ଉପମୁଖ୍ୟମନ୍ତ୍ରୀଙ୍କୁ ଧରି କାନ୍ଦିଲେ ଛାତ୍ରୀ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ ସରକାରଙ୍କ ବିଜ୍‌ନେସ୍‌ ବ୍ଲାଷ୍ଟର କାର୍ଯ୍ୟକ୍ରମ ସହିତ ସରକାରୀ ବିଦ୍ୟାଳୟର ଛାତ୍ରୀମାନେ ସଶକ୍ତ ହୋଇ ଆତ୍ମନିର୍ଭରଶୀଳ ହୋଇଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର ଏକ…

ଦେଶରେ ୬୦ ପ୍ରତିଶତରୁ ଅଧିକଙ୍କୁ କରୋନା ଟିକାର ଉଭୟ ଡୋଜ୍‌…

ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ମହାମାରୀ ଲଢ଼େଇରେ ଜାରି ରହିଥିବା ଟିକାକରଣରେ ଭାରତକୁ ବଡ଼ ସଫଳତା…

କାଠ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ ଜବତ,୨ ଗିରଫ

ପୋଲସରା,୨୩।୧୨(ଡି.ଏନ୍‌.ଏ.): ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ପୋଲସରା ବନବିଭାଗ ପକ୍ଷରୁ ବୁଧବାର ରାତିରେ ଏକ କାଠ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନକୁ ଜବତ କରାଯାଇଛି। ସୂଚନାଯୋଗ୍ୟ, ଏକ ନିଳ…

ଆସିଲା ଗାଇଡ୍‌ଲାଇନ୍‌; କଟକଣାରେ ପାଳିତ ହେବ ଖ୍ରୀଷ୍ଟମାସ-ନୂଆବର୍ଷ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚଛି। ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ପର୍ବପର୍ବାଣୀ ପାଳନ ଓ ଲୋକ ଗହଳି ଉପରେ ବିଏମ୍‌ସିି କମିଶନର…

ହକର୍‌ଙ୍କଲାଗି ସ୍ବତନ୍ତ୍ର କୋଭିଡ୍‌ ସହାୟତାର ଶୁଭାରମ୍ଭ; ପ୍ରତ୍ୟେକ ପାଇବେ…

ଭୁବନେଶ୍ବର,୨୩।୧୨(ବ୍ୟୁରୋ): ହକରଙ୍କୁ ମିଳିଲା ହକ୍‌ । ରାଜ୍ୟରେ ପଞ୍ଜୀକୃତ ହକରଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସହାୟତାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ତଦନୁଯାୟୀ ପ୍ରତ୍ୟେକ…

ସଚିନ ଗାଇଲେ ଗୀତ, ଭାଇରାଲ ହେଉଛି ଭିଡିଓ

କଂଗ୍ରେସ ନେତା ସଚିନ ପାଇଲଟ ରାଜ କପୁରଙ୍କ ଲୋକପ୍ରିୟ ଗୀତ ‘ଜିନା ୟାହଁା ମର୍‌ନା ୟାହାଁ’ଗାଇଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆରେ…

ଠକ ଦମ୍ପତିଙ୍କ ଟଙ୍କା, ସୁନା ଜବତ

ଅନୁଗୋଳ ଅଫିସ, ୨୩।୧୨: ଅନୁଗୋଳର କେତେଜଣ ଯୁବକଙ୍କୁ ଏକ କମ୍ପାନୀରେ ଚାକିରି ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଦମ୍ପତି ଚୈତାଳୀ…

ଜିଲା ଅଦାଲତରେ ବିସ୍ଫୋରଣ, ୨ ମୃତ, ୫ରୁ ଅଧିକ ଆହତ…

ଲୁଧିୟାନା, ୨୩।୧୨: ପଞ୍ଜାବର ଲୁଧିୟାନା ଜିଲା ଅଦାଲତରେ ଗୁରୁବାର ବିସ୍ଫୋରଣ ଘଟିଛି। ଅଦାଲତର ଦ୍ୱିତୀୟ ମହଲାରେ ବିସ୍ଫୋରଣ ଘଟିବାରୁ ଲୋକେ ଭୟରେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ଫଳରେ…

ପୋଲିସବାବୁଙ୍କ ଚୌକିରେ ପରିସ୍ରା

ଛେଣ୍ଡିପଦା,୨୩।୧୨(ସ୍ବ.ପ୍ର.) ତହସିଲ ପ୍ରଶାସନ ଅଭିଯୋଗ ନ ରଖିବାରୁ ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ପଶି ଉନ୍ମତ୍ତକାଣ୍ଡ ଭିଆଇଛନ୍ତି ଖମାର ଗଁାର ଭାସ୍କର ସାହୁ।…

ବନ ବିଭାଗର ନାଲିଆଖିରେ ମତ୍ସ୍ୟଜୀବୀ ଅତିଷ୍ଠ

ଅନୁଗୋଳ ଅଫିସ, ୨୩।୧୨:  ଅନୁଗୋଳ ଜିଲା ସାତକୋଶିଆ ମହାନଦୀ ଗଣ୍ଡ ଅଞ୍ଚଳରେ ମାଛଧରି ପରିବାର ପ୍ରତିପୋଷଣ କରୁଥିବା ମତ୍ସ୍ୟଜୀବୀଙ୍କୁ ବନ ବିଭାଗର ବାରମ୍ବାର ନାଲିଆଖି ଅତିଷ୍ଠ କରୁଛି। ମାଛ…