ପ୍ରେମିକଙ୍କ ପାଇଁ ବିଷ ପିଇଲେ ଯୁବତୀ

ଗୋପାଳପୁର,୧୯ା୧୧(ଡି.ଏନ୍‌.ଏ.): ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଥିବା ଜାଣି ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଗୋଳନ୍ଥରା…

ବଢିଲା ବାୟୁସେନାର ଶକ୍ତି

ଝାନ୍‌ସୀ,୧୯ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତୀୟ ବାୟୁସେନାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଦ୍ୱାରା ନିର୍ମିତ ହାଲୁକା କମ୍ବାକ୍ଟ ହେଲିକପ୍ଟର ପ୍ରଦାନ କରିଛନ୍ତି । ଡିଆରଡିଓ ଦ୍ୱାରା…

ଟସ୍‌ ଜିତି ବୋଲିଂ କରିବ ଇଣ୍ଡିଆ

ରାଞ୍ଚି,୧୯।୧୧: ସ୍ଥାନୀୟ ଜେଏସ୍‌ସିଏ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ…

ଲସ୍ ଆଞ୍ଜେଲସରେ ଜାହ୍ନବୀ

ମୁମ୍ବାଇ: ନିକଟରେ ପିତାଙ୍କ ଜନ୍ମଦିନ ପାଳନ କରିବାକୁ ଦୁବଇ ବୁଲି ଯାଇଥିବା ଜାହ୍ନବୀ କପୁର ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । କିଛିଦିନ ତଳେ ଭଉଣୀ…

ବହୁ କଷ୍ଟରେ ଜିତିଲା ପାକିସ୍ତାନ

ଢାକା,୧୯।୧୧: ସ୍ଥାନୀୟ ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଟି୨୦ ମ୍ୟାଚରେ ପାକିସ୍ତାନ ୪ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ବାଂଲାଦେଶ…

ଭାସୁଥିବା ଡଙ୍ଗାକୁ ଆଣିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୨ ନାବାଳକ

ପୁରୀ ଅଫିସ,୧୯।୧୧: ପୋଖରୀରେ ଭାସୁଥିବା ଡଙ୍ଗାକୁ ଆଣିବାକୁ ଯାଇ ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ପୁରୀ ଜିଲା ନିମାପଡ଼ା ଥାନା ଅଞ୍ଚଳରେ ଘଟିଛି।…

୬ଟି କେକ କାଟି ପତ୍ନୀଙ୍କ ଜନ୍ମଦିନ ପାଳନ କଲେ କମେଡି କିଙ୍ଗ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଗୁରୁବାର ତାଙ୍କ ପତ୍ନୀ ଗିନ୍ନି ଚତରଥଙ୍କ ଜନ୍ମଦିନ ପାଳନ କରିଛନ୍ତି । ଯାହାର ଏକ ଝଲକ ସେ ତାଙ୍କ ସୋସିଆଲ…

ରାଶିଫଳ: ଶନିବାର, ନଭେମ୍ବର ୨୦ ତାରିଖ – Daily Horoscope

ମେଷ ପରିବାରରେ ପରସ୍ପର ପଡୁ ନ ଥିବା ପୁଅ ବୋହୂଙ୍କ କଥା ମନକୁ ବେଶି ଆନ୍ଦୋଳିତ କରିବ। ଏଣେ ପରକୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି କିଛି ସମସ୍ୟା…

କୃଷି ଆଇନ ପ୍ରତ୍ୟାହାରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା

ପ୍ରସିଦ୍ଧ କଙ୍ଗନା ରାଣାୱତ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। କୃଷି ଆଇନ ପ୍ରତ୍ୟାହାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ଲଜ୍ଜାଜନକ ବୋଲି…

ପ୍ରବଳ ବର୍ଷାରେ ଭୁଶୁଡିଲା ଘର, ଚାଲିଗଲା ୯ ଜୀବନ

ଚେନ୍ନାଇ,୧୯।୧୧: ତାମିଲନାଡୁର ଭେଲୋର ଜିଲା ପେରନାମବେଟରେ ଶୁକ୍ରବାର ପ୍ରବଳ ବର୍ଷାରେ ଘର ଭାଙ୍ଗି ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୮ ଜଣ ଆହତ…