ରିଲିଜ ହେଲା ‘ଅନ୍ତିମ’

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସଲମାନ୍‌ ଖାନ୍‌ ଓ ଆୟୁଷ ଶର୍ମାଙ୍କ ଅଭିନୀତ ‘ଅନ୍ତିମ୍‌’(ଦ ଫାଇନାଲ୍‌ ଟ୍ରୁଥ୍‌)ର ଟ୍ରେଲର ରିଲିଜ ହୋଇଛି। ମହେଶ ମଞ୍ଜରେକାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ…

ଉତ୍ତର ଭାରତରେ ଏଥର ହାଡ଼ଭଙ୍ଗା ଶୀତ ପୂର୍ବାନୁମାନ…

ନୂଆଦିଲ୍ଲୀ,୨୬।୧୦: ଏଥର ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ହେବାର ପୂର୍ବାନୁମାନ କରାଯାଇଛି। ଏଠାରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କିମ୍ବା ଏହାଠାରୁ କମ୍‌ ରହିବ ବୋଲି…

ଦାବି ପୂରଣ ପାଇଁ ଘାସ ଚୋବାଇଲେ ଗାଁସାଥୀ

ଭୁବନେଶ୍ୱର,୨୬।୧୦: ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜି ଧାରଣାସ୍ଥଳରେ ପୁଣି ଏକାଠି ହେଲେ ଗାଁସାଥୀ। ଗାଁସାଥୀ(ମେଟ୍‌) କମିଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓଡିଶା ପ୍ରଦେଶର ଶତାଧିକ କର୍ମକର୍ତ୍ତା…

ଅଧିନାୟକଙ୍କ ଆଖିରେ ଲୁହ

ଦୁବାଇ,୨୬।୧୦: ଆଫଗାନିସ୍ତାନ ଟି-୨୦ ବିଶ୍ୱକପ ୨୦୨୧ରେ ଏକ ଜବରଦସ୍ତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୁପର -୧୨ ରାଉଣ୍ଡରେ ଆଫଗାନିସ୍ତାନ ସ୍କଟଲ୍ୟାଣ୍ଡକୁ ୧୩୦ ରନରେ ପରାସ୍ତ କରିଛି।…

ବିକ୍ରି ହେଉନି ହସ୍ତକଳା, ଚିନ୍ତାରେ ପରିବାର

ବେଗୁନିଆ,୨୬।୧୦(ଡି.ଏନ୍‌.ଏ.): ଏବେ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି ହସ୍ତକଳା କାରିଗର। ଅତ୍ୟାଧୁନିକ ସାମଗ୍ରୀର ଚାହିଦା ଓ କରୋନା ମହାମାରୀ ଛଡ଼ାଇ ନେଇଛି ସେମାନଙ୍କର କୁଳବେଉସା। ଖୋର୍ଦ୍ଧା ଜିଲା ବେଗୁନିଆ…

ନିର୍ବାଚନ ଆୟୋଗ, ସରକାରଙ୍କ ଜବାବ ଦାଖଲ

କଟକ ଅଫିସ,୨୬।୧୦: ହାଇକୋର୍ଟରେ ସୋମବାର ପୌର ନିର୍ବାଚନ ବିଳମ୍ବ ମାମଲାର ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କ ଖଣ୍ଡପୀଠ…

ସବୁ ଯାତ୍ରୀବାହୀ ଗାଡ଼ିରେ ରହିବ ଭିଏଲ୍‌ଟିଡି

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜ୍ୟର ସବୁ ଯାତ୍ରୀବାହୀ ଗାଡିରେ ଭିଏଲ୍‌ଟିଡି (ଭେଇକିଲ ଲୋକେଶନ ଟ୍ରାକିଂ ଡିଭାଇସ) ଲାଗିବ। ଓଲା, ଉବେର, ମୋ ବସ୍‌ ଭଳି ଯାତ୍ରୀବାହୀ ଗାଡିଗୁଡିକରେ ଏହି ସୁବିଧା…

ଏବେ ଭାରତ ସହ ସମ୍ପର୍କ ଦୃଢ ବିଷୟରେ ଆଲୋଚନ କରିବା ଭଲ ସମୟ ନୁହେଁ: ଇମ୍ରାନ

ଇସଲାମାବାଦ,୨୬।୧୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ସହ ସମ୍ପର୍କକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସାଉଦି ଆରବର ରାଜଧାନୀ ରିୟାଦରେ ପାକିସ୍ତାନ-ସାଉଦି ଇନଭେଷ୍ଟମେଣ୍ଟ ଫୋରମକୁ…

୧୪ଲକ୍ଷ ଠକି ୩ ଭଉଣୀଭାଇ ଗିରଫ

ଝାରସୁଗୁଡ଼ା ଅଫିସ,୨୬।୧୦: ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ ନିକଟରୁ ୧୪ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୩ ଭଉଣୀଭାଇଙ୍କୁ ଗିରଫ…

ସୀମା ଉଲ୍ଲଂଘନ କରି ତଦନ୍ତ କରୁଛନ୍ତି ଡିଆଇଜି

ପ୍ରଶ୍ନ-୧: ଗିରଫ ଲୋକଙ୍କୁ ଥାନାରେ ରଖାଯାଏ। ପୋଲିସ ବାରାକ କେବଳ କର୍ମଚାରୀଙ୍କ ରହିବା ପାଇଁ ଉର୍ଦ୍ଦିଷ୍ଟ। ଅପରାଧୀଙ୍କୁ ହାତକଡି ପଡିଲାନି କିମ୍ବା ହାଜତରେ ରଖାଗଲାନି। ପୋଲିସ ବାବୁମାନେ…