଟୋସିଲିଜୁମାବ୍‌ ଇଞ୍ଜେକ୍ସନ ଓ ଅନୁମୋଦିତ ଅନ୍ୟ ଔଷଧ ବ୍ୟବହାର ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ଓପି ଜାରି…

ଗରିବଙ୍କୁ ଶସ୍ତାରେ ଚିକିତ୍ସା ମିଳୁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୮।୫(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବରଗଡ଼ ଜିଲାର ବିକାଶ…

ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଏମ୍‌ସ୍‌ ନିର୍ଦ୍ଦେଶିକା…