ଭୁବନେଶ୍ୱର, ୭।୧୧ (ବ୍ୟୁରୋ): ଶ୍ରମିକ ହାଟକୁ ମିଳିବ ଛାତ। ସ୍ଥାୟୀ ବିଶ୍ରାମ ଘରେ ପଙ୍ଖା ସହିତ ବିଶୁଦ୍ଧ ପାନୀୟ ମଧ୍ୟ ମିଳିବ। ପ୍ରାଥମିକ ଭାବେ ରାଜଧାନୀ ଭୁବନେଶ୍ୱରରେ…
ବନ୍ତ,୭।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ସିଆର୍ପିଏଫ୍ରେ ଚାକିରି କରାଇ ଦେବାକୁ କହି ବହୁ ବେକାର ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ ପୋଲିସ…
ଯାଜପୁର ଅଫିସ/ଜେନାପୁର(ଡି.ଏନ.ଏ.),୭ା୧୧: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟୋଜିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି) ଅଧିକାରୀମାନେ ଯାଜପୁର ଜିଲା ପାଇଁ ଆଖି ବୁଜିଦେଇଛନ୍ତି। ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ…
ନୂଆଦିଲ୍ଲୀ,୭।୧୧: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସ୍ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଏଲନ୍ ମସ୍କଙ୍କ ସମ୍ପତ୍ତି ବର୍ତ୍ତମାନ ୩୦୦ ବିଲିୟନ ଟପିଯାଇଛି।…
ଯାଜପୁର ଅଫିସ,୭ା୧୧: ଯାଜପୁର ଜିଲାର ଯାଜପୁର ପୌରାଞ୍ଚଳରେ ବିକାଶ ଚାଲିଥିବା ବେଳେ ଓ ବ୍ୟାସନଗର ପୌରାଞ୍ଚଳରେ ତାହା ନାହିଁ। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର…
ସମ୍ବଲପୁର, ୭।୧୧(ବ୍ୟୁରୋ): ହାତୀ ପାଇଁ ବିପଦ ହାତୀ ଚଲାପଥ। ଅଣ୍ଡରପାସ୍ ନିର୍ମାଣ ନ କରି ରାସ୍ତା ଉପରେ ହାତୀ ଚଲାପଥ ନିର୍ମାଣ କରିବାରୁ ହାତୀ ସହିତ ଅନ୍ୟ…
ବିଶୋଇ, ୭।୧୧(ଡି.ଏନ.ଏ.): ଜମି ବିବାଦକୁ କେନ୍ଦ୍ର କରି ଅନ୍ତିମ ସଂସ୍କାର କରାଇ ନ ଦେବାରୁ ଗ୍ରାମରେ ଜଣେ ବୃଦ୍ଧାଙ୍କ ମୃତଦେହ ୨୪ ଘଣ୍ଟା ପଡ଼ିରହିଲା। ଶେଷରେ ପୋଲିସ…
ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୩୫୭ କୁ ବୃଦ୍ଧି ପାଇଛି।…
ପୁରୀ ଅଫିସ,୭।୧୧: ଓଡ଼ିଶାର ସ୍ବନାମଧନ୍ୟ ବିଶିଷ୍ଟ ହାସ୍ୟ ବ୍ୟଙ୍ଗ ସାହିତ୍ୟିକ ମୋହନ ଦାସ ରତିକାନ୍ତ ରାଓ(୯୩)ଙ୍କ ଶୁକ୍ରବାର କୁଣ୍ଢେଇବେଣ୍ଟ ସାହିସ୍ଥିତ ପଞ୍ଚଚଉରା ନିକଟ ବାସଭବନରେ ପରଲୋକ ହୋଇଛି।…
ଦାରିଙ୍ଗବାଡ଼ି,୭ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ହଠାତ୍ ପାରଦ ତଳମୁହାଁ ହୋଇଛି। ଶନିବାର ପାରଦ ୧୩ ଡିଗ୍ରୀ ରହିଥିବା ବେଳେ ରବିବାର ପାରଦ ଖସି ୯.୫ଡିଗ୍ରୀ ରହିଥିବା…