ବେଜିଂ,୩୧।୩: ଚାଇନାରେ କରୋନା ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ହଜାର ହଜାର ସଂଖ୍ୟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନାଜନିତ ଶତାଧିକଙ୍କ ମୃତ୍ୟୁ ହୋଇଛି।…
ମୁମ୍ବାଇ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଗୁରୁବାର ସପ୍ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ…
ନୂଆଦିଲ୍ଲୀ,୩୧।୩: ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଦିଲ୍ଲୀରେ ମଧ୍ୟ କରୋନା ମାମଲା ପୂର୍ବାପେକ୍ଷା କମ୍ ରହିଛି। ଫଳରେ ରାଜ୍ୟସରକାର କରୋନା କଟକଣାକୁ ହଟାଇବାକୁ ନିଷ୍ପତ୍ତି…
କାଲିମେଳା,୩୧ା୩(ଡି.ଏନ୍.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅଧୀନ ଟିଗଲ ପଞ୍ଚାୟତର ଏମ୍ପିଭି-୬୫ ଅପଗ୍ରେଡ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀ…
ଆସନ୍ତାକାଲି ଉତ୍କଳଦିବସ ଉପଲକ୍ଷେ ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ରଙ୍ଗ ବେରଙ୍ଗର ଆଲୋକରେ ସୁସଜ୍ଜିତ କରାଯାଇଛି
କୋଲକାତା,୩୧।୩: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ବିଭିନ୍ନ ରାଜ୍ୟରେ କୋଭିଡ୍ କଟକଣାକୁ ହଟାଇ ଦିଆଯାଉଛି। ନିକଟରେ ମୁମ୍ବାଇରେ ସମସ୍ତ କୋଭିଡ୍ କଟକଣା ହଟାଯାଇଛି। ଇତି ମଧ୍ୟରେ…
ମୁମ୍ବାଇ,୩୧।୩: ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ ହଟାଇଦିଆଯାଇଛି। ଇତିମଧ୍ୟରେ ଗୁରୁବାର ମହାରାଷ୍ଟ୍ର ସରକାର କରୋନାକୁ…
ଆନନ୍ଦପୁର,୩୧।୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାରେ କାର୍ଯ୍ୟରତ ଜଣେ କନିଷ୍ଠ ସହକାରୀଙ୍କୁ ସସ୍ପେଣ୍ଡ କରାଯାଇଛି। ସେ ହେଲେ କମଳାକାନ୍ତ ଦିକ୍ଷୀତ। କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ସସ୍ପେଣ୍ଡ କରାଯାଇଥିବା ଜଣାପଡିଛି।…
କଲମ୍ବୋ,୩୧।୩: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଏବେ ଆର୍ଥିକ ଓ ଖାଦ୍ୟ ଅଭାବ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ ଏତେ ମହଙ୍ଗା ହୋଇଛି ଯେ, ଲୋକେ ଭୋକ ଉପସାରେ ରହିବାକୁ…
ଭୁବନେଶ୍ୱର, ୩୧।୩(ବ୍ୟୁରୋ) : ବିଧାନସଭା ଅଧିବେସନ ଗୁରୁବାର ଶେଷ ହୋଇଛି। ସମୁଦାୟ ୬ଟି କାର୍ଯ୍ୟ ଦିବସ ରହିଥିଲା । ୨ଟି ମୁଲତବୀ ପ୍ରସ୍ତାବ, ୪ଟି ଅଧ୍ୟାଦେଶ ଓ…