ଅଧିନାୟକ କୋହଲିଙ୍କ ଆଇପିଏଲ କ୍ୟାରିୟର ଶେଷ

ଶାରଜା,୧୧।୧୦: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟର୍ସରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୪ ଉଇକେଟରେ ହରାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଏହି ପରାଜୟ ସହ…

ବିଳମ୍ବରେ ପହଞ୍ଚିବାରୁ ଝିଅକୁ ପିଟିପିଟି ମାରିଦେଲା ବାପା

ମୋରେନା,୧୧।୧୦: ୧୦ ବର୍ଷୀୟା ଝିଅକୁ ପିଟିପିଟି ହତ୍ୟା କରିଛନ୍ତି ବାପା। ଝିଅର ଭୁଲ ଏତିକି ଯେ, ସେ ନବରାତ୍ରୀ ଇଭେଣ୍ଟରୁ ସାଙ୍ଗମାନଙ୍କ ଖେଳିବା ପରେ ବିଳମ୍ବିତ ରାତିରେ…

ସମୁଦ୍ରରେ ଭାସିଗଲା ହରିଣ

କୋଣାର୍କ,୧୧।୧୦(ଡି.ଏନ୍‌.ଏ.): କୋଣାର୍କସ୍ଥିତ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରୁ ସୋମବାର ଅପରାହ୍ନରେ ଏକ ହରିଣ ପାଣି ପିଇବା ପାଇଁ ସମୁଦ୍ରକୁ ଯାଇ ଭାସି ଯାଇଥିଲା। ସେଠାରେ ଉପସ୍ଥିତ ଲାଇଫ ଗାର୍ଡ…

ଶଯ୍ୟାଶାୟୀଙ୍କୁ ଘରେ ଟିକା

କଟକ ଅଫିସ,୧୧ା୧୦: ବାର୍ଦ୍ଧକ୍ୟ ଜନିତ ହେଉ କିମ୍ବା କୌଣସି ରୋଗରେ ଶଯ୍ୟାଶାୟୀ ଥିଲେ, ସେମାନେ ଘରେ ଟିକା ନେଇପାରିବେ। ଏ ନେଇ ସୋମବାର କଟକ ମହାନଗର ନିଗମ(ସିଏମସି)…

କୋଭିଡ୍‌ ମୃତକଙ୍କ ପରିବାର ପାଇଁ ଖୁସି ଖବର

ଝାରସୁଗୁଡ଼ା ଅଫିସ,୧୧ା୧୦: ଝାରସୁଗୁଡ଼ା ଜିଲାରେ କୋଭିଡ୍‌ରେ ଦୁଇ କରୋନା ଯୋଦ୍ଧା ଖବରଦାତା ଅମଜଦ୍‌ ବାଦଶାହା ଓ ଆଦିତ୍ୟ ସାହୁଙ୍କ ମୃତ୍ୟୁ ଘଟିଥିଲା। ସରକାରଙ୍କ ଘୋଷଣା ଅନୁଯାୟୀ ଉଭୟ…

ଫେସବୁକରେ ପ୍ରେମିକାଙ୍କ ଫଟୋ ଛାଡ଼ି ଗିରଫ ହେଲେ ବିବାହିତ

କୋକସରା,୧୧।୧୦(ଡି.ଏନ.ଏ): ନିଜ ଫେସବୁକ ଆକାଉଣ୍ଟରେ ଜଣେ ନାବାଳିକାଙ୍କ ସହ ନିଜ ଫଟୋକୁ ଏଡିଟ୍‌ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଜଣେ ବିବାହିତ ଯୁବକ। ପୋଷ୍ଟରେ ଯୁବକ…

ଆଇପିଏଲ୍‌ ବେଟିଂ ଧରିଲା ପୋଲିସ

ବ୍ରହ୍ମପୁର ଅଫିସ,୧୧ା୧୦: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ସୋମବାର ପୋଲିସ ଏକ ବଡ଼ ଧରଣର ଆଇପିଏଲ୍‌ କ୍ରିକେଟ୍‌ ବେଟିଂ କାରବାର ଠାବ କରିଛି। ପୋଲିସ ଏହି ର଼୍ୟାକେଟ୍‌…

ପଞ୍ଜାବରୁ ଅଲଗା ହୋଇପାରନ୍ତି ରାହୁଲ

ନୂଆଦିଲ୍ଲୀ,୧୧।୧୦: ଚଳିତ ଆଇପିଏଲ୍‌ ସିଜନରେ ସର୍ବାଧିକ ରନ୍‌ କରିଥିବା ଲୋକେଶ ରାହୁଲ ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜଠାରୁ ଅଲଗା ହୋଇପାରନ୍ତି। ମିଳିଥିବା ସୂଚନା ମୁତାବକ, ସେ ଅକ୍‌ଶନରେ ସାମିଲ…

କୁମାରପୂର୍ଣ୍ଣିମାରେ ଶ୍ରୀମନ୍ଦିର ଯାଇପାରିବେ ଶ୍ରଦ୍ଧାଳୁ

ପୁରୀ ଅଫିସ,୧୧।୧୦: ଦଶହରା, ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିସହ ପୂର୍ବଭଳି ସବୁ ରବିବାର ମଧ୍ୟ ଦର୍ଶନ ବନ୍ଦ…

ଟ୍ରେନ୍‌, ବସ୍‌ରେ ବିଦେଶୀଙ୍କୁ ଭାରତ ମନା

ନୂଆଦିଲ୍ଲୀ, ୧୧।୧୦: କରୋନା ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ଅନ୍ତର୍ଜାତୀୟ ଯାତାୟାତ ବନ୍ଦ ରହିଥିବା ବେଳେ କଟକଣା କୋହଳ କରିବା ନିମନ୍ତେ ଗତ ୭ ତାରିଖରେ ସ୍ବରାଷ୍ଟ୍ର…