ସିଏସ୍‌କେ ଆଗରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ

ଆବୁଧାବି,୨୬।୯: ବିସ୍ଫୋରକ ଆରମ୍ଭ ସତ୍ତ୍ୱେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଧାର୍ଯ୍ୟ ୨୦ ଓଭରରେ ୬ ଉଇକେଟ ହରାଇ ୧୭୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ…

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି ଯୋଗୀ

ଲକ୍ଷ୍ନୋ,୨୬।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳ ରବିବାର ସନ୍ଧ୍ୟାରେ ସମ୍ପ୍ରସାରଣ ହେବ। ଏନେଇ ରାଜ୍ୟପାଳ ଆନନ୍ଦିବେନ ପଟେଲ ଲକ୍ଷୋ୍ନରେ ପହଞ୍ଚି ସାରିଛନ୍ତି। ପ୍ରାୟ ୭ରୁ ୮ ଜଣ…

ଉପକୂଳ ଆଡ଼କୁ ମାଡ଼ି ଆସୁଛି ‘ଗୁଲାବ’: ସନ୍ଧ୍ୟା ୬ରୁ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଏବେ ଉପକୂଳମୁହାଁ। ରବିବାର ସନ୍ଧ୍ୟା ୫ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୯୫ କିମି ଏବଂ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୮୫…

୬୫ ଘଣ୍ଟା ମଧ୍ୟରେ ୨୦ ମିଟିଂ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ଶେଷ କରି ରବିବାର ଭାରତ ଫେରିଛନ୍ତି। ୨୨ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ବାହାରିବା ପରେ ପ୍ରଧାନମନ୍ତ୍ରୀ ପ୍ରାୟ ୯୦ ଘଣ୍ଟା…

ଗଜପତିରେ ଧସିଲା ପାହାଡ଼

ପାରଳାଖେମୁଣ୍ଡି,୨୬।୯(ଡି.ଏନ୍‌.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନମାନଗଡ଼ ଓ ଅଜୟଗଡ଼ ରାସ୍ତାର ପାହାଡ ଧସିଥିବା ରବିବାର ଦେଖିବାକୁ ମିଳିଛି। ବର୍ଷା ଯୋଗୁ ଅତଡା ଖସିଥିବା ସୂଚନା…

ଶାଶୁଘରେ ମହାରାଣୀ ଭଳି ରହିଥାନ୍ତି ଏହି ୪ ରାଶିର ଯୁବତୀ; ଟଙ୍କାପଇସାର ଅଭାବ ନ ଥାଏ…

ନାରୀମାନେ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ଅଧିକ ଭଲ ପାଉଥିବା ଶାଶୁଘର ସାଙ୍ଗକୁ ସ୍ବାମୀ ମିଳୁ ବୋଲି ସେମାନଙ୍କର ଇଚ୍ଛା ଥାଏ। ବିବାହ ପରେ ଶାଶୁଘରେ…

ହରିଦାସପୁର ରେଳଷ୍ଟେଶନରେ ଗଣଧାରଣା

ଚଣ୍ଡିଖୋଲ,୨୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ରେଳଷ୍ଟେଶନରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍‌ରେ ଦୀର୍ଘ ଦେଢ଼ ବର୍ଷ…

‘ଗୁଲାବ’କୁ ନେଇ ସତର୍କତା ଜାରି କଲା ପ୍ରଶାସନ: ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ କରାଯିବ ସ୍ଥାନାନ୍ତର

ହିଞ୍ଜିଳିକାଟୁ,୨୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ପୌର ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଗୁଲାବ ମୁକାବିଲା ନିମନ୍ତେ ସତର୍କତା ପ୍ରକାଶ ପାଇଛି। ରବିବାର ଛତ୍ରପୁର ଉପଜିଲାପାଳ…

ପ୍ରେମିକାଙ୍କଠାରୁ ଅଲଗା ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

କାର୍ଲିଫର୍ନିଆ,୨୬।୯: ବିଶ୍ୱରର ଦ୍ୱିତୀୟ ଧନୀ ବ୍ୟକ୍ତି ଏଲୋନ ମସ୍କ ତାଙ୍କ ଗର୍ଲଫ୍ରେଣ୍ଡ ଗ୍ରିମସଙ୍କ ଠାରୁ ଅଲଗା ହୋଇଛନ୍ତି। ପେସାରେ ଗାୟିକା ଗ୍ରିମସ ଏବଂ ସ୍ପେସ ଏକ୍ସ, ଟେସଲାର…

ବାତ୍ୟା ‘ଗୁଲାବ’ ମୁକାବିଲା: ଖୋଲିଲା କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଉପକୂଳମୁହାଁ ‘ଗୁଲାବ’। ଏହି ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ବତନ୍ତ୍ର ସଚିବ ବିଶ୍ୱମୋହନ ରାୟଙ୍କ ଅଫିସ ଚାମ୍ବରରେ…