ଏହି ଗାର୍ଡେନକୁ ବୁଲିବାକୁ ଗଲେ ଚାଲିଯାଏ ଜୀବନ!

ଦୁନିଆରେ ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି, ଯେଉଁଠାକୁ ଯିବା ମାତ୍ରେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯିବାର ଭୟ ଥାଏ। ଲୋକମାନେ ଏଭଳି କିଛି ସ୍ଥାନର ନାଁ…

ସରକାରଙ୍କୁ ଆମରଣ ଅନଶନ ଧମକ

ଚଣ୍ଡିଗଡ଼,୨୬।୧୧: ଚରନଜିତ ସିଂ ଚାନ୍ନିଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ଅଭିଯାନ ଜାରି ରଖିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ। ଡ୍ରଗ୍ସ ଓ ୨୦୧୫ ଗୁରୁ…

ଟି୨୦ରେ ଇତିହାସ ରଚିଥିବା ମ୍ୟାଚ୍‌

ଦୁବାଇ, ୨୫ା୧୧ (ପି.ଟି.)- ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ପୁରୁଷ ଟି୨୦ କ୍ରିକେଟ ବିଶ୍ୱକପ୍‌କୁ ବିଶ୍ୱବ୍ୟାପୀ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଛନ୍ତି। ଟେଲିଭିଜନ ଜରିଆରେ ଏହି ଇଭେଣ୍ଟକୁ…

ବୟଫ୍ରେଣ୍ଡ ସହ ମିଶି ବାପାଙ୍କୁ ହତ୍ୟା

ବେଙ୍ଗାଲୁରୁ,୨୬।୧୧: ଯୌନ ନିର୍ଯାତନା ଦେଉଥିବା ବାପାଙ୍କୁ ବୟଫ୍ରେଣ୍ଡ ଓ ତାଙ୍କର ୩ ସାଙ୍ଗଙ୍କ ସହାୟତାରେ ହତ୍ୟା କରିଛି ଝିଅ। ଏଭଳି ଘଟଣା ବେଙ୍ଗାଲୁରୁରେ ଘଟିଛି। ମୃତକ ଜଣଙ୍କ…

ମହାନଦୀରେ ୩ ଛାତ୍ର ନିଖୋଜ

କଟକ ଅଫିସ,୨୫।୧୧: ମହାନଦୀକୁ ଗୁରୁବାର ଗାଧୋଇବାକୁ ଯାଇ ୪ ଛାତ୍ର ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ୩ ଜଣ ଏବେବି…

ମହିଳା ଗ୍ରୁପଠାରୁ ଠକିନେଲେ ୮ ଲକ୍ଷ

ନୂଆଗାଁ,୨୫।୧୧(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପୋଲିସ ଠକେଇ ଅଭିଯୋଗରେ ଶୁକ୍ରବାର ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ଯଶୋବନ୍ତୀ ବାରିକ…

କ୍ରିକେଟ ଛାଡ଼ି ଦିଅନ୍ତୁ ଦୁଇ ଟେଷ୍ଟ ସ୍ପେଶାଲିଷ୍ଟ

କାନୁପର, ୨୫।୧୧: ଗୁରୁବାର ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ପ୍ରଥମ ଦିନ ସୁଦ୍ଧା ଭାରତ ୪ ଉଇକେଟ ହରାଇ ୨୫୮ ରନ୍‌ କରିଛି।…

ଇଣ୍ଟରପୋଲ୍‌ ଟପ୍‌ କମିଟିରେ ଭାରତୀୟ

ନୂଆଦିଲ୍ଲୀ, ୨୫।୧୧: ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଗୁରୁବାର ଏସିଆ ମହାଦେଶରୁ ଇଣ୍ଟରପୋଲ କାର୍ଯ୍ୟକାରିଣୀ କମିଟିକୁ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି। ଏହି କମିଟିର ଦୁଇଟି…

କାଟ୍ରିନାଙ୍କ ମେହେନ୍ଦି ଖର୍ଚ୍ଚ ଏତିକି ଟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କେଫ୍‌ ଏବଂ ଅଭିନେତା ଭିକି କୌଶଲ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହାନ୍ତରେ ରାଜସ୍ଥାନର ଏକ…

କଳିଙ୍ଗରେ ଗୋଲ ବର୍ଷା: କାନାଡ଼ାକୁ ୧୩-୧ରେ ହରାଇଲା ଭାରତ

ଭୁବନେଶ୍ୱର,୨୫।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଗୁରୁବାର ଗୋଲ ବର୍ଷା ହୋଇଛି। ଗୋଟିଏ ଦିନରେ ୭୦ଟି ଗୋଲ ହୋଇଥିବାବେଳେ…