ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: କଲେଜ ନିକଟ ରାସ୍ତା କଡ଼ରୁ ମିଳିଲା ମୃତଦେହ

ପାଟଣା,୨୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ମାଟିଆଗୁନି ରାସ୍ତାର କଲେଜ ନିକଟ ରାସ୍ତା କଡ଼ ବିଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ପୁଣି ଭାରତକୁ ଝଟକା ଦେଲେ ଟ୍ରମ୍ପ: ଫିଲ୍ମ ଉପରେ ୧୦୦% ଟାରିଫ୍

ନୂଆଦିଲ୍ଲୀ,୨୯।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଘୋଷଣା କରିଛନ୍ତି ଯେ, ଆମେରିକା ବାହାରୁ ନିର୍ମିତ ସମସ୍ତ ଫିଲ୍ମ ଉପରେ ୧୦୦% ଟାରିଫ୍‌ ଲାଗୁ କରାଯିବ। ଟ୍ରମ୍ପ…

ଭାରତୀୟ ପରିବାରର ସମ୍ପତ୍ତି ୨୦୨୪ରେ ୧୪.୫% ବୃଦ୍ଧି ପାଇଛି, ଗତ ୮ ବର୍ଷରେ ସର୍ବାଧିକ: ରିପୋର୍ଟ

ନୂଆଦିଲ୍ଲୀ,୨୯।୯: ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବଜାରଗୁଡ଼ିକ ମଧ୍ୟରୁ ଗୋଟିଏ ଭାବେ ଉଭା ହୋଇଛି। ଏକ ରିପୋର୍ଟ ୨୦୨୫ ଅନୁଯାୟୀ, ୨୦୨୪ରେ ଭାରତୀୟ…

ଘୁମୁସର ଉତ୍ତର ବନଖଣ୍ଡରେ ୫୨ ହାତୀ: ଲୋକେ ସେଲ୍‌ଫି ନେବାକୁ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ସୋମବାର ସୁଧା ୫୨ଟି ହାତୀଥିବା ଜଣାପଡିଛି। ସନ୍ଧ୍ୟା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ…

ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ସେପ୍ଟେମ୍ବର ଆଗରୁ ନେବାକୁ ପଡ଼ିବ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ,୨୯।୯: କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କୁ ଜାତୀୟ ପେନସନ ବ୍ୟବସ୍ଥା (ଏନପିଏସ)ରେ ରହିବା କିମ୍ବା ଯୁକ୍ତ ପେନସନ ବ୍ୟବସ୍ଥା (ୟୁପିଏସ)କୁ ବାଛିବା ପାଇଁ ୩୦ ସେପ୍ଟେମ୍ବର ୨୦୨୫ ଶେଷ…

ମୋଦିଙ୍କ ଟୁଇଟ୍‌କୁ ନେଇ ମୁହଁ ଖୋଲିଲେ ସୂର୍ଯ୍ୟକୁମାର: ନେତାଙ୍କୁ ଫ୍ରଣ୍ଟ ଫୁଟରେ ବ୍ୟାଟିଂ କରିବା ଦେଖି..

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆ କପ ୨୦୨୫ ଫାଇନାଲରେ ଭାରତର ବିଜୟ ଉପରେ ଏକ ଟୁଇଟ୍‌ କରିଥିଲେ। ଏହା ପାକିସ୍ତାନକୁ କ୍ରୋଧିତ କରିଥିଲା। ପ୍ରଧାନମନ୍ତ୍ରୀ ମୋଦି…

‘ପ୍ଲେୟାର ଅଫ ଦ ଟୁର୍ନାମେଣ୍ଟ’ ଅଭିଷେକ ଶର୍ମାଙ୍କୁ ଉପହାରରେ ମିଳିଲା କାର୍‌, ମୂଲ୍ୟ ଜାଣିଲେ…

ନୂଆଦିଲ୍ଲୀ,୨୯।୯: ଭାରତୀୟ ଦଳ ଏସିଆ କପ ୨୦୨୫ ଜିତିଛି, କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଟ୍ରଫି ପାଇନାହାନ୍ତି। ସେପ୍ଟେମ୍ବର ୨୮ ତାରିଖରେ ଭାରତ-ପାକିସ୍ତାନ ଫାଇନାଲ ପରେ ମ୍ୟାଚ ପରବର୍ତ୍ତୀ…

ବିଜୟଙ୍କ ରାଲି ବେଳେ ଦଳାଚକଟା: ଚାଲିଗଲା ୪୧ ଜଣଙ୍କ ଜୀବନ, ପୋଲିସ କହିଲା…

ନୂଆଦିଲ୍ଲୀ,୨୯।୯: ତାମିଲନାଡୁର କରୁରରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଦଳାଚକଟାରେ ୪୧ ଜଣ ପ୍ରାଣ ହରାଇଛନ୍ତି। ଅଭିନେତା ଏବଂ ଟିଭିକେ ମୁଖ୍ୟ ବିଜୟଙ୍କ ଦ୍ୱାରା ଆୟୋଜିତ ଏକ…

କେନ୍ଦ୍ର ସରକାରଙ୍କ ପିଏମ ଇ-ଡ୍ରାଇଭ୍ ଯୋଜନା: ମିଳିବ ୨୦୦୦ କୋଟି ଟଙ୍କାର ସବସିଡି

ନୂଆଦିଲ୍ଲୀ,୨୯।୯: କେନ୍ଦ୍ର ସରକାର ପିଏମ ଇ-ଡ୍ରାଇଭ ଯୋଜନା ଅଧୀନରେ ସହର ଓ ରାଜପଥଗୁଡ଼ିକରେ ଇଲେକ୍ଟ୍ରିକ ଯାନ ଚାର୍ଜିଂ ଭିତ୍ତିଭୂମି ବିକାଶ ପାଇଁ ୨୦୦୦ କୋଟି ଟଙ୍କାର ସବସିଡି…

ପୂଜା ପାଇ ଟ୍ବିନସିଟିରେ ସୁରକ୍ଷା କଡ଼ାକଡି

ଭୁବନେଶ୍ୱର,୨୯।୯: ପାର୍ବଣ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଟ୍ବିନସିଟି କଟକ-ଭୁବନେଶ୍ୱର ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ…