ଇନ୍ଦୋରରେ ଅନ୍‌ଲକ୍‌ ପାଇଁ ପ୍ରସ୍ତୁତି: ସାନିଟାଇଜ୍‌ କରାଗଲା ଫଳ, ପନିପରିବା ଦୋକାନ

ଇନ୍ଦୋର,୨୫।୫: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ସରକାର ସହର ଅନ୍‌ଲକ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ସବୁଠାରୁ ଅଧିକ କରୋନା…

ମା’ବାପାଙ୍କ ମଧ୍ୟରେ ଥମୁନି ବିବାଦ: ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ କଲେ ଶ୍ୱେତାଙ୍କ ଝିଅ

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ଲୋକପ୍ରିୟ ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ। ଏଭଳି ଖୁସି ସମୟ ଭିତରେ କିନ୍ତୁ ବିବାଦ ତାଙ୍କର ପିଛା…

ଶାହାରୁଖଙ୍କ ସୁପରହିଟ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ ଜୁହି ଚାୱଲା: ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥାଏ। ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲାଙ୍କ ମଧ୍ୟରେ କିଛି ସମାନ ଘଣଟା ଘଟିଥିବା ଶୁଣିବାକୁ ମିଳିଥିଲା। ଯଦିଓ ସ୍ପଷ୍ଟ…

ଲମ୍ବା ଚୁଟି, ଘଞ୍ଚ ଦାଢ଼ି ସହ ଚଷମା; ଜାଣନ୍ତୁ କେଉଁ କାରଣରୁ ଭାଇରାଲ ହେଉଛି କୋହଲିଙ୍କ ଏହି ନୂଆ ଲୁକ୍‌…

ନୂଆଦିଲ୍ଲୀ,୨୫।୫: ଆଇପିଏଲ୍‌ ପରେ ଅନେକ କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। କ୍ରିକେଟର ହିସାବରେ ତାଙ୍କର ସୋସିଆଲ ମିଡିଆରେ ପ୍ରଶଂସକ ଅଧିକ। ଏଥିପାଇଁ…

୧୫ ପଞ୍ଚାୟତର ୭୩୪ ବିସ୍ଥାପିତ

ନିଶ୍ଚିନ୍ତକୋଇଲି,୨୫।୫(ସ୍ବ.ପ୍ର.): ମନ୍ତ୍ରୀ ପ୍ରତାପ ଜେନାଙ୍କ ଜିରୋ କାଜୁଆଲିଟି ତାଗିଦ ପରେ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇଛି। ବୁଧବାର ଅପରାହ୍ନରେ ବାତ୍ୟା ୟାସ୍‌ ଲ୍ୟାଣ୍ଡଫଲ୍‌ ହେବ। ଏଥିପାଇଁ ମଙ୍ଗଳବାର…

ପ୍ରେମ ପାଇଁ ପରିବାରଲୋକଙ୍କୁ ଏଭଳି ବଡ଼ ମିଛ କହିଥିଲେ ମାଷ୍ଟର ବ୍ଲାଷ୍ଟର; ହଁ ଭରିଥିଲେ ସ୍ତ୍ରୀ ଅଞ୍ଜଳି

ନୂଆଦିଲ୍ଲୀ,୨୫।୫: ବିଶ୍ୱର ମହାନ କ୍ରିକେଟରଙ୍କ ମଧ୍ୟରୁ ଜଣେ ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ନିଜର ଉଲ୍ଲେଖନୀୟ ବ୍ୟାଟିଂ ଯୋଗୁ ସେ କ୍ରିକେଟ ଇତିହାସରେ ନିଜର ସ୍ବତନ୍ତ୍ର…

ବାତ୍ୟା ୟାସ୍‌ ପ୍ରସ୍ତୁତି: ୭୫ହଜାର ଲୋକଙ୍କୁ ସ୍ଥାନାନ୍ତର, ୫୦୪ଗର୍ଭବତୀଙ୍କୁ ମେଡିକାଲକୁ ପଠାଇବା ଲକ୍ଷ୍ୟ

ଛତ୍ରପୁର,୨୫।୫(ଡି.ଏନ୍‌.ଏ.): ରାଜ୍ୟ ସରକାର ଓ ଏସ୍‌ଆରସିଙ୍କ ପକ୍ଷରୁ ଆସୁଥିବା ସୂଚନା ଅନୁସାରେ ଗଞ୍ଜାମରେ ବାତ୍ୟା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାତ୍ୟା ମୁକାବିଲା ପାଇଁ ଜିଲାରେ ୪…

ଉହାନ୍‌ ଲ୍ୟାବ୍‌ରେ ଏପର୍ଯ୍ୟନ୍ତ କେହି କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି, ଆମେରିକା କହୁଛି ମିଛ: ଚାଇନା…

ବେଜିଂ,୨୫।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ ହେବାକୁ…

ଶେଷରେ ସୁଶୀଲ ଚାକିରିରୁ ନିଲମ୍ବିତ

ନୂଆଦିଲ୍ଲୀ,୨୫।୫: ରେସଲର ସୁଶୀଲ କୁମାରଙ୍କ ସମସ୍ୟା ବଢିବାରେ ଲାଗିଛି। ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଶୀଲଙ୍କୁ ଉତ୍ତର ରେଳବିଭାଗ ଦ୍ୱାରା ଚାକିରିରୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ଉତ୍ତର…

୪୫ ଅକ୍ସିଜେନ କନ୍‌ସନ୍‌ଟ୍ରେଟର ଦେଲା ଗୋପାଳପୁର ପୋର୍ଟ

ଛତ୍ରପୁର,୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପ୍ରଶାସନକୁ ଗୋପାଳପୁର ପୋର୍ଟ ପକ୍ଷରୁ ୪୫ଟି ଅକ୍ସିଜେନ କନ୍‌ସନ୍‌ଟ୍ରେଟର ପ୍ରଦାନ କରାଯାଇଛି। ଏନେଇ ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପି.ଡି.…