୨୫୦ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଇଁ ଡହଳବିକଳ

ନାଉଗାଁ,୧୯ା୪(ସ୍ବ.ପ୍ର.):ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ମଧୁର ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କେଉଁଠି ପାଇପ ଫାଟି ରାସ୍ତା ଘାଟରେ ପାନୀୟ…

ମନ୍ଦିରରେ ପୂଜା ପାଉଛନ୍ତି କବି କାଳିଦାସ

କେନ୍ଦ୍ରାପଡ଼ା ଅଫିସ, ୧୯ା୪:ବିଶିଷ୍ଟ ସଂସ୍କୃତ କବି କାଳିଦାସ ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କ ରଚିତ ସାହିତ୍ୟକୃତି ତାଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି। ତେବେ କାଳିଦାସଙ୍କୁ…

ରୁଷିଆ ବ୍ୟବହାର ବଦଳାଇଲେ ଆମେରିକା ହଟାଇପାରେ ପ୍ରତିବନ୍ଧକ

ୱାଶିଂଟନ,୧୯ ।୪: ଚଳିତ ସପ୍ତାହରେ ୱାଶିଂଟନରେ ହେବାକୁ ଥିବା ବଡ ଆର୍ଥିକ ବୈଠକ ପୂର୍ବରୁ ଆମେରିକା ଟ୍ରେଜେରୀର ଜଣେ ଅଧିକାରୀ କହିଛନ୍ତି ଯଦି ମସ୍କୋ ତା’ର ବ୍ୟବହାରରେ…

ଉଚ୍ଛେଦ ପରେ ପୁଣି ହେଉଛି ଜବରଦଖଲ

ଭୁବନେଶ୍ୱର, ୧୯।୪(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ବହୁ ସରକାରୀ ଜମି ଜବରଦଖଲରେ ରହିଛି। ଜମି ମାଫିଆଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସରକାରୀ ଜମି ଉପରେ ଘର କରିବା ସହ…

ରୁଷିଆ କବ୍‌ଜାରେ ବ୍ରିଟେନ ନାଗରିକ

ମସ୍କୋ, ୧୯ା୪: ରୁଷିଆ ସହ ଲଢ଼େଇବେଳେ ୟୁକ୍ରେନ୍‌ରୁ ଦୁଇ ବ୍ରିଟେନ ନାଗରିକଙ୍କୁ ମସ୍କୋ କବ୍‌ଜାରେ ଅଛନ୍ତି। ସେମାନଙ୍କ ଏକ ଭିଡିଓ ରୁଷିଆ ଷ୍ଟେଟ୍‌ ଟିଭିରେ ପ୍ରସାରିତ ହୋଇଛି।…

‘ଇଣ୍ଡିଆନ୍‌ ସ୍ମାର୍ଟ ସିଟିଜ୍‌ ଆଓ୍ବାର୍ଡ’ ପ୍ରତିଯୋଗିତାରେ ଭୁବନେଶ୍ୱର ଦ୍ୱିତୀୟ

ଭୁବନେଶ୍ୱର, ୧୯।୪(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ମିଳିଛି ଆଉ ଏକ ସଫଳତା। ସୁରଟଠାରେ ଅନୁଷ୍ଠିତ ‘ଇଣ୍ଡିଆନ୍‌ ସ୍ମାର୍ଟ ସିଟିଜ୍‌ ଆଓ୍ବାର୍ଡ କଣ୍ଟେଷ୍ଟ’ (ଆଇଏସ୍‌ଏସି)ର ସାମାଜିକ ଦୃଷ୍ଟିକୋଣ ବର୍ଗରେ ସୋସିଆଲି ସ୍ମାର୍ଟ…

ରାଜଧାନୀରେ ହାଜତ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର,୧୯।୪ (ବ୍ୟୁରୋ):ଭୁବନେଶ୍ୱର ବଡଗଡ ଥାନା ପୋଲିସ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଧାରକାର୍ଡରେ ତାଙ୍କ ନାମ ଦେବେନ୍ଦ୍ର ଚୌଧୁରୀ ରହିଥିବାବେଳେ ପୋଲିସ ସୂଚନାଅନୁସାରେ ସେ…

କ୍ଷୁଧା ସଙ୍କଟରେ ପଡ଼ିବେ ୧୭୦ କୋଟି

ନ୍ୟୁୟର୍କ, ୧୯ା୪: ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ପରିଣାମ କେବଳ ଏହି ଦୁଇଦେଶ ନୁହେଁ ବରଂ ସାରା ବିଶ୍ୱ ଭୋଗିବ। ଏଥିଯୋଗୁ ଦୁନିଆର ଏକ ପଞ୍ଚମାଂଶ ବା ୧୭୦ କୋଟି…

ମହାନଦୀ ମାମଲା ଶୁଣାଣି ମେ’ ୧୪କୁ ଘୁଞ୍ଚିଲା

ନୂଆଦିଲ୍ଲୀ,୧୯।୪: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ୍‌ ନିର୍ମାଣ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନର ଶୁଣାଣିକୁ ମେ’ ୧୪କୁ ଘୁଞ୍ଚାଇ ଦିଆଯାଇଛି। ମହାନଦୀରେ ବ୍ୟାରେଜ୍‌ ନିର୍ମାଣ…

ପାଣିପାଗ ଜାଣିବା ପାଇଁ ଆଉ ୮ ମାନୁଆଲ ସର୍ଫେସ୍‌ ଅବ୍‌ଜରଭେଟର ସ୍ଥାପନ

ଭୁବନେଶ୍ୱର, ୧୯ା୪(ବ୍ୟୁରୋ):ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାପମାତ୍ରା ଜାଣିବା ପାଇଁ ଓଡ଼ିଶାରେ ଆଉ ୮ ଜିଲାରେ ମାନୁଆଲ…