ଏମ୍‌ଆଇ ପାଇଁ ବିଜୟ ଲକ୍ଷ୍ୟ ୧୬୦…

ମୁମ୍ବାଇ, ୨୧।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍‌୍‌ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ…

ରାଜ୍ୟରେ ଲେଉଟିଲା ତାତି: ସବୁଠୁ ଉତ୍ତପ୍ତ ସହର ସୋନପୁର

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ରାଜ୍ୟକୁ ତାତି ଫେରିଛି। ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଶନିବାର ରାଜ୍ୟର ୧୮ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ…

ଆଜିର ଦିନକୁ ମନେ ପକାଇଲେ ସୁସ୍ମିତା

ମୁମ୍ବାଇ: ୧୯୯୪ ମେ’ ୨୧ରେ ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧି ସୁସ୍ମିତା ସେନ୍‌ ସାରା ବିଶ୍ୱରେ ଭାରତ ପାଇଁ ଗୌରବ ଆଣିଥିଲେ। ଏହି ସମ୍ମାନଜନକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ…

ମଙ୍କିପକ୍ସ ଭାଇରସ୍ କିପରି ବ୍ୟାପୁଛି

ବିଶ୍ୱରେ କାୟା ମେଲାଇଛି ମଙ୍କିପକ୍ସ ଭାଇରସ୍ । ବିଶ୍ୱର ଅନେକ ଦେଶର ଲୋକ ଏହି ରୋଗରେ ସଂକ୍ରମିତ ହେଲେଣି । ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ରୋଗ…

ବାଘ ଛାଲ ଜବତ ଘଟଣା: ଆଉ ୨ ଗିରଫ

କେନ୍ଦୁଝର,୨୧ା୫(ସ୍ବ.ପ୍ର.): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନର ଦୈତାରୀ ରେଞ୍ଜ ବୁଢୀପଦା ଗ୍ରାମରୁ ମହାବଳ ବାଘ ଛାଲ ଜବତ ଘଟଣାରେ ବୁଟୁ ମହାକୁଡ଼ (୩୦)ଙ୍କୁ ଗିରଫ କରାଯାଇଥିବା ବେଳେ ଆଜି…

ଓଡ଼ିଶା: ଆଜିର ଫଟୋ (ମେ ୨୧, ୨୦୨୨)

ସନ୍ତ୍ରାସବାଦ ନିରୋଧ ଦିବସ: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଛାତ୍ର ସଂସଦ ଡ୍ରାମାଟିକ ସୋସାଇଟି ପକ୍ଷରୁ ପୁରୁଣା ଆଉଟଡୋର ସମ୍ମୁଖରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ…

ସଲମାନ ତୁମ ଭାଇ ହୋଇଥିବେ, ମୋର କିନ୍ତୁ ‘ଜାନ୍‌’: ନିଖତ୍‌

ନୂଆଦିଲ୍ଲୀ,୨୧।୫: ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ବକ୍ସର ନିଖତ୍‌ ଜରିନ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବଡ଼ ପ୍ରଶଂସକ। ନିଜର…

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ ଅଫିସ,୨୧ା୫: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶନିବାର ପୁରୀରେ ପହଞ୍ଚିଛି ରଥ ଦଉଡ଼ି। ୧୨ଟି ରଥ ଟଣା ଦଉଡ଼ି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି।…

ଶସ୍ତା ହେବ ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୧।୫: କମିଲା ତୈଳ ଦର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ କରାଯାଇଛି।…

ଆନ୍ଥୋନୀ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ…

ମେଲବୋର୍ନ, ୨୧।୫ : ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନରେ ପରାଜିତ ହୋଇଛନ୍ତି। ଅଷ୍ଟ୍ରେଲିଆ ଖବରକାଗଜ ଅନୁସାରେ ୫୩ ପ୍ରତିଶତ ସମର୍ଥନ ସହ ଲେବର ପାର୍ଟି ଆଗୁଆ…