ବିରଳ ପକ୍ଷୀ ଉଦ୍ଧାର: ନନ୍ଦନକାନନରେ ରହିବ

ଟେନ୍‌ସା, ୫।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବନାଞ୍ଚଳର ବରାହମୂଷା ଗ୍ରାମରୁ ବୁଧବାର ସକାଳେ ଏକ ବିରଳ ବିଦେଶୀ ପକ୍ଷୀ ଉଦ୍ଧାର କରାଯାଇଛି। ଏହାକୁ ଗୁରୁବାର ଭୁବନେଶ୍ୱର ନନ୍ଦନକାନନକୁ…

ବେକାରଙ୍କୁ ଲିଙ୍କ୍ଡଇନ୍‌ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରିବାକୁ ସରକାରଙ୍କ ଯୋଜନା…

ନୂଆଦିଲ୍ଲୀ, ୫।୫ : ବୃତ୍ତିଗତ ସୋସିଆଲ ନେଟୱାର୍କିଂ ସାଇଟ ଲିଙ୍କ୍ଡଇନ୍‌ ମାଧ୍ୟମରେ ଦେଶର ବେକାର ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ଖୁବ ଶୀଘ୍ର ବ୍ୟବସ୍ଥା…

ଜମି ସେଟଲ୍‌ମେଣ୍ଟ ଆକ୍ଟ ୧୯୮୩ରେ ସଂଶୋଧନ

ଭୁବନେଶ୍ୱର,୫ା୫(ବ୍ୟୁରୋ): ରାଜ୍ୟ ସରକାର ଜମି ସେଟଲମେଣ୍ଟ ଆକ୍ଟ ୧୯୮୩ରେ ସଂଶୋଧନ କରିଛନ୍ତି। ମାଓବାଦୀ ବିରୋଧୀ କାର୍ଯ୍ୟନୁଷ୍ଠାନରେ ପ୍ରାଣ ହରାଇଥିବା ଆମ ରାଜ୍ୟର ପାରା ମିଲିଟାରି ଫୋର୍ସ ଓ…

ଏସ୍‌ସିବି ଆଇସିୟୁରେ ଡାଏଲିସିସ୍‌ ବ୍ୟବସ୍ଥା ନାହିଁ

କଟକ ଅଫିସ,୫ା୫: କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଆଇସିୟୁରେ ଡାଏଲିସିସ ବ୍ୟବସ୍ଥା ନାହିଁ। ଏପରିକି ଆଇସିୟୁରୁ ଡାଏଲିସିସ କେନ୍ଦ୍ରକୁ ନେବା ପାଇଁ ପର୍ଯ୍ୟାପ୍ତ ଷ୍ଟ୍ରେଚର…

ଥରିଲା ଜମ୍ମୁ-କଶ୍ମୀର: ରିକ୍ଟର ସ୍କେଲରେ ତୀବ୍ରତା ୫.୩

ଜମ୍ମୁ,୫ ।୫: ଜମ୍ମୁ-କଶ୍ମୀରରେ ଗୁରୁବାର ହୋଇଥିବା ଭୂକମ୍ପର ଝଟକା ସହ ଲୋକଙ୍କ ନିଦ ଭାଙ୍ଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି ।…

ଆମେରିକା ବିଦେଶମନ୍ତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ…

ଓ୍ବାଶିଂଟନ୍‌, ୫।୫ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କଠାରେ କରୋନାର…

ସଞ୍ଜୟଙ୍କ ‘ଧରିତ୍ରୀ’ କାର୍ଟୁନ ସଂଗ୍ରହ ନିଶା, ୯ ବର୍ଷ ହେଲା ସାଇତି ରଖିଛନ୍ତି…

ନୟାଗଡ଼ ଅଫିସ,୫।୫: ଦୈନିକ ଧରିତ୍ରୀରେ ପ୍ରକାଶ ପାଉଥିବା କାର୍ଟୁନ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିକୁ ନେଇ କାର୍ଟୁନିଷ୍ଟ ଉତ୍କଳ ଗୌରବଙ୍କ ପ୍ରତି କାର୍ଟୁନ…

୨୦୨୩ ଡିସେମ୍ବର ସୁଦ୍ଧା ୧୭ ସହରାଞ୍ଚଳରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’

ଭୁବନେଶ୍ୱର,୫।୫(ବ୍ୟୁରୋ): ୨୦୨୩ ଡିସେମ୍ବର ସୁଦ୍ଧା ୧୭ ପ୍ରମୁଖ ସହରରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍‌ ପାଇଁ ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର…

ବିନା ଲାଉଡ ସ୍ପିକରରେ ହେବ ସକାଳର ଅଜାନ: ମୁସଲମାନ ଧର୍ମଗୁରୁଙ୍କ ନିଷ୍ପତ୍ତି

ମୁମ୍ବାଇ,୫ ।୫: ଗୋଟିଏ ପଟେ ସାରା ଦେଶରେ ଲାଉଡ ସ୍ପିକର ବିବାଦକୁ ନେଇ ଯେତେବେଳେ ବିବାଦ ଲାଗି ରହିଛି, ଅନ୍ୟପଟେ ମହାରାଷ୍ଟ୍ରର ମୁସଲମାନ ଧର୍ମଗୁରୁମାନେ ଏକ ବଡ…

ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୫ା୫: ହାଇକୋର୍ଟଗୁଡ଼ିକରେ ବହୁ ଆପରାଧିକ ମାମଲାର ଅପିଲ ବିଚାର ନ ହୋଇ ପଡ଼ିରହିଥିବାରୁ ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଗତ ୩୦ରୁ ୪୦…