ଯୋଗୀଙ୍କ ଜନସଂଖ୍ୟା ନୀତି ପରେ ଆପତ୍ତି ଉଠାଇଲା ଭିଏଚ୍‌ପି

ଲକ୍ଷ୍ନୌ,୧୨।୭: ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂଆ ଜନସଂଖ୍ୟା ନୀତି ଉପରେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ପ୍ରଶ୍ନ ଉଠାଇଛି। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ…

ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଦୁଇ ଦିନ ମଧ୍ୟରେ ଶେର ବାହାଦୂର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଉ

କାଠମାଣ୍ଡୁ,୧୨ ।୭: ନେପାଳରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନେପାଳ ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଆଦେଶ ଦେଇଛନ୍ତି ଯେ…

୨୦ ବର୍ଷ ଯୁଦ୍ଧ ପରେ ଖାଲିହାତରେ ଫେରୁଛନ୍ତି ଆମେରିକା ସୈନ୍ୟବାହିନୀ, ୬,୩୮୪ ସୈନ୍ୟଙ୍କ ଯାଇଛି ଜୀବନ…

କାବୁଲ/ଓ୍ବାଶିଂଟନ,୧୨।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିବା ଜାରି ରହିଛି। ଏପରିସ୍ଥଳେ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ଆତଙ୍କବାଦୀ ନିଜ କବ୍‌ଜାକୁ ମଧ୍ୟ ନେଇ ସାରିଛନ୍ତି।…

ରଥ ଟଣା ବନ୍ଦ: ରୀତିନୀତି ରେ ପୂଜା ପାଇଲେ ୩ ଠାକୁର

ପୁରୁଷୋତ୍ତମପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ରଥଯାତ୍ରା ବନ୍ଦ ହୋଇଯାଇଥିବା ବେଳେ କେବଳ ପରମ୍ପରା ଅନୁସାରେ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ…

ସୁସ୍ଥ ଶରୀର ଅନ୍ତରାଳେ

ଆମ ଶରୀରଟି ଜଳରେ ଗଢ଼ା ବୋଲି କହିଲେ କିଛି ଭୁଲ ହେବ ନାହିଁ। କାରଣ ଆମ ଶରୀର ଭିତରେ ଯେତେ ରକ୍ତ ପ୍ରବାହିତ ହେଉଛି, ତା’ର ଅଧାଅଧି…

ବିନା ଭକ୍ତରେ କେନ୍ଦୁଝରରେ ଗଡ଼ିଲା ଶ୍ରୀ ବଳଦେବଜୀଉଙ୍କ ରଥ

କେନ୍ଦୁଝର,୧୨ା୭(ସ୍ବ.ପ୍ର.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ମନ୍ଦିର ପରିସରରେ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଓ ବିନା ଭକ୍ତରେ ରୀତି ନୀତି ଅନୁଯାୟୀ…

କ୍ରିକେଟର ଏହି ବିରଳ ରେକର୍ଡ, ଯାହା ଆଜି ବି ରହିଛି ଅତୁଟ

କ୍ରିକେଟରେ ଅନେକ ବଡ ରେକର୍ଡ କରାଯାଇଥିଲା। କିନ୍ତୁ କିଛି ଖେଳାଳିଙ୍କ ଏମିତି ରେକର୍ଡ କରିଛନ୍ତି ଯାହା ଭାଙ୍ଗିବା କଷ୍ଟକର। ଇଂଲଣ୍ଡର ବାମହାତୀ ସ୍ପିନ ବୋଲର ହେଡଲି ଭେରିଟିଙ୍କ…

୧୯ ବର୍ଷ ନାବାଳକ ବି ରହିପାରିବେ ଲିଭ୍‌ଇନ୍‌ରେ…

ଚଣ୍ଡିଗଡ଼,୧୨।୭: ଜଣେ ପ୍ରାପ୍ତ ବୟସ୍କା ଯୁବତୀଙ୍କ ସହିତ ନାବାଳକ ଲିଭ୍‌ଇନ୍‌ରେ ରହିପାରିବେ। ଏନେଇ କୌଣସି ଅସୁବିଧା ନାହିଁ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ଗଡିଲା ଭଉଣୀ ସୁଭଦ୍ରାଙ୍କ ରଥ | Rath Yatra 2021 | Dharitri Live

ନୀତି ସମ୍ପର୍ଣ୍ଣ ହେବା ପରେ , ଆଗେଇ ଚାଲିଛି ସୁଭଦ୍ରାଙ୍କ ଦର୍ପଦଳନ ରଥ । ଘଣ୍ଟର ଘରଘର ନାଦରେ ରଥକୁ ଆଗେଇ ନେଉଛନ୍ତି ସେବାୟତ । ବଳଭଦ୍ରଙ୍କ…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତ୍‌କ୍ଷେପଣ ହେଲା ‘ବ୍ରହ୍ମୋସ’

ବାଲେଶ୍ୱର ଅଫିସ,୧୨ା୭: ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଆଜି ଉତ୍‌କ୍ଷେପଣ ହୋଇଛି ସୁପରସୋନିକ୍‌ କ୍ରୁଜ ମିସାଇଲ ‘ବ୍ରହ୍ମୋସ’। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର। ଶବ୍ଦର ବେଗ…