ରୁଷିଆ ଉପରେ ପୁଣି କଡ଼ା ପ୍ରତିବନ୍ଧକ ଲଗାଇଲା ଆମେରିକା

କ୍ୱିଭ୍‌,୬।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୪୨ତମ ଦିନ। ଏ ପର୍ଯ୍ୟନ୍ତ ରୁଷିଆ ୟୁକ୍ରେନର ଅନେକ ସହରକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଛି। ଏଥି…

ହ୍ରିତିକଙ୍କ ପରେ ସମ୍ପର୍କ ଉପରେ ମୋହର ମାରିଲେ ସୁଜୈନ

ବମ୍ବେ: ପରସ୍ପରଠାରୁ ଅଲଗା ହେବା ପରେ ଜୀବନରେ ଆଗକୁ ବଢ଼ିଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସ୍ତ୍ରୀ ସୁଜୈନ ଖାନ୍‌। ଏବେ ଉଭୟ ନିଜ ନିଜର…

୨୪ ଘଣ୍ଟାରେ ଭାରତ ପଠାଇଲା ୭୬ ହଜାର ଟନ୍‌ ତେଲ

ନୂଆଦିଲ୍ଲୀ,୬।୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ କଲମ୍ବୋକୁ ସହାୟତାର ହାତ ବଢ଼ାଇଛି ନୂଆଦିଲ୍ଲୀ। ଯଦ୍ଦ୍ବାରା ଶ୍ରୀଲଙ୍କା ତା’ର ଜରୁରୀ ସାମଗ୍ରୀ ଆମଦାନୀ କରିପାରିବ ଏବଂ ଘରୋଇ…

ନିୟମିତ ଶିକ୍ଷକ ମାନ୍ୟତା ଦାବି

କେନ୍ଦୁଝର,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ କରୁଥିବା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ଆଜି ବିଭିନ୍ନ ଅଞ୍ଚଳରୁ ଆସିଥିବା…

ତିଳକ ଲଗାଇ ସ୍କୁଲ ଆସିିବାରୁ ଛାତ୍ରୀଙ୍କୁ ନିର୍ଧୂମ ପିଟିଲେ ଶିକ୍ଷକ

ଶ୍ରୀନଗର,୬।୪: ଜମ୍ମୁ-କଶ୍ମୀରର ରାଜୌରିରେ ଏକ ଅଭାବନୀୟ ଘଟଣା ଘଟିଛି। ନବରାତ୍ର ସମୟରେ ମୁଣ୍ଡରେ ତିଳକ ଲଗାଇ ସ୍କୁଲ ଯାଇଥିବା ଜଣେ ଛାତ୍ରୀଙ୍କୁ ଶିକ୍ଷକ ପିଟିଥିବା ଅଭିଯୋଗ ହୋଇଛି।…

୪ ଭାଇଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଦୁଇଦିନିଆ ରିମାଣ୍ଡ ଅନୁମତି

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତ୍ତଳ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ବଚସା ଓ ପରେ ଯୋଜନାବଦ୍ଧ ଭାବେ ୪ଭାଇଙ୍କୁ ଜଘନ୍ୟ ହତ୍ୟା…

୮ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବଡ଼ବିଲ,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଜଣେ ୮ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରିବା ଘଟଣାରେ ଅଟକ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ…

କାଳବୈଶାଖୀରେ ଗଛ ପଡ଼ି ତାର ଛିଣ୍ଡିଲା, ବିଦ୍ୟୁତ୍‌ ସେବା ବ୍ୟାହତ

ଦାରିଙ୍ଗବାଡ଼ି,୬ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିର ରାଇକିଆଠାରୁ ବାଡାବାଙ୍ଗା ମଧ୍ୟରେ ବଡ଼ବଡ଼ ଗଛ ଭାଙ୍ଗିବା ସହ…

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୬, ୨୦୨୨)

ଏଫଆଇଏଚ ପ୍ରୋ ଲିଗ ପାଇଁ ଭୁବନେଶ୍ୱର ପହଞ୍ଚିଛି ନେଦରଲାଣ୍ଡସ ମହିଳା ହକି ଟିମ ଶ୍ରୀମନ୍ଦିର ନୂତନ ମୁଖ୍ୟ ପ୍ରଶାସକ ଵୀରବିକ୍ରମ ଯାଦବ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି…

ଆରମ୍ଭରୁ ରାଜସ୍ଥାନକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୬।୪: ଚଳିତ ଆଇପିଏଲରେ ମଙ୍ଗଳବାର ପ୍ରଥମ ଥର ପାଇଁ ପରାଜୟ ସ୍ବାଦ ଚାଖିଥିବା ରାଜସ୍ଥାନ ରୟାଲ୍ସକୁ ବୁଧବାର ଆଉ ଏକ ଶକ୍ତ ଧକ୍କା ଲାଗିଛି। ଅଷ୍ଟ୍ରେଲିଆନ ବୋଲିଂ…