ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡା ଅଫିସ, ୨୦।୭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ସରକାରୀ ପଲିଟେକନିକ କଲେଜର ମେକାନିକାଲ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ରାୟଙ୍କ ଝାରସୁଗୁଡା ଘର ସମତେ…

ମନସୁନ୍‌ ଗାର୍ଡେନିଂ

  ଗାର୍ଡେନିଂ ନିମନ୍ତେ ବର୍ଷାଦିନ ବହୁତ ଭଲ। କିନ୍ତୁ ଏହି ଋତୁରେ ମଧ୍ୟ କିପରି ଗଛର ଯତ୍ନ ନେବେ ଜାଣି ରଖନ୍ତୁ... ବର୍ଷାଦିନେ ଗଛରେ ଆବଶ୍ୟକତା ଅନୁସାରେ…

ନିଜ ପାଇଁ ଟିକେ…

ସ୍ନେହ ପ୍ରେମ ଆଉ ଭଲପାଇବାର ପରଶ ଦେଇ ସମସ୍ତଙ୍କୁ ନିଜର କରିବାକୁ ସବୁବେଳେ ଚେଷ୍ଟା କରିଥାଏ ଗୃହିଣୀ। ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖିବାର ପ୍ରୟାସ ଭିତରେ…

୧୮୦ ଦେଶରେ ୬୦ ସପ୍ତାହ ସ୍କୁଲ ବନ୍ଦ, ୧୬୦ କୋଟି ଛାତ୍ରୀଛାତ୍ରଙ୍କ ପାଠପଢ଼ା ପ୍ରଭାବିତ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀର ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଧୀରେଧୀରେ ଅନଲକ୍‌ ପ୍ରକ୍ରିୟା ଜାରି ରହିଛି। ଲକ୍‌ଡାଉନ୍‌ ଯୋଗୁ ପୃଥିବୀର…

ସଫଳ ଉଦ୍ୟୋଗୀ ସସ୍ମିତା

କଳା ପ୍ରତି ପିଲାବେଳରୁ ତାଙ୍କର ଥିଲା ସ୍ବତନ୍ତ୍ର ଆକର୍ଷଣ। ନିଖୁଣ ଚିତ୍ରକଳା କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରୁଥିଲେ। ସୁଯୋଗ ମିଳିବା ପରେ ସେ…

ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ

ବାରିପଦା ଅଫିସ,୨୦।୭: ଶିମିଳିପାଳ ଉତ୍ତର ବନଖଣ୍ଡ ଅଧୀନରେ ଥିବା ଗୁଡ଼ଗୁଡ଼ିଆ ରେଞ୍ଜର ଉତ୍ତରାସ ନିକଟରୁ ବନବିଭାଗ ଚଢ଼ାଉ କରି ୩ଜଣ ଶିକାରୀଙ୍କୁ ଗିରଫ କରିଛି। ଏହା ସହ…

ଭାରତ ସୀମାରେ ପାକିସ୍ତାନୀ ମୋବାଇଲ୍‌ ନେଟଓ୍ବାର୍କ ସକ୍ରିୟ…

ଜୟପୁର,୨୦।୭: ସୀମାରେ ପାକିସ୍ତାନୀ ନାଗରିକଙ୍କ ଅନୁପ୍ରବେଶ ସାଧାରଣ କଥା। ତେବେ ଏବେ ପାକିସ୍ତାନୀ ମୋବାଇଲ୍‌ ନେଟ୍‌ଓ୍ବାର୍କ ଭାରତ ସୀମାର ୪ କିଲୋମିଟର ଭିତରେ ମଧ୍ୟ ସକ୍ରିୟ ରହୁଛି।…

କାମ ଯୋଗାଇବାରେ ଛତ୍ରପୁର ବ୍ଲକ ବିଫଳ: ପୁଣି ବିରକ୍ତି ହେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୦।୭(ଡି.ଏନ୍‌.ଏ.): କରୋନା ସମୟରେ ଜୀବନ ଜୀବିକା ଉପରେ ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପ୍ରଶାସନ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ଏମ୍‌ଜିଏନ୍‌ଆରଜିଏସ୍‌ରେ ଗ୍ରାମାଞ୍ଚଳ ଲୋକଙ୍କୁ ପ୍ରତି ବ୍ଲକରେ…

ନୂଆ ଘରୋଇ ବସଷ୍ଟାଣ୍ଡରୁ ଗଡ଼ିଲା ବସ୍‌

ବରଗଡ଼ ଅଫିସ,୨୦।୭: ବରଗଡ଼ ନୂଆ ଘରୋଇ ବସଷ୍ଟାଣ୍ଡରୁ ବସ୍‌ ଚଳାଚଳ ଶୁଭାରମ୍ଭ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ସମାରୋହରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ…

ଚାଷୀଙ୍କ ବକେୟା ଅର୍ଥ, ଏଫସିଆଇ ଚାଉଳ ଉଠାଇବାରେ ଅବହେଳା: ବିଜେଡିର ଗଣଧାରଣା

କେସିଙ୍ଗା,୨୦।୭(ଡି.ଏନ୍‌.ଏ.): କଳାହାଣ୍ଡି ବିଜୁ ଜନତାଦଳ ପକ୍ଷରୁ କେସିଙ୍ଗାସ୍ଥିତ ଭାରତୀୟ ଖାଦ୍ୟ ନିଗମ ଡିପୋ ସମ୍ମୁଖରେ ମଙ୍ଗଳବାର ଗଣଧାରଣା ଦିଆଯାଇଛି। ଚାଷୀଙ୍କ ବକେୟା ଅର୍ଥ ଓ ଏଫସିଆଇ ଚାଉଳ…