କମିନି କରୋନା, ରୁହ ସତର୍କ, ଜାତିସଂଘ ମହାସଚିବଙ୍କ ଚେତାବନୀ…

ଜେନେଭା, ୯।୪ : କରୋନା ଭାଇରସ ଅନେକ ଦେଶରେ ଏବେ ବି ବିପଦ ସୃଷ୍ଟି କରୁଛି। ହାରାହାରି, ପ୍ରତି ଚାରି ମାସରେ ନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେଉଛି।…

‘ବିଦେଶୀ ଷଡ଼ଯନ୍ତ୍ର’ ଯାଞ୍ଚ ପାଇଁ ଆୟୋଗ ଗଠନ ପୂର୍ବରୁ ମନା କଲେ ଅଧିକାରୀ

ଇସଲାମାବାଦ,୯ା୪: ପାକିସ୍ତାନର ପୂର୍ବତନ ବରିଷ୍ଠ ଅଧିକାରୀ ଇମ୍ରାନ ଖାନ୍‌ଙ୍କ ନେତୃତ୍ୱାଧୀନ ସରକାରକୁ ହଟାଇବା ପାଇଁ ଏକ ‘ଷଡଯନ୍ତ୍ର’ର ଯାଞ୍ଚ ପାଇଁ ଫେଡେରାଲ କ୍ୟାବିନେଟ ଗଠନ କରିଥିବା ଆୟୋଗର…

ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷା

ଇସଲାମାବାଦ,୯ା୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ଶାହିନ-୩ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏକ ରିପୋର୍ଟ ଅନୁଯାୟୀ ଶନିବାର ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଏହାର…

ରାଶିଫଳ: ରବିବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜି ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି, କିନ୍ତୁ ଅର୍ଥ ସଂକଟ ମଧ୍ୟରେ ଗତି କରିବାକୁ ହିଁ ପଡ଼ିବ। ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ସାୟାହ୍ନେ…

ସାଲିଆ ସାହିରେ ରହୁଥିବା ଶାଳୀ ଘରେ ଲୁଚାଇଥିଲେ ୧.୪୧ କୋଟି ଟଙ୍କା, ୩୫ ଭରି ସୁନା

ଭୁବନେଶ୍ୱର,୯।୪(ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପତ୍ତି ତାଲିକା…

କରୋନା ଟିକା ଦାମ୍‌ କମିଲା…

ନୂଆଦିଲ୍ଲୀ, ୯।୪ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଭାରତ ବାୟୋଟେକ ପକ୍ଷରୁ କରୋନା ଟିକାର ବୁଷ୍ଟର ଡୋଜର ଦାମ୍‌ ହ୍ରାସ କରିବାକୁ ଘୋଷଣା କରାଯାଇଛି।…

ଟସ୍‌ ଜିତିଲା ଏସ୍‌ଆର୍‌ଏଚ୍‌, ପ୍ରଥମେ ବୋଲିଂ…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍‌ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିପକ୍ଷରେ ସନରାଇଜର୍ସ (ଏସ୍‌ଆର୍‌ଏଚ୍‌) ଜିତି ପ୍ରଥମେ…

୫୦୦ ଟନ୍‌ର ଲୁହା ପୋଲ ଚୋରି, ଅଫିସର ଭାବେ ପରିଚୟ ଦେଇଥିଲେ ଚୋର…

ରୋହତାସ, ୯।୪ : ବିହାରର ରୋହତାସ ଜିଲାରେ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନକଲି ଅଫିସର ଭାବରେ ନିଜକୁ ପରିଚୟ ଦେଇ ଚୋରମାନେ ୬୦…

କନ୍‌ଭେୟର ବେଲ୍ଟରେ ଚାପିହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ; ବିକ୍ଷୋଭ ପରେ ମିଳିଲା ୯ ଲକ୍ଷର କ୍ଷତିପୂରଣ

ବଣାଇଁ,୯।୪(ସ୍ବ.ପ୍ର.)- ସୁନ୍ଦରଗଡ ଜିଲା ବଣାଇ ଥାନାର ବାର୍ହାମୂଷାଠାରେ ଥିବା ଏସ୍‌ଏମ୍‌ଆଇପିଏଲ୍‌ ସ୍ପଞ୍ଜ କାରଖାନାରେ କାମ କରୁଥିବା ବେଳେ କନଭେୟର ବେଲ୍ଟରେ ଚାପିହୋଇ ଶନିବାର ସକାଳେ ଜଣେ ଶ୍ରମିକଙ୍କର…

କାନାଡ଼ାରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ,୯।୪: କାନାଡ଼ାର ଟରଣ୍ଟୋସ୍ଥିତ ମେଟ୍ରୋ ରେଳଷ୍ଟେଶନର ପ୍ରବେଶ ପଥରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ କାର୍ତ୍ତିକ ବାସୁଦେବ ବୋଲି ପୋଲିସ ସ୍ପଷ୍ଟ କରିଛି।…