ଦିନକରେ ପଡ଼ିଲା ୧୦ ଉଇକେଟ୍‌

ଲଡର୍‌ସ, ୧୩।୮- ଲଡର୍‌ସ ଟେଷ୍ଟ ପ୍ରଥମ ଦିନରେ ମାତ୍ର ୩ ଉଇକେଟ ପଡ଼ିଥିବାବେଳେ ଦ୍ୱିତୀୟ ଦିନ ପଡ଼ିଛି ୧୦ ଉଇକେଟ। ପୂରା ଦିନରେ ବୋଲରମାନେ ରାଜୁତି କରିଥିଲେ।…

‘ମତ ଦେବାର ଅଧିକାରରୁ ମୋତେ ବଞ୍ଚିତ କରିଛି ଟୁଇଟର’

ନୂଆଦିଲ୍ଲୀ,୧୩ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ରାହୁଲ କହିଛନ୍ତି, ଟୁଇଟର ତାଙ୍କ ଆକାଉଣ୍ଟକୁ ବ୍ଳକ୍‌ କରି…

ଟି୨୦ ବିଶ୍ୱକପ୍‌ ଦଳରେ ରହିପାରିବେ ୧୫ ଖେଳାଳି

କରାଚୀ, ୧୩।୮- ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପ୍ରତ୍ୟେକ ଅଂଶଗ୍ରହଣକାରୀ ଦଳରେ ୧୫ ଖେଳାଳି ସ୍ଥାନ ପାଇବେ। କୋଚ୍‌ ଓ ସପୋର୍ଟ ଷ୍ଟାଫଙ୍କୁ ମିଶାଇ…

ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ

ବାଉଁଶୁଣୀ,୧୩।୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳରେ କିଛିଦିନ ହେଲା ଚାଲିଥିଲା ସେକ୍ସ ର଼୍ୟାକେଟ। ଗୁରୁବାର ରାତିରେ ପୋଲିସ ପାଟ୍ରୋଲିଂ ବେଳେ ରୁଣ୍ଡିମହୁଲ ଛକ ନିକଟ ରାସ୍ତା ପାର୍ଶ୍ୱ ପଡ଼ିଆରେ…

ପେନସନ ପାଇଁ ଫ୍ରିଜରେ ଲୁଚାଇ ରଖିଥିଲେ ଜେଜେ ବାପା’ଙ୍କ ମୃତଦେହ

ହାଇଦ୍ରାବାଦ,୧୩।୮: ଜେଜେ ବାପା’ଙ୍କ ପେନସନ ଟଙ୍କାରେ ଚାଲୁଥିଲା ଘର। କିନ୍ତୁ କୌଣସି କାରଣରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ସାମ୍ନାକୁ ଆସିଲେ ପେନସନ ଆଉ ମିଳିବ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩, ୨୦୨୧ )

ଭୁବନେଶ୍ୱରର ୟୁନିଟ୍- ୯ ଅଞ୍ଚଳରେ ଜଣେ ରାଖୀ ବ୍ୟବସାୟୀ ରାଖୀଗୁଡିକୁ ସଜାଉଛନ୍ତି   ଆଗକୁ ୨ ଦିନ ଶଟ୍‌ଡାଉନ୍ ହେବାକୁଥିବାରୁ ଭୁବନେଶ୍ୱର ବାପୁଜୀ ନଗର ରୋଡରେ ଟ୍ରାଫିକ୍…

ନାଜାଲ ଭାକ୍ସିନର ଫାଇନାଲ ପରୀକ୍ଷାକୁ ମିଳିଲା ମଞ୍ଜୁରୀ

ହାଇଦ୍ରାବାଦ,୧୩।୮: ଭାରତ ବାୟୋଟେକ୍‌ ପ୍ରସ୍ତୁତ ପ୍ରଥମ ନାଜାଲ କୋଭିଡ୍‌ ଭାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ଶୁକ୍ରବାର ଅନୁମତି ମିଳିଛି। ପୂର୍ବରୁ ୧୮ରୁ ୬୦…

ଚାଇନାର ରାସ୍ତା ଉପରେ ୩.୫ ମିଟର ଉଚ୍ଚରେ ପାଣି

ବେଜିଂ,୧୩।୮: କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଫଳରେ ପ୍ରଦେଶର ସୁଇକ୍ସିଆନ୍‌ କାଉଣ୍ଟିର ଲିଉଲିନ୍‌ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୨୧…

ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା: ଗିରଫର କିଛି ଘଣ୍ଟା ପରେ ମିଳିଲା ଜାମିନ

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର କାନପୁରର ରାସ୍ତା ଉପରେ ୪୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା ଦେବା ଓ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ଘଟଣାରେ ୩ ଜଣଙ୍କୁ…

ଆକ୍ସନ ମୋଡରେ ଏସଟିଏଫ

ନିଶା ବେପାର ଚୋରା ଚାଲାଣର ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏକ କଣ୍ଟେନରରେ ମଧ୍ୟପ୍ରଦେଶକୁ ୨୦ କିଲୋ ଅଫିମ ଚୋରା ଚାଲାଣ ହେଉଥିବା ବେଳେ ଆଜି…