ଭାଜପାର କଳାହାଣ୍ଡି ବନ୍ଦ

କଳାହାଣ୍ଡି,୧୯।୧୦: ବେସରକାରୀ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୋଲିସ ବଙ୍ଗୋମୁଣ୍ଡ ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦ…

୧୨ ବର୍ଷୀୟା ଛାତ୍ରୀ ଡିଜାଇନ କରିଥିବା ଜର୍ସି ପିନ୍ଧି ଟି୨୦ ବିଶ୍ୱକପ୍‌ ଖେଳୁଛି ସ୍କଟଲାଣ୍ଡ

ଅଲ ଆମେରାତ,୧୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ସ୍କଟଲାଣ୍ଡ ଦଳର ଜର୍ସିକୁ ଡିଜାଇନ କରିଛନ୍ତି ୧୨ ବର୍ଷୀୟା ଛାତ୍ରୀ ରେବେକା ଡୋନି। ଏଥି ଲାଗି ତାଙ୍କୁ…

ଦଶହରା ଚାନ୍ଦା ମାଗି ୪ ଅଗ୍ନିଶମ କର୍ମଚାରୀ ନିଲମ୍ବିତ

ବ୍ରହ୍ମପୁର ଅଫିସ,୧୯ା୧୦: ଦଶହରା ଚାନ୍ଦା ମାଗିବା ୫ଅଗ୍ନିଶମ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଚାନ୍ଦା ମାଗିବା ଅଭିଯୋଗରେ ବ୍ରହ୍ମପୁରରେ କାର୍ଯ୍ୟରତ ଅଗ୍ନିଶମ ବିଭାଗର ୪ କର୍ମଚାରୀ ଓ ଅନ୍ୟ…

‘ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯିବା ଦରକାର’

ନୂଆଦିଲ୍ଲୀ,୧୯।୧୦: ଆସନ୍ତା ୨୪ ତାରିଖରେ ଚଳିତ ଟି୨୦ ବିଶ୍ୱକପ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ପରିସ୍ଥିତି କାରଣରୁ ମ୍ୟାଚ୍‌କୁ…

ଷ୍ଟୋନ ଅପରେଶନକୁ ଆସି ହରାଇଲେ କିଡ୍‌ନୀ

ଅହମ୍ମଦାବାଦ,୧୯।୧୦: ଗୁଜରାଟର ଏକ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଷ୍ଟୋନ ଅପରେଶନ କରିବା ବଦଳରେ କିଡ୍‌ନୀ କାଢ଼ିନେବା ଘଟଣାରେ ସମ୍ପୃକ୍ତ ହସ୍ପିଟାଲକୁ ୧୧ ଲକ୍ଷ ଜରିମାନା ହୋଇଛି। ୨୦୧୧ରେ…

୬ ପର୍ଯ୍ୟଟକ ସମୁଦ୍ରରେ ଭାସିଗଲେ

ପୁରୀ ଅଫିସ,୧୯।୧୦: ପୁରୀ ସମୁଦ୍ରରେ ମଙ୍ଗଳବାର ୬ ଜଣ ପର୍ଯ୍ୟଟକ ଗାଧୋଉଥିବା ବେଳେ ଭାସିଯାଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୪ଜଣଙ୍କୁ ଉଦ୍ଧାର…

ଟୁଇଟରରେ ଟ୍ରେଣ୍ଡ କରୁଛି #ରିଜେକ୍ଟ_ଜମାଟୋ

ନୂଆଦିଲ୍ଲୀ,୧୯।୧୦: ରିଫଣ୍ଡ ଦାବି କରିବାରୁ ତାମିଲନାଡୁର ଜଣେ ଗ୍ରାହକଙ୍କୁ ହିନ୍ଦୀ ଶିଖିବାକୁ ପରାମର୍ଶ ଦେଇଛନ୍ତି ଜମାଟୋର କଷ୍ଟମର କେୟାର ଅଧିକାରୀ। ସୋସିଆଲ ମିଡିଆରେ ଏହି ଘଟଣା ପ୍ରଚାରିତ…

ହାତୀ ମୃତ୍ୟୁ ନେଇ ସନ୍ଦେହ

ସମ୍ବଲପୁର,୧୯ା୧୦(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଠର୍ଲି ଗ୍ରାମ ନିକଟ ମୁଣ୍ଡେର-ଡୁମ୍ବେରଚୁଅଁା ସଂରକ୍ଷିତ ଜଙ୍ଗଲ ଶାଗୁଆନ ବଣରେ ବନ୍ୟପ୍ରାଣୀକୁ ମାରି ପୋତି ଦେଇଥିବା ନେଇ ସନ୍ଦେହ…

ଭାଜପା ଏମ୍‌ପି ପଦ ଛାଡ଼ିଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ,୧୯।୧୦: ଗାୟକରୁ ରାଜନେତା ପାଲଟିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ଭାଜପା ଟିକେଟରେ ପଶ୍ଚିମବଙ୍ଗର ଆସନସୋଲ ଆସନରୁ…

ଉତ୍ତରାଖଣ୍ଡରେ ମୃତ୍ୟୁର ତାଣ୍ଡବ ଜାରି

ନୂଆଦିଲ୍ଲୀ,୧୯।୧୦: ଲଗାଣ ବର୍ଷା କାରଣରୁ ଉତ୍ତରାଖଣ୍ଡର ବିଭିନ୍ନ ଜିଲାରେ ଦେଖିବାକୁ ମିଳିଛି ମୃତ୍ୟୁର ତାଣ୍ଡବ। ପର୍ଯ୍ୟଟନ ସ୍ଥଳ ଭାବେ ଜଣାଶୁଣା ନେନିତାଲ ସମ୍ପୂର୍ଣ୍ଣ ରୂପେ ବାହ୍ୟ ଯୋଗାଯୋଗରୁ…