କରୋନା ଔଷଧ ୨-ଡିଜିର ପାଉଚ ପିଛା ଦାମ ୯୯୦ ଟଙ୍କା

ନୂଆଦିଲ୍ଲୀ,୨୮।୫: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆର୍‌ଡିଓ) ଏବଂ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ୨-ଡିଜିର ମୂଲ୍ୟ ଶୁକ୍ରବାର ସ୍ଥିର…

ସୁଶାନ୍ତଙ୍କ ଫ୍ଲାଟ୍‌ମେଟ ସିଦ୍ଧାର୍ଥ ଗିରଫ

ମୁମ୍ବାଇ, ୨୮।୫: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ନିଶା କାରବାର ମାମଲାରେ ତାଙ୍କ ଫ୍ଲାଟ୍‌ମେଟ ସିଦ୍ଧାର୍ଥ ପିଠାନିଙ୍କୁ ଶୁକ୍ରବାର ଗିରଫ କରିଛି ନାର୍କୋଟିକ କଣ୍ଟ୍ରୋଲ…

ଟିକା ନେଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ୧୧୮ବର୍ଷୀୟ ବୃଦ୍ଧ

ଶ୍ରୀନଗର,୨୮।୫: କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ପ୍ରକୋପ ମଧ୍ୟରେ ଦେଶରେ ଟିକାକରଣ ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଇତିମଧ୍ୟରେ ଜଣେ ୧୧୮ ବର୍ଷୀୟ ବୃଦ୍ଧ କରୋନା ଟିକା ନେଇ…

ନାରଦା ଷ୍ଟିଙ୍ଗ୍‌ ଅପରେଶନ୍‌ ମାମଲା: ୪ଟିଏମ୍‌ସି ନେତାଙ୍କୁ ଅନ୍ତରୀଣ ଜାମିନ

କୋଲକାତା,୨୮।୫: ନାରଦା ଷ୍ଟିଙ୍ଗ୍‌ ଅପରେଶନ୍‌ ମାମଲାରେ ପଶ୍ଚିମବଙ୍ଗର ୪ଜଣ ଟିଏମ୍‌ସି ନେତାଙ୍କୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ହାଇକୋର୍ଟ ୪ଜଣ ଟିଏମ୍‌ସି ନେତାଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ…

ନୀଳ ନୟନା ଐଶ୍‌ଙ୍କ ପାଇଁ ସଲମାନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଏହି ଅଭିନେତା: ପରେ ଯାହା ଘଟିଲା ସ୍ବପ୍ନରେ ଭାବି ନ ଥିଲେ

ବମ୍ବେ: ଏକଦା ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ି ସଲମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଭିନେତା ବିବେକ ଓବରୟ। ଏହାକୁ ଅନେକ ବର୍ଷ ବିତିଥିଲେ ହେଁ ଅନେକ ସମୟରେ…

୨୯ ବର୍ଷ ପୂର୍ବେ ମୁସଲମାନ ଯୁବତୀଙ୍କ ହାତ ଧରିଥିଲେ ସୁନିଲ ସେଟ୍ଟୀ; ପରିବାରକୁ ବୁଝାଇବାକୁ ଲାଗିଥିଲା ନଅ ବର୍ଷ

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ହାତକୁ ଦୁଇ ହାତ ହୋଇସାରିଥିଲେ ଅଭିନେତା ସୁନିଲ ସେଟ୍ଟୀ। ୧୯୯୧ରେ ମାନାଙ୍କୁ ପ୍ରେମ ବିବାହ କରିଥିଲେ ସୁନିଲ। କୋନେପିୟନ ସି…

ବାହାରୁ ଦେଖିବାକୁ ଅତି ସାଧାରଣ ମମତା ବାନାର୍ଜୀଙ୍କ ଟାଇଲ୍‌ ଛପର ଘର: ଅତିଥି ଭାବେ ଶାହାରୁଖଙ୍କଠାରୁ ଆରମ୍ଭ କରି ବାଜପେୟୀ ବିତାଇଛନ୍ତି ସମୟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିଠାରୁ ଆରମ୍ଭ କରି ନିଜର ସାଧାରଣ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ୨୦୧୧ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ…

ୟାସ୍‌ ସହାୟତା : ଓଡ଼ିଶା ପାଇଁ ୫୦୦ କୋଟି

ଭୁବନେଶ୍ୱର,୨୮।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୧ ହଜାର କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ସେଥିରୁ ଓଡ଼ିଶା ପାଇଁ ୫୦୦…

ରାଶିଫଳ: ଶନିବାର, ମେ ୨୯ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅଧ୍ୟୟନ, ଅଧ୍ୟାପନା, କଳା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ। ପାରିବାରିକ ସ୍ତରରେ ପିଲାଙ୍କ କଥାକୁ ନେଇ ମାନସିକ…

ମୋଦି-ଧନକଡଙ୍କୁ ୩୦ମିନିଟ୍‌ ଅପେକ୍ଷା କରାଇଲେ ମୁଖ୍ୟମନ୍ତ୍ରୀ

କୋଲକାତା,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ମୋଦି ବାତ୍ୟା ୟାସ୍‌ ଯୋଗୁ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକର ଏରିଏଲ୍‌ ସର୍ଭେ…