ମଧୁବାଲାଙ୍କ ବାୟୋପିକ

ମୁମ୍ବାଇ: ବଲିଉଡ ଦୁନିଆର ନାଁ କରା ଅଭିନେତ୍ରୀ ମଧୁବାଲାଙ୍କ ଜୀବନକୁ ନେଇ ତିଆରି ହେବାକୁ ଯାଉଛି ତାଙ୍କର ଏକ ବାୟୋପିକ । ଏହାକୁ ନେଇ ତାଙ୍କର ସବୁଠାରୁ…

କାର ଉପରେ ଓଲଟିଲା ଡମ୍ପର, ୫ ମୃତ

ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶର ରାଏବରେଲି ଜିଲାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ଡମ୍ପର କାର ଉପରେ ଓଲଟି ପଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି।ମୃତକଙ୍କ ମଧ୍ୟରେ…

ନେପାଳ ଜମି ଦଖଲ କରୁଛି ଚାଇନା…

ବେଜିଂ/କାଠମାଣ୍ଡୁ,୨୦।୭ : ଚାଇନା କେବଳ ଲଦାଖ ଏବଂ ଭୁଟାନ ଡୋକଲାମ ତଥା ଭାରତର ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଜବର ଦଖଲ କରିବାରେ ବ୍ୟସ୍ତ ନୁହେଁ, ବରଂ ଏହା…

ଉପରମୁହାଁ ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୨୨ ପଜିଟିଭ୍‌

ଭୁବନେଶ୍ୱର,୨୦।୭(ବ୍ୟୁରୋ) : ରାଜ୍ୟରେ ସଂକ୍ରମଣ ଉପରମୁହାଁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା…

ଧରିତ୍ରୀ କାର୍ଟୁନ- Dharitri Cartoon

ଧରିତ୍ରୀ କାର୍ଟୁନ

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୋଦିଙ୍କ ଉଦ୍ଦେଶ୍ୟରେ ଟୁଇଟ କଲେ ଶ୍ରୀଲଙ୍କା ନେତା ସାଜିଥ ପ୍ରେମଦାସା

କଲମ୍ବୋ,୨୦ ।୭: ଶ୍ରୀଲଙ୍କାରେ ୨୦ ଜୁଲାଇ ଅର୍ଥାତ୍ ବୁଧବାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନର ଠିକ୍ ପୂର୍ବରୁ ରାଷ୍ଟ୍ରପତି ପଦ ପାଇଁ…

ରାସ୍ତା ନାହିଁ: ଖଟିଆରେ ଚାଲିଗଲା ଜୀବନ

ସମ୍ବଲପୁର/ନାକଟିଦେଉଳ,୨୦ା୭(ବ୍ୟୁରୋ/ଡ଼ି.ଏନ.ଏ.): ଗଁ।ର ବିକାଶରେ ପ୍ରତିବନ୍ଧକ ସାଜିଛି ନାଳ। ନାଳ ଉପରେ ପୋଲ ନ ଥିବାରୁ ଗଁ।କୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଗଁ। ଲୋକେ ରୋଗୀକୁ ଖଟିଆରେ ବୋହି…

ବ୍ୟାପକ ହେବ ଆଇଟି କ୍ଷେତ୍ର

ଭୁବନେଶ୍ୱର,୨୦ା୭(ବ୍ୟୁରୋ): ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି (ଆଇଟି) କ୍ଷେତ୍ରକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ଷେତ୍ରରେ ଅଧିକରୁ ଅଧିକ…

ଶାହା ଫଟୋ ପୋଷ୍ଟକରି ଫିଲ୍ମନିର୍ମାତା ଗିରଫ

ଗାନ୍ଧୀନଗର, ୨୦ା୭: ଅହମଦାବାଦ କ୍ରାଇମ୍‌ ବ୍ରାଞ୍ଚ ମଙ୍ଗଳବାର ଫିଲ୍ମ ନିର୍ମାତା ଅବିନାଶ ଦାଶଙ୍କୁ ଗିରଫ କରିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ଆଇଏଏସ୍‌ ଅଫିସର ପୂଜା ସିଂଘଲଙ୍କ…

ବିରୋଧୀଙ୍କ ହଟ୍ଟଗୋଳ: ଗୃହ ମୁଲତବୀ

ନୂଆଦିଲ୍ଲୀ,୨୦ା୭: ପାର୍ଲାମେଣ୍ଟର ମୋସୁମୀ ଅଧିବେଶନର ଦ୍ୱିତୀୟ ଦିନ ଅର୍ଥାତ ମଙ୍ଗଳବାର ମଧ୍ୟ ଦରଦାମ ବୃଦ୍ଧି, ବେରୋଜଗାରୀ, ଅଗ୍ନିପଥ ଯୋଜନା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ପ୍ରବଳ…