ପୁରୀରେ ବଢାଯିବ ଆଣ୍ଟିଜେନ୍‌ ଟେଷ୍ଟ୍‌: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ କାରୋନା ସଂକ୍ରମଣକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ…

ସିନ୍ଧେ ଗୋଷ୍ଠୀଙ୍କୁ ନେଇ ମହାରାଷ୍ଟ୍ରରେ ସରକାର ଗଢିପାରେ ଭାଜପା: ଦିଲ୍ଲୀ ଗଲେ ଫଡନଭୀସ

ମୁମ୍ବାଇ,୨୮।୬: ମହାରାଷ୍ଟ୍ରରେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି। ଶିବସେନା ବିଦ୍ରୋହୀ ସିନ୍ଧେ ଗୋଷ୍ଠୀଙ୍କୁ ନେଇ ରାଜ୍ୟରେ ଭାଜପା ସରକାର ଗଢିବ ବୋଲି ଚର୍ଚ୍ଚା ହେଉଛି। ଏହି…

ରଥଯାତ୍ରା ପ୍ରସ୍ତୁତି: ପୋଲିସ ପକ୍ଷରୁ ସ୍ବତନ୍ତ୍ର ମକ୍‌ଡ୍ରିଲ

ପୁରୀ ଅଫିସ,୨୮।୬: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସ୍ବତନ୍ତ୍ର…

ରଥଯାତ୍ରାରେ ତ୍ରିସ୍ତରୀୟ ଟ୍ରାଫିକ୍‌ ବ୍ୟବସ୍ଥା

ପୁରୀ ଅଫିସ,୨୮।୬: ଆଗକୁ ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ରଥଯାତ୍ରାକୁ ନେଇ ସୋମବାର ସମୀକ୍ଷା ବୈଠକ ବସିଥିଲା। ତେବେ ରଥଯାତ୍ରାକୁ ଦୃଷ୍ଟିରେ ରଖି…

‘ମମତାଙ୍କ ସରକାର ବି ଭାଙ୍ଗିବ’

କୋଲକାତା,୨୮ା୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭଳି ଝାଡ଼ଖଣ୍ଡ ଏବଂ ରାଜସ୍ଥାନରେ ମଧ୍ୟ ଉପୁଜିବ ବୋଲି ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ…

ଆସିଲା ରାଇମୋହନଙ୍କ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ଆସିଲା ବ୍ୟବଚ୍ଛେଦ ରିପୋର୍ଟ। ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ଶ୍ବାସରୁଦ୍ଧ କାରଣରୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ଗଳାରେ ରଶି ଲଗାଇବା କାରଣରୁ ଶ୍ବାସରୁଦ୍ଧ…

ଭବିଷ୍ୟବାଣୀ: ଫଡନବିଶ ମୁଖ୍ୟମନ୍ତ୍ରୀ, ସିନ୍ଧେ ଉପମୁଖ୍ୟମନ୍ତ୍ରୀ, ହେଲେ ଏବେ ନୁହେଁ

ମୁ୍‌ମ୍ବାଇ,୨୮ ।୭: ଭିଲୱାଡାର କାରୋଇ ଗାଁକୁ ଜ୍ୟୋତିଷ ନଗରୀ ବୋଲି କୁହାଯାଏ । ଯେଉଁ ବୟସରେ ଦେଶର ଶିଶୁ କଥା କହିବା ଓ ଏବିସିଡି ଶିଖିଥାଆନ୍ତି, ସେହି…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୮।୬: ଭାରତ ବିପକ୍ଷରେ ଏକମାତ୍ର ଟେଷ୍ଟ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ଦଳ ଘୋଷଣା କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ ଖେଳୁଥିବା…

୧୮ଏମ୍‌ପିରୁ ୧୪ରହିଛନ୍ତି ସିନ୍ଧେଙ୍କ ସମ୍ପର୍କରେ

ମୁମ୍ବାଇ,୨୮।୪: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ବିଗିଡ଼ିବାରେ ଲାଗିଛି। ମହାବିକାଶ ଅଘାଡ଼ି(ଏମ୍‌ଭିଏ) ସହିତ ସମ୍ପର୍କ ଛିନ୍ନ କରି ବିଧାୟକଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ଠାକରେଙ୍କ ନେତୃତ୍ୱଧୀନ…

ପ୍ରତିଷ୍ଠିତ ବ୍ୟବସାୟୀ ପାଲୋଞ୍ଜୀ ମିସ୍ତ୍ରୀଙ୍କ ପରଲୋକ

ମୁମ୍ବାଇ,୨୮।୬: ଶାପୁରଜୀ ପାଲୋଞ୍ଜୀ ଗ୍ରୁପ୍‌ର ଚେୟାରମ୍ୟାନ ପାଲୋଞ୍ଜୀ ମିସ୍ତ୍ରୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି। ଇଞ୍ଜିନିୟରିଂ,…