ଟୋକିମରା ପର୍ବ ପାଇଁ ଗାଁରୁ ସହର ଚଳଚଞ୍ଚଳ: ମାଟି ମାତାଙ୍କ ସନ୍ତୁଷ୍ଟି ପାଇଁ ଆସନ୍ତା ୨୮ରେ…

ଥୁଆମୂଳ ରାମପୁର,୧।୧୨-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ମା’ମାଟି, ମା’ମାଟି ଦେବତାଙ୍କର ପୂଜା ସକାଶେ ଗାଁ ଠାରୁ ସହର ଏବେଠୁ ଚଳଚଞ୍ଚଳ ହେଲାଣି। ଆଦିବାସୀମାନଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ …

ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିନ୍ଦୂରପୁର ଗ୍ରାମର ବାପୁନା ନାୟକ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦାମୋଦର ନାୟକଙ୍କୁ…

ଜଗନ୍ନାଥଙ୍କ ଅବକ୍ଷୟ ମୂର୍ତ୍ତି ପୂଜା କଲେ ଘୁମୁସରର କ୍ଷତି ହେବ: ମନ୍ଦିର ପରିଦର୍ଶନରେ ଆସି ଏମିତି କହିଲେ ପୁରୀର…

ଭଞ୍ଜନଗର,୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଭଞ୍ଜ ରାଜବଂଶର ରାଜଧାନୀ ଥିଲା। ଘୁମୁସରରେ ଭଞ୍ଜ ରାଜବଂଶ ହଜାରେ ବର୍ଷ ଶାସନ କରିଥିଲେ। ଏହି…

ମନରେଗା ଅତିରିକ୍ତ ସହାୟତା ଅବଧି ବଢ଼ାଇଲେ ଓଡିଶା ସରକାର: ଏହିବର୍ଷ ଯାଏଁ ଲାଗୁ ହେବ

ଭୁବନେଶ୍ୱର,୧।୧୨: ଗ୍ରାମାଞ୍ଚଳରେ ଜୀବିକା ସୁଦୃଢ଼ କରିବା ଏବଂ ଶ୍ରମିକମାନଙ୍କ ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଲକ୍ଷ୍ୟରେ ଓଡିଶା ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି…

ଜିଏସ୍‌ଟି ହାର ହ୍ରାସର ପ୍ରଭାବ: ନଭେମ୍ବରରେ ସଂଗ୍ରହ ୧.୭୦ ଲକ୍ଷ କୋଟି

ନୂଆଦିଲ୍ଲୀ,୧।୧୨: ନୂତନ ପିଢ଼ିର ଜିଏସ୍‌ଟି ଟିକସ ସଂସ୍କାରରେ ହାର ହ୍ରାସ ହେବା ପରେ ଏହାର ପ୍ରଭାବ ପରୋକ୍ଷ ଟିକସ ସଂଗ୍ରହ ଉପରେ ପଡ଼ିଛି। ନଭେମ୍ବର ମାସରେ ଜିଏସ୍‌ଟି…

ପାରଳାଖେମୁଣ୍ଡି ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବିଧାନସଭାରେ ସରକାରଙ୍କ ପ୍ରତିଶ୍ରୁତି

ଗଜପତି,୧।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ବହୁ ପ୍ରତୀକ୍ଷିତ ବାଇପାସ୍ ରାସ୍ତା ନିର୍ମାଣ ପ୍ରସଙ୍ଗରେ ସୋମବାର ଓଡିଶା ବିଧାନସଭାରେ ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।…

ବିଶ୍ୱରେ ଚହଳ: ଭାରତ ଆସି ବଡ଼ ଡିଲ୍‌ କରିବେ ପୁଟିନ୍‌! ଶୁଣିଲେ ପାକିସ୍ତାନ-ଚାଇନାର ନିଦ ହଜିବ…

ନୂଆଦିଲ୍ଲୀ,୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଭାରତ ଗସ୍ତ ପୂର୍ବରୁ, ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତିକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। କ’ଣ ଭାରତ ରୁଷିଆ…

ମିଳିଲା ବିରାଟ ରିହାତି: ପୁଣି ରୁଷିଆ ତେଲ କିଣିଲେ ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ,୧।୧୨: ରୁଷିଆରୁ ଆସୁଥିବା ଅଶୋଧିତ ତୈଳ ଉପରେ ଅଧିକ ରିହାତି ମିଳିବା ଏବଂ ପ୍ରଚୁର ପରିମାଣରେ ଅଣ-ନିଷିଦ୍ଧ ବିକ୍ରେତାଙ୍କଠାରୁ ଯୋଗାଣ ଯୋଗୁଁ ଭାରତର ରାଷ୍ଟ୍ରାୟତ୍ତ ତୈଳ ବିଶୋଧନାଗାର…

ବଦଳିଲା ରାଜ ଭବନ ନାଁ, ହେଲା ଲୋକ ଭବନ

ଭୁବନେଶ୍ୱର,୧।୧୨: ଓଡ଼ିଶାର ରାଜ ଭବନର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଭୁବନେଶ୍ୱର ଓ ପୁରୀସ୍ଥିତ ରାଜ ଭବନକୁ 'ଲୋକ ଭବନ' ଭାବରେ ନାମିତ କରାଯାଇଛି। କେନ୍ଦ୍ର ଗୃହ…

ବିଶ୍ୱ ଏଡସ୍ ଦିବସ: ରାମଜୀ କଲେଜରେ ସଚେତନତା ସଭା, ଶୋଭାଯାତ୍ରା ଅନୁଷ୍ଠିତ

ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ କଲେଜ ପରିସରରେ ସୋମବାର ଦିନ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି।…