ଅର୍ଥମନ୍ତ୍ରୀଙ୍କ ଭିଡ଼ିଓ ଭାଇରାଲ, ଭାଷଣ ଦେଉଥିବା ଅଧିକାରୀଙ୍କୁ ଦେଲେ ପାଣି ବୋତଲ…

ନୂଆଦିଲ୍ଲୀ, ୯।୫ : ସୋସିଆଲ ମିଡିଆରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ୟୁଜର ଅର୍ଥମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି। ମୁମ୍ବାଇରେ…

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ ଟ୍ରେଲର୍‌ ରିଲିଜ୍‌

ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜିକାଲି ୍‌ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପ୍ରଶଂସକ ମଧ୍ୟ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା…

ବ୍ରଜରାଜନଗର ଉପନିର୍ବାଚନ: ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର,୯ା୫(ବ୍ୟୁରୋ): ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦିବଂଗତ ବିଧାୟକ…

ଗଞ୍ଜାମକୁ ୬ ଜାତୀୟ ପଞ୍ଚାୟତ ଆଓ୍ବାର୍ଡ, ଟିମ୍‌କୁ ଶ୍ରେୟ ଦେଲେ ଜିଲାପାଳ

ଛତ୍ରପୁର,୯ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ୬ଟି ଜାତୀୟ ପଞ୍ଚାୟତ ଆଓ୍ବାର୍ଡ-୨୦୨୨ ମିଳିଛି। ସେଥିମଧ୍ୟରେ ଜିଲାର ହିଞ୍ଜିଳି ବ୍ଲକ, ଶେରଗଡ଼ ବ୍ଲକ, ସାରୁ ଓ କେଳୁଆପଲ୍ଲୀ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ…

ଶାହିନ ବାଗରେ ବୁଲଡୋଜର, ଭାଜପାକୁ ଘେରିଲା କଂଗ୍ରେସ…

ନୂଆଦିଲ୍ଲୀ, ୯।୫ : ଶାହିନ ବାଗରେ ଅତିକ୍ରମଣ ହଟାଇବା କାର୍ଯ୍ୟ ସୋମବାର ଜାରି ରହିଛି। ଏନେଇ କଂଗ୍ରେସ ଭାଜପାକୁ ଘେରିବା ଆରମ୍ଭ କରିଛି। ଭାଜପା ନିର୍ଦ୍ଦେଶରେ ଏହା…

ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌କାଟ, ଇନ୍‌ଭର୍ଟର ଦୋକାନରେ ଭିଡ଼

ନବରଙ୍ଗପୁର,୯।୫ (ବି.ପ୍ର.): ନବରଙ୍ଗପୁର ସହରରେ ଶୁକ୍ରବାର ଅପରାହ୍ନ ୩ଟାରୁ ବିଦ୍ୟୁତ୍‌କାଟ ହୋଇଥିଲା। ରାତି ତମାମ କରେଣ୍ଟ ନ ଥିଲା। ବିଳମ୍ବିତ ରାତି ୨ଟା ବେଳକୁ ମାତ୍ର ୧୦ ମିନିଟ୍‌…

ଫେରାର ଅଛନ୍ତି ନବରଙ୍ଗପୁର ଜିଲାର ୧୯ ନକଲି ଶିକ୍ଷକ

ନବରଙ୍ଗପୁର,୯।୫(ବି.ପ୍ର.): ଶିକ୍ଷା ବିଭାଗରେ ଅନେକ ତୃଟିପୂର୍ଣ୍ଣ ନୀତି ଯୋଗୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କୋହଳ ହୋଇଯାଉଥିବା ଦେଖାଯାଉଛି। ନକଲି ସାର୍ଟିଫିକେଟ ଦେଇ ଚାକିରି ହାତଉଛନ୍ତି।…

ଚଢ଼ା ଦରରେ ବିଦେଶୀ ମଦ ବିକ୍ରି ଅଭିଯୋଗ

ରାୟଗଡ଼(ଗଜପତି),୯।୫: ରାୟଗଡ଼ ବ୍ଲକ ସଦର ମହକୁମାଠାରେ ହୋଇଥିବା ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଥିସହ ଖୁଲମଖୁଲା ବେଆଇନ ବିଦେଶୀ…

୨୦ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ପାଣ୍ଡୁ

ମାଲକାନଗିରି,୯।୫(ଡି.ଏନ.ଏ.): ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଇ ଦୀର୍ଘ ୨୦ ବର୍ଷ ହେଲା ନିଖୋଜ ଥିଲେ। ତାଙ୍କ ଫେରିବା ବାଟକୁ ଚାହିଁ ମାଆବାପାଙ୍କ ଆଖିରୁ ଲୁହ ଶୁଖୁ ନ…

ଅନ୍‌ଲାଇନ୍‌ ଠକେଇର ଶିକାର ହେଲେ ଯନ୍ତ୍ରୀ

ଉମରକୋଟ,୯।୫(ସ୍ବ.ପ୍ର.): ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି ଜଣେ ଯନ୍ତ୍ରୀ। ସେ ହେଲେ ଛତିଶଗଡ଼ ଦୁର୍ଗ୍‌ ଜିଲା ଅମ୍ଲେଶର ଏକେଏସ୍‌ ସ୍କାର୍ଟ ସିଟିର ଆଦିତ୍ୟ ମୋହନ ସିଂ। ଆଦିତ୍ୟ…