ଶୋଷ ମେଣ୍ଟାଉଛି ଚୁଆ ପାଣି

ଦଶମନ୍ତପୁର, ୩୦ା୫ (ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଯୋଗୁ ଶୁଖିଯାଉଛି କୂଅ, ନଳକୂଅ। ଟୋପାଏ ପାଣି ପାଇଁ ଗ୍ରାମବାସୀ ଡହଳବିକଳ ହେଉଛନ୍ତି। ପିଇବା ପାଣି ମୁନ୍ଦାଏ ପାଇଁ ବୁଲିବାକୁ ପଡୁଛି କେତେଆଡ଼।…

ଚାକିରି, ବ୍ୟାଙ୍କ ଲୋନ୍‌ କରାଇବା ନାଁରେ ଠକେଇ

ନବରଙ୍ଗପୁର,୩୦ା୫(ବି.ପ୍ର.): ଚାକିରି ଓ ବ୍ୟାଙ୍କ ଲୋନ କରାଇଦେବା ନାଁରେ ଜଣେ ଯୁବକ ଶତାଧିକ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ରବିବାର ନବରଙ୍ଗପୁର ଜିଲାର…

ଗୋଟିଏ ରାତିରେ ୭ ଦୋକାନରୁ ଚୋରି

ଢେଙ୍କାନାଳ ଅଫିସ,୩୦ା୫: ଢେଙ୍କାନାଳ ସହର କଲେଜ ବାଇପାସ ଛକରୁ ରବିବାର ବିଳମ୍ବିତ ରାତିରେ ୭ଟି ଦୋକାନରୁ ଦୁର୍ବୃତ୍ତମାନେ ସଟର ଭାଙ୍ଗି ଚୋରି କରିନେଇଛନ୍ତି। ମିଠା ଦୋକାନରୁ ମିଠା,…

ସବୁ ବର୍ଗର ବ୍ୟକ୍ତିଙ୍କୁ ୬୦ ପରେ ପେନ୍‌ସନ ଦିଆଯାଉ

ଜୟପୁର, ୩୦ା୫(ନି.ପ୍ର.): ନିଖିଳ ଓଡ଼ିଶା ଇପିଏଫ୍‌ ପେନସନ ଅନ୍ତର୍ଭୁକ୍ତ ବରିଷ୍ଠ ଶ୍ରମିକ କର୍ମଚାରୀଙ୍କ ଏକ ସଭା ସ୍ଥାନୀୟ ଯାଦବ ଭବନରେ କୋରାପୁଟ ଜିଲା ଶାଖା ସଭାପତି ନଳିନୀକାନ୍ତ…

ପ୍ରତିଶ୍ରୁତି ରଖିପାରିଲେନି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୩୦।୫: ଜୁନ୍‌ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ୧୦ ଜଣ ପ୍ରାର୍ଥୀ ଘୋଷଣା କରିଛି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ…

ପଞ୍ଜାବୀ ସିଙ୍ଗର ହତ୍ୟା ଘଟଣାକୁ ନେଇ ଆସୁଛି ନୂଆ ତଥ୍ୟ, ପ୍ରଥମେ ଗ୍ୟାଙ୍କଷ୍ଟର ଶାହାରୁଖଙ୍କୁ ଦିଆଯାଇଥିଲା ସୁପାରି

ନୂଆଦିଲ୍ଲୀ,୩୦ ।୫: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସ କିଛିଦିନ ତଳେ ୨ ଲକ୍ଷ…

୨୧ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୩୦ା୫ (ନି.ପ୍ର.)- ୨୧ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଗଙ୍ଗାନଗରର ଇସାକ ଖାନ (୬୯)। ପୋଲିସ…

ସହକାରୀ ପ୍ରଫେସରଙ୍କୁ ବଳାତ୍କାର ଅଭିଯୋଗ, ବ୍ଲାକ୍‌ମେଲିଂ କରି ଅଭିଯୁକ୍ତ ନେଇସାରିଲେଣି ୨ ଲକ୍ଷ ଟଙ୍କା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜଣେ ୨୪ ବର୍ଷୀୟା ସହକାରୀ ପ୍ରଫେସରଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଅଭିଯୁକ୍ତ ଜଣକ ତାଙ୍କୁ ବ୍ଲାକମେଲିଂ କରି ୨ ଲକ୍ଷ…

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

କୋରାପୁଟ,୩୦ା୫(ସ୍ବ.ପ୍ର.): କୋରାପୁଟ-ଜୟପୁର ୨୬ ନଂ. ଜାତୀୟ ରାଜପଥର ବଗେଇପଦର ଛକ ନିକଟରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ମୃତକ ହେଲେ ଜୟପୁର ସହର ପାୱ୍ବାର…

ଭାଇଙ୍କ ଘରୁ ମିଳିଲା ମହିଳା ବିଚାରପତିଙ୍କ ଝୁଲନ୍ତା ମୃତଦେହ

ନୂଆଦିଲ୍ଲୀ,୩୦।୫: ଦିଲ୍ଲୀ ସାକେତ୍‌ କୋର୍ଟର ୪୨ ବର୍ଷୀୟା ମହିଳା ବିଚାରପତିଙ୍କ ମୃତଦେହ ଦକ୍ଷିଣ ଦିଲ୍ଲୀ ରାଜପୁର ଅଞ୍ଚଳରେ ଥିବା ତାଙ୍କ ଭାଇଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଛି।…