ସୁନା ଆମଦାନୀ ଶୁଳ୍କ ବୃଦ୍ଧିକୁ କେନ୍ଦ୍ର ସମୀକ୍ଷା କରିବା ଉଚିତ

ନୂଆଦିଲ୍ଲୀ,୭ା୭: କେନ୍ଦ୍ର ସରକାର ନିକଟରେ ସୁନା ଉପରେ ଆମଦାନୀ ଶୁଳ୍କକୁ ୧୫ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଆମଦାନୀ ଶୁଳ୍କ ସହ ୨.୫%ର କୃଷି ସେସ୍‌ ମଧ୍ୟ…

ଲଘୁଚାପ ପ୍ରଭାବ: ୧୨ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଉପକୂଳ ଓଡ଼ିଶାରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓ ପର୍ଯ୍ୟନ୍ତ ସବୁଠି ବର୍ଷା ଲାଗି…

ଭାବନାକୁ ବୁଝିବା ଜରୁରୀ,ମହୁଆଙ୍କୁ ମମତାଙ୍କ ପରାମର୍ଶ…

କୋଲକାତା, ୭।୭ : କାଳୀ ଫିଲ୍ମ ପୋଷ୍ଟର ବିବାଦ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀ ସଦସ୍ୟା ମହୁଆ ମୋଇତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଭାବନାକୁ ବୁଝି…

ଅଭିନେତା ଦୈତାରୀ ପଣ୍ଡା ନିଖୋଜ

ବାଲେଶ୍ୱର ଅଫିସ, ୭ା୭: ଓଡ଼ିଶା ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା ନିଖୋଜ ଥିବା ନେଇ ବାଲେଶ୍ୱର ଜିଲା ଔପଦା ଥାନାରେ ଅଭିଯୋଗ ହୋଇଛି। ପାର୍ବତୀ ଗଣନାଟ୍ୟର…

ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ!

ଲଣ୍ଡନ,୭ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାଲାଗି ପ୍ରସ୍ତୁତ ହୋଇଗଲେଣି । ସରକାରରୁ ପ୍ରାୟ ୪୦ ମନ୍ତ୍ରୀ ଇସ୍ତଫା ଦେବା ପରେ…

ଭିଜିଲାନ୍ସ ଜାଲରେ ସୁପରଭାଇଜର

ପୁରୀ ଅଫିସ,୭ା୭: ପୁରୀ ଡିଆଇସି ଅଫିସରେ କାର୍ଯ୍ୟରତ ସୁପରଭାଇଜର ନାରାୟଣ ପଟ୍ଟନାୟକ ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଖଦି ଓ ଗ୍ରାମ ଉଦ୍ୟୋଗ ବିଭାଗର ସୁପରଭାଇଜର ଭାବେ…

ସଚେତନତାଧର୍ମୀ ଫିଲ୍ମ ‘ରାକ୍ଷୀ’ ଜାତୀୟସ୍ତରରେ ପୁରସ୍କୃତ

ବାଲେଶ୍ୱର ଅଫିସ, ୭ା୭: ବାଲେଶ୍ୱର ଜିଲାର କେତେକ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ସଚେତନତାଧର୍ମୀ କ୍ଷୁଦ୍ର ଫିଲ୍ମ ‘ରାକ୍ଷୀ’ ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ପୁରସ୍କାର ସ୍ବରୂପ ଉକ୍ତ ଟିମ୍‌କୁ ଟ୍ରଫି…

୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଏନ୍‌ଆଇଏନ୍‌ଏଲ

ନୂଆଦିଲ୍ଲୀ, ୭ା୭: ଦୀର୍ଘ ୨ବର୍ଷ ଧରି ବନ୍ଦ ରହିଥିବା ସରକାରୀ ଅଧୀକୃତ କମ୍ପାନୀ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ)ର ସ୍ଥିତି ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। ଏପରିକି ନିକଟରେ…

ସୌର ଚୁଲାର ଶୁଭାରମ୍ଭ କଲେ ତୈଳମନ୍ତ୍ରୀ

ନୂଆଦିଲ୍ଲୀ,୭ା୭: ବର୍ତ୍ତମାନ ଦରବୃଦ୍ଧି ଓ ଖଣିଜ ସମ୍ପଦ (ତୈଳ ଓ ଇନ୍ଧନ)ର ଅଭାବୀ ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ସୌର ଚୁଲାର ନିର୍ମାଣ…

ଗ୍ୟାପ୍‌ ସହ ରିଲାଏନ୍ସ ରିଟେଲ୍‌ର ସହଯୋଗିତା ସ୍ଥାପନ

ମୁମ୍ବାଇ, ୭ା୭: ରିଲାଏନ୍ସ ରିଟେଲ୍‌ ଲିମିଟେଡ୍‌ ପକ୍ଷରୁ ଆମେରିକାର ପ୍ରସିଦ୍ଧ ଫେସନ୍‌ ବ୍ରାଣ୍ଡ ଗ୍ୟାପ୍‌କୁ ଭାରତ ଆଣିବା ପାଇଁ ଗ୍ୟାପ୍‌ ଆଇଏନ୍‌ସି ସହ ସହଯୋଗିତା ସ୍ଥାପନ କରାଯାଇଛି। ଏହି…