କ’ଣ ଦୁବାଇରେ କରିବେ ନିର୍ବନ୍ଧ? ଅର୍ଶୀ କହିଲେ…

ବମ୍ବେ: ଦେଶ ନୁହେଁ ବିଦେଶରେ ନିର୍ବନ୍ଧ କରିବାକୁ ମନ। ଏଥିପାଇଁ ଦୁବାଇକୁ ବାଛିଛନ୍ତି ବିଗ୍‌ ବସ୍‌ ଫେମ୍‌ ଅର୍ଶୀ ଖାଁ। କିଛି ଏଭଳି ଚର୍ଚ୍ଚା କିଛି ଦିନ…

ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ଖର୍ଚ୍ଚ ହୋଇଛି ୯୦୦୦ କୋଟିରୁ ଅଧିକ…

ନୂଆଦିଲ୍ଲୀ, ୩୦।୪ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ କେନ୍ଦ୍ର ସରକାର ୨୦୨୧ ପର୍ଯ୍ୟନ୍ତ ସୁରକ୍ଷା ପାଇଁ ୯,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।…

ଅଂଶୁଘାତ ନେଲା ବୃଦ୍ଧଙ୍କ ଜୀବନ, ସହାୟତା ପାଇଁ ଦାବି

ନୟାଗଡ଼ ଅଫିସ,୩୦।୪: ଅଂଶୁଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ରଣପୁର ବ୍ଲକ୍‌ ବଳଭଦ୍ରପୁର ପଞ୍ଚାୟତ ଲେଖପଡ଼ା ଗାଁରେ। ଗାଁର ୬୪…

ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୧୨,୭୮,୭୯୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୭୯୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ…

ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୭୧…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୩ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଗୁଜରାଟ ଟାଇଟନ୍ସ(ଜିଟି) ବିପକ୍ଷରେ ଟସ ଜିତି ପ୍ରଥମେ…

‘ଛୋଲେ ଭଟ୍ଟୁରେ’ ଦେଖିଲେ ପାଟିରୁ ଲାଳ ବାହାରେ

ନୂଆଦିଲ୍ଲୀ,୩୦।୪: ପୂର୍ବ ଅଧିନାୟକ ବିରାଟ କୋହଲି କ୍ରିକେଟ ସହ ଫିଟ୍‌ନେସ୍‌କୁ ନେଇ ପ୍ରଶଂସକଙ୍କ ପାଇଁ ପ୍ରେରଣା। ଭାରତର ଯୁବ କ୍ରିକେଟରମାନେ କୋହଲିଙ୍କୁ ଦେଖି ତାଙ୍କ ଭଳି ଫିଟ୍‌ନେସ୍‌…

ଶିକ୍ଷାନୁଷ୍ଠାନରେ ଓଡ଼ିଆରେ ଲେଖାଯିବ ନାମଫଳକ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।…

ରାଶିଫଳ: ରବିବାର, ମେ ୧ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ମନ ଯେମିତି, ଉଚ୍ଚ କାମଗୁଡ଼ିକ ମଧ୍ୟ ସେହିପରି ସରସ ରହିବ। ବୁଧଙ୍କ ପ୍ରଭାବରୁ ଏମିତି ମରମ କଥା କହିଦେବେ…

ପ୍ରଥମେ ପାନ ମସଲା ଆଉ ଏବେ ରାମ ସେତୁ ପୋଷ୍ଟରକୁ ନେଇ ଟ୍ରୋଲ ହେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଏବେ ପ୍ରାୟ ରହୁଛନ୍ତି ଚର୍ଚ୍ଚାରେ । ଅଭିନେତା ପ୍ରଥମେ ତମାଖୁ ବ୍ରାଣ୍ଡରର ବିଜ୍ଞାନ ଦେଇ ଚର୍ଚ୍ଚାକୁ ଆସିଥିବା ବେଳେ…

ମେ’ ପହିଲାରୁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ,୩୦ା୪: ଆସନ୍ତାକାଲି ଅର୍ଥାତ୍‌ ମେ’ପହିଲାରୁ ଭିତରକନିକା ଅଭୟାରଣ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ ଭିତରକନିକା ଅଭୟାରଣ୍ୟ ଡିଏଫ୍‌ଓ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।…