ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୬୯କୁ ବୃଦ୍ଧି ପାଇଛି। ମୃତକ ଜଣକ ବଲାଙ୍ଗୀର ଜିଲାର। ତେବେ ଆଜି…

ଲୋନ୍‌ ନ ଦେବାରୁ ବ୍ୟାଙ୍କ ଜାଳି ଦେଲେ

ହାଭେରି(କର୍ନାଟକ),୧୧।୧: ଲୋନ ଆପ୍ଲିକେଶନ ପ୍ରତ୍ୟାଖ୍ୟାନ ଯୋଗୁ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟକ୍ତି ବ୍ୟାଙ୍କ୍‌ ଜାଳି ଦେଇଛନ୍ତି। ଏଭଳି ଘଟଣା ରବିବାର କର୍ନାଟକର ହାଭେରି ଜିଲାରେ ଘଟିଛି। କାଜିନେଲି…

କେଶ ସମସ୍ୟା ଓ ସମାଧାନ

ଡା. ସଚ୍ଚିଦାନନ୍ଦ ଶତପଥୀ କେଶ ହେଉଛି ମଣିଷ ଦେହର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ମସ୍ତକର ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହିତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ।…

୨୮ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ପହଞ୍ଚିଲା ଓମିକ୍ରନ୍‌…

ନୂଆଦିଲ୍ଲୀ, ୧୧।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶର…

କଇଁଛ ଖେଳୁଛି ଫୁଟବଲ୍‌, ଭିଡିଓ ଦେଖିଲେ କହିବେ ବାଃ ବାଃ

କଇଁଛ ଖେଳୁଛି ଫୁଟବଲ୍‌, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ କଇଁଛ ଫୁଟବଲ ଖେଳୁଥିବା…

ଭିଜିଲାନ୍ସ ଜାଲରେ କନଷ୍ଟେବଳ: ଦୀର୍ଘ ଦିନରୁ ଥିଲେ ସ୍କାନରରେ

ବାରିପଦା ଅଫିସ,୧୧।୧: ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ପୋଲିସ କନଷ୍ଟେବଳଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। କନଷ୍ଟେବଳ ଜଣକ ହେଲେ ନୀହାର ରଞ୍ଜନ…

୧୨ରୁ ଭିତରକନିକାରେ ପକ୍ଷୀ ଗଣନା

କେନ୍ଦ୍ରାପଡା ଅଫିସ,୧୧।୧: ଭିତରକନିକାରେ ପକ୍ଷୀ ଗଣନା ବୁଧବାର ଠାରୁ ଆରମ୍ଭ ହେବ । ଏଥିପାଇଁ ୧୬ଟି ଟିମ୍‌ ନିୟୋଜିତ ହେବେ। ପ୍ରତିଟି ଟିମ୍‌ରେ ୪ ରୁ ୫…

ସ୍ଥିତି ଅଣାୟତ୍ତ…

ନୂଆଦିଲ୍ଲୀ, ୧୧।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ…

ରାଜଧାନୀର ଆଉ ୧୨ ଅଞ୍ଚଳ କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ଦୃତ ଗତିରେ ବଢୁଛି । ଏନେଇ ବିଏମ୍‌ସି ପକ୍ଷରୁ ଜୋରଦାର କଟକଣା କରାଯାଉଛି। ତେବେ ରାଜଧାନୀର ଆଉ ୧୨ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ…

ଚିନ୍ତା ବଢାଇଲାଣି କରୋନା, ହୁ ହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୭୦୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌।…