ଶରଣାର୍ଥୀଙ୍କୁ ଶରଣ ଦେବାରେ ଏସିଆର ଶ୍ରେଷ୍ଠ ୩ ଦେଶ ମଧ୍ୟରେ ଭାରତ ସ୍ଥାନୀତ, ଜାତିସଂଘ ରିପୋର୍ଟ…

ଜେନେଭା,୨୧।୭ : ଶରଣାର୍ଥୀଙ୍କୁ ଶରଣ ଦେବାରେ ୨୦୨୦ରେ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି। ପ୍ରକାଶିତ ଏକ ବିଶ୍ୱସ୍ତରୀୟ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର୍‌.ମାଧବନ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ବଲିଉଡ୍‌ ଓ ସାଉଥ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତା ଆର. ମାଧବନ ଏବଂ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ଭେଟିଥିଲେ। ଏହି ସାକ୍ଷାତ…

ଇଡି ଅଫିସ୍‌ରେ ପହଞ୍ଚିଲେ ସୋନିଆ: ବାହାରେ ବିରୋଧ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ,୨୧।୭: ନ୍ୟାଶନାଲ୍‌ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ପଚରାଉଚରା ପାଇଁ ହାଜର ହୋଇଛନ୍ତି। ତାଙ୍କ ସହ ଝିଅ ପ୍ରିୟଙ୍କା ଏବଂ…

ଅଗ୍ନିପଥ ଆନ୍ଦୋଳନରେ ରେଲଓ୍ବେର ଜଳିଲା ୨୫୯ କୋଟିରୁ ଅଧିକ ସମ୍ପତ୍ତି, ଭରଣା କରିବ କିଏ ?…

ନୂଆଦିଲ୍ଲୀ,୨୧।୭ : କେନ୍ଦ୍ରୀୟ ରେଳ ମନ୍ତ୍ରଣାଳୟ ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଯୋଗୁ ଚଳିତ ବର୍ଷ…

‘ପରିବାର ପକେଟ୍‌ରେ କଂଗ୍ରେସ ସମ୍ପତ୍ତି’

ନୂଆଦିଲ୍ଲୀ,୨୧।୭: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ପଚରାଉଚରା ପାଇଁ ଡକାଯାଇଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସାରା ଦେଶରେ ବିରୋଧ…

ଡ୍ରୋନ୍‌ ଦ୍ୱାରା ସୀମା ପାର୍‌ରୁ ଆସୁଛି ଭାରତକୁ ଅସ୍ତ୍ରଶସ୍ତ୍ର, ଗୁପ୍ତ ସୂଚନା…

ଶ୍ରୀନଗର,୨୧।୭ : ଜମ୍ମୁରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ର ୩ ଟି ବଡ ମଡ୍ୟୁଲର ପର୍ଦ୍ଦାଫାଶ ହେବା ପରେ ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ(ଏସ୍‌ଓଜି) ପାକିସ୍ତାନ…

ଦ୍ରୌପଦୀଙ୍କ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ: ବଣ୍ଟା ହେବ ୫ କୁଇଣ୍ଟାଲ ଲଡ଼ୁ

ବାରିପଦା ଅଫିସ,୨୧ା୭: ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ ଜିଲାବାସୀ…

ଛୋଟ ପିଲାଙ୍କୁ କାମୁଡ଼ିବାରୁ ୨୯ ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ…

ଦୋହା,୨୧।୭ : କାତାରରେ ସଶସ୍ତ୍ର ଲୋକେ ଏକ ଅଞ୍ଚଳରେ ଆକ୍ରମଣ କରି ୨୯ ବୁଲା କୁକୁରଙ୍କୁ ହତ୍ୟା କରଛନ୍ତି। ସଶସ୍ତ୍ର ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି ଯେ ଗୋଟିଏ…

କାମରେ ଲାଗୁନି ନୂଆ ନିମାପଡ଼ା ବସ୍‌ଷ୍ଟାଣ୍ଡ

ନିମାପଡ଼ା, ୨୧।୭ (ଡି.ଏନ୍‌.ଏ.): ନିମାପଡ଼ାରେ ନବନିର୍ମିତ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନ ପାରି ଦୀର୍ଘଦିନ ଧରି ଅହେଳିତ ଅବସ୍ଥାରେ ରହିଛି। ଫଳରେ ନୂଆ ବସ୍‌ଷ୍ଟାଣ୍ଡ କାହା ସ୍ବାର୍ଥ…

ରାଷ୍ଟ୍ରପତି ନିର୍ବାଚନ, ଭୋଟ୍‌ ଗଣତି ଆରମ୍ଭ

ନୂଆଦିଲ୍ଲୀ,୨୧ା୭: କଡ଼ା ସୁରକ୍ଷା ମଧ୍ୟରେ ପାର୍ଲାମେଣ୍ଟ ହାଉସର ୬୩ ନଂ ରୁମ୍‌ରେ ରାଷ୍ଟ୍ରପତି ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଏହି ଗଣତି ଆରମ୍ଭ…