ମୁମ୍ବାଇ,୧୬।୭: ଟି-ସିରିଜ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା। ମୁମ୍ବାଇର ଡିଏନ୍ ନଗର ପୋଲିସ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି।…
କାବୁଲ,୧୬ ।୭:ଆଫଗାନିସ୍ତାନର କାନ୍ଧାର ଅଞ୍ଚଳରେ ଭାରତୀୟ ଫଟୋ ଜର୍ନାଲିଷ୍ଟ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର ରାଜଦୂତ ଫରିଦ ମମୁଂଡଜେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି…
ନୂଆଦିଲ୍ଲୀ,୧୬ ।୭: ଦେଶରେ ଜାରି ରହିଥିବା କରୋନା ମହାମାରୀ ଚିନ୍ତା ବଢାଇ ଚାଲିଛି । ଦ୍ୱିତୀୟ ଲହରରେ ସମୟ ପୂର୍ବରୁ ଜନ୍ମିତ ଶିଶୁ ଅବା ନବଜାତକଙ୍କ କ୍ଷେତ୍ରରେ…
ଶ୍ରୀନଗର,୧୬ା୭: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଖୁବ୍ ଭାଇରାଲ ହେଉଛି। ଯେଉଁ ଫଟୋଟି ଜମ୍ମୁ-କଶ୍ମୀରର ବୋଲି ଜଣାପଡୁଛି। ଏହି ଫଟୋରେ ଏକ ଅଟୋରେ ପ୍ରେସ୍ ଲେଖା…
ସାଧାରଣତଃ ବିବାହ ସମାରୋହରେ ଯୋଗଦେବାକୁ ଯିବା ବେଳେ ଲୋକେ ପୋଷାକ ପରିଧାନ ଉପରେ ବିଶେଷ ଧ୍ୟାନ ଦିଅନ୍ତି। ଏଥିସହ ମନ ମୁତାବକ ଉପହାର ମଧ୍ୟ ନିଜେ ଚୟନ…
ପାଟଣା,୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକଲା ପଞ୍ଚାୟତ ଖମୁଆଁ ଗ୍ରାମର କୁସୁମପଶିସାହିରେ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସର୍ବେଶ୍ୱର ପାଇଦାଙ୍କ…
ମାଲକାନଗିରି,୧୬।୭(ଡି.ଏନ୍.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ କିଷାନୀପଡ଼ା ଗ୍ରାମରେ ଭାଲୁ ଆକ୍ରମଣରେ ମା’, ଝିଅ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ମାଳକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
ଦୋଳି ଖେଳିବା ଦୁଇ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ରୁଷିଆର ପାହାଡ଼ ପାଦ ଦେଶରେ ଲାଗିଥିବା ଦୋଳିରେ ଦୁଇଜଣ ଯୁବତୀ ଝୁଲୁଥିଲେ। କୌଣସି କାରଣ ବଶତଃ ଜଞ୍ଜିର ଛିଡ଼ି…
ରାଞ୍ଚି,୧୬।୭: ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କନ୍ୟା ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ଜୁଲାଇ ୧୬ ରେ…
ପୁଡୁଚେରୀ,୧୬ ।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ । ଗୋଟିଏ ପଟେ ଦ୍ୱିତୀୟ ଲହର ଏବେବି ରହିଥିବା ବେଳେ ଅନ୍ୟପଟେ ତୃତୀୟ ଲହର…