ଭଉଣୀ ଆଗରେ ବୁଡ଼ି ଗଲା ଭାଇ

ଦଶମନ୍ତପୁର, ୯ା୫: କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚ଼ଣାବାଡ଼ ପଞ୍ଚାୟତର ଚଣାବାଡ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀଭାଇ ଦୁହେଁ ଗ୍ରାମ ନିକଟସ୍ଥ ଚେକ୍‌…

ଜେଲ୍‌ରୁ ୧୩ କଏଦୀ ମାରିଲେ ଚମ୍ପଟ୍‌: ସମସ୍ତେ ଥିଲେ କରୋନା ଆକ୍ରାନ୍ତ

ରେୱାରୀ,୯।୫: ହରିୟାଣାର ରେୱାରୀ ଜିଲାରେ ଏକ ଜେଲ୍‌ରୁ ୧୩ କଏଦୀ ଚମ୍ପଟ ମାରିଛନ୍ତି। ଏହି ସମସ୍ତ କଏଦୀ କରୋନା ଆକ୍ରାନ୍ତ ଥିଲେ। ଏବେ ସମସ୍ତଙ୍କ ଖୋଜା ଚାଲିଛି।…

ପରାଜୟ ହଜମ କରିପାରିଲେ ନାହିଁ ପୂର୍ବତନ ସରପଞ୍ଚ : ଗାଁ ରୋଡ୍‌ ଖୋଳିଦେଲେ

କାନପୁର, ୯ା୫ : ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସମ୍ନାକୁ ଆସିଛି ଏକ କୌତୁହଳପୂର୍ଣ୍ଣ ଘଟଣା। ଜଣେ ପୂର୍ବତନ ସରପଞ୍ଚ ନିର୍ବାଚନରେ…

ଓଡ଼ିଶା: ଆଜିର ଫଟୋ (ମେ ୯, ୨୦୨୧)

ଲକଡାଉନ୍ ହେତୁ ଯାତ୍ରୀ ନ ଥିବାରୁ କଟକସ୍ଥିତ ରିକ୍ସା ଚାଳକଙ୍କ ମାନେ ବସି ରହିଛନ୍ତି   ଦେଶ ମାତୃ ଦିବସ ପାଳନ କରୁଥିବାବେଳେ ଜଣେ ମହିଳା ରବିବାର…

ବନ ବିଭାଗ ରୁଜୁ କଲା ମାମଲା: ହାତୀ ମୃତ୍ୟୁର ହେବ ତଦନ୍ତ

କେନ୍ଦୁଝର,୯।୫: ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦେଓଗାଁ ରେଞ୍ଜ ଶଗଡ଼ପଟା ଗ୍ରାମ ନିକଟରେ ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଥିବା…

ଉଭୟ ଡୋଜ ନେବା ପରେ ମଧ୍ୟ ସୁରକ୍ଷାର ଗ୍ୟାରେଣ୍ଟି ନାହିଁ

ନୂଆଦିଲ୍ଲୀ, ୯ା୫ : ଉଭୟ ଟିକା ନେଲା ପରେ ମଧ୍ୟ ଯଦି କୋଭିଡ୍‌-୧୯ରେ ଆକ୍ରାନ୍ତ ହୁଅନ୍ତି, ତେବେ ଜୀବନ ଯୁଦ୍ଧରେ ଜିତିବାର କୌଣସି ଗ୍ୟାରେଣ୍ଟି ନାହିଁ। ଦିଲ୍ଲୀ…

ଜୀବନ ଯୁଦ୍ଧରେ ହାରିଗଲେ ଏହି ଅଭିନେତା: ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କରିଥିଲେ ହୃଦୟ ବିଦାରକ ପୋଷ୍ଟ

ଅଭିନେତା ରାହୁଲ ବୋହରା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ସେ ଦୀର୍ଘ ଦିନ ଧରି କରୋନା ସହିତ ଲଢୁଥିଲେ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ରାହୁଲ ଫେସବୁକ୍‌…

ବାହାଘର ଶୋଭାଯାତ୍ରାରେ ତହସିଲଦାରଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

ଆର.ଉଦୟଗିରି,୯ା୫: ଗଜପତି ଜିଲା ଆର.ଉଦୟଗିରି ଥାନା ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ବାହାଘର ବନ୍ଦ କରିବାକୁ ଯାଇଥିବା ତହସିଲଦାରଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ରବିବାର ଗିରଫ ହୋଇଛନ୍ତି।…

ରଘୁନାଥ ମହାପାତ୍ରଙ୍କ ପରଲୋକ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ରବିବାର କରୋନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ରଘୁନାଥ…

ଆଉନାହାନ୍ତି ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର

ଭୁବନେଶ୍ୱର,୯।୫(ବ୍ୟୁରୋ): ମହାମାରୀ କରୋନା ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ନେଇଛି। ରବିବାର ରାଜ୍ୟ ସଭା ଏମ୍‌ପି ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ…